ଧୋ-କା ସାଜିଲା କାଳ:- ପ୍ରେମିକକୁ ଲୁ-ଟି ଚମ୍ପଟ ମା-ରିଲା ପ୍ରେମିକା, ସହି ନ ପାରି ଏଭଳି ନିଷ୍ପତ୍ତି ନେଲେ ପ୍ରେମିକ

ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥାଏ। ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପର୍କ ରଖିବା। ତେବେ ଏହି ପ୍ରେମ କେତେକଙ୍କୁ ତଳି ତ-ଳାନ୍ତ କରିଛି ତ ଆଉ କାହାର ଜୀବନ ନେଇ ଯାଇଛି। ତେବେ ଆଜି ଆମେ ଏହିଭଳି ଏକ ଖବର ଆପଣଙ୍କୁ କହିବାକୁ ଯାଉଛୁ।

ମିଛ ପ୍ରେମ କରି ପ୍ରେମିକକୁ ଲୁ-ଟି ନେଲା ପ୍ରେମିକା। ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ପର୍ଯ୍ୟନ୍ତ। ଏହାକୁ ସହ୍ୟ କରି ନପାରି ଜୀବନ ହାରିଲା ପ୍ରେମିକ। ତେବେ ଏଭଳି ଅଭା-ବନୀ-ୟ ଘଟ-ଣା ଦଶରଥ ପୁରର ଚଉଳିଆ ଗ୍ରାମରେ ଦେଖିବାକୁ ମିଳିଛି। ତେବେ ଭେଣ୍ଡିଆ ପୁଅର ମୃ-ତ୍ୟୁ ପରେ ପୁରା ପରିବାର ଭା-ଙ୍ଗି ପଡିଛି। ସେସଦେଵଙ୍କ ମୃ-ତ୍ୟୁର କାରଣ ରହ-ସ୍ୟମୟ ହୋଇ ରହିଥିଲା ଯେ ପର୍ଯ୍ୟନ୍ତ କେହି ତାଙ୍କର ମୋବାଇଲ ଫୋନ ଖୋଲି ଚେକ ନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଚଉଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ସେସଦେଵ ଧୀରେନ୍ଦ୍ର ଙ୍କ ଝିଅ ଲଭଲି ମଧ୍ୟରେ ପ୍ରେମ ସଂ-ପର୍କ ଗଢି ଉଠି ଆସିଥିଲା। ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ। କିନ୍ତୁ ଲଭଲି ଓରଫ ବର୍ଷା ତାଙ୍କୁ ଲୁ-ଟିବାରେ ଲାଗିଥିଲେ। ଲଭଲି ତାଙ୍କ ମାଆ ଓ ଦୁଇ ଜଣ ସହଯୋଗୀଙ୍କ ସାହାଯ୍ୟରେ ପ୍ରେମର ନାଟକ କରି ଲକ୍ଷାଧିକ ଟଙ୍କା ଫୋନ ପେ ସାହାଯ୍ୟରେ ଲୁ-ଟି ନେଇଥିଲେ। ପରବର୍ତ୍ତୀ ସମୟରେ ସେସଦେଵଙ୍କୁ ଖୋଳ କରିବା ପରେ ସଂ-ପର୍କ ଛିନ୍ନ କରିଥିଲେ।

ପ୍ରେମିକାର ବି-ଚ୍ଛେଦ ଓ ସେ ପ୍ରେମରେ ପଡି କରିଥିବା ଭୁଲକୁ ସହି ନ ପାରି ଶେଷରେ ଏକ ଚରମ ନିଷ୍ପତ୍ତି ନେଇଥିଲେ। ସେ ନିଜ ବେକରେ ଦଉଡି ଦେଇ ଆ-ତ୍ମହ-ତ୍ୟା କଲେ। ତେବେ ସେସଦେଵ ଙ୍କ ମୃ-ତ୍ୟୁର ରହସ୍ୟ ତାଙ୍କ ମୋବାଇଲ ଫୋନ ଦେଖିଲା ପରେ ଜଣା ପଡ଼ିଛି। ସେ ବର୍ଷାଙ୍କୁ ତିନି ରୁ ଚାରି ଲକ୍ଷ ଟଙ୍କା ଦେବା ସହ ସୁନା ଚୁଡ଼ି ମଧ୍ୟ ଦେଇଥିବା ନେଇ ପରିବାର ଲୋକେ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *