ବର କନ୍ୟାକୁ ଚାପୁଡ଼ା ମାରିବାକୁ ବାଧ୍ୟ କରିଦେଲେ ଆଉ ତା’ପରେ କ’ଣ ହେଲା ଭିଡିଓ ଦେଖନ୍ତୁ।

ବେଳେବେଳେ ବାହାଘରର ମଜାଳିଆ ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିଥିବେ। ଏହି ଭିଡିଓଗୁଡିକ ମଧ୍ୟରୁ କେତେଗୁଡ଼ିଏ ଅତିଥିମାନଙ୍କ ଅଦ୍ଭୁତ ନାଚର ହୋଇଥିବାବେଳେ କେତେକ ଭିଡିଓ ବର ଏବଂ କନ୍ୟାର ସୁନ୍ଦର ମୁହୂର୍ତ୍ତର। କିନ୍ତୁ ଏହି ଭିଡିଓ ବର ଏବଂ କନ୍ୟା ମଧ୍ୟରେ ଏକ ଅଦ୍ଭୁତ ଲଢେଇ ଆପଣ ଦେଖି ପାରିବେ।

ଏହି ଭିଡିଓରେ ଦେଖିବାକୁ ମିଳେ ଯେ ବର ଏବଂ କନ୍ୟା ଦମ୍ପତି ମଞ୍ଚ ଉପରେ ଠିଆ ହୋଇଛନ୍ତି ଏବଂ ବର କନ୍ୟାକୁ ଗୋଟେ କଦଳୀ ଖାଇବାକୁ ଦେଉଛନ୍ତି। ଯେତେବେଳେ କନ୍ୟା କଦଳୀ ଖାଇବାକୁ ମନା କରୁଛନ୍ତି ସେତେବେଳେ ବର କନ୍ୟାକୁ ବାଧ୍ୟ କରୁଛନ୍ତି। ତା’ପରେ କ’ଣ ଘଟିଲା ଦେଖିବା ପାଇଁ ଆପଣଙ୍କୁ ପ୍ରଥମେ ଏହି ଭିଡିଓ ଦେଖିବାକୁ ପଡ଼ିବ।

ଯେତେବେଳେ ବର କନ୍ୟାକୁ କଦଳୀ କହିବାକୁ ବାଧ୍ୟ କରି ତାଙ୍କ ପାଟିରେ କଦଳୀ ମାଡ଼ିଦେଲି ସେତେବେଳେ କନ୍ୟା ରଗିଯାଇ ବରଙ୍କୁ ଚାପୁଡ଼ା ମାରିଲେ। ତା’ପରେ ବର ମଧ୍ୟ ରାଗିଯାଇ କନ୍ୟାଙ୍କୁ ଦି ଚାପୁଡ଼ା ମାରିଲେ। ଉଭୟ ମଞ୍ଚ ଉପରେ ଝଗଡା କଲେ। କିଛି ସେକେଣ୍ଡର ଏହି ଭିଡିଓ ଦେଖି ଲୋକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଦେଖିଛନ୍ତି। କେବଳ ଏତିକି ନୁହେଁ, ଲକ୍ଷ ଲକ୍ଷ ଲୋକ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି। ଅନେକ ଲୋକ କମେଣ୍ଟ ସେକ୍ସନରେ ଭିନ୍ନ ଭିନ୍ନ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

Leave a Reply

Your email address will not be published. Required fields are marked *