Shocking Video:- ରାସ୍ତା ମଝିରେ କାର ଓ ଟ୍ରକ ମୁଁହାମୁହିଁ, ଜୋରଦାର ଧ-କ୍କା ପରେ…..। ଏହାପରେ କଣ ଘ-ଟିଲା ଜାଣିବା ପାଇଁ ଦେଖନ୍ତୁ ଏହି ଲୋମ ଟାଙ୍କୁରା ଭିଡ଼ିଓ।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଦୃ-ଶ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ଭିଡ଼ିଓରେ କାର ସହ ଟ୍ରକର ଧ-କ୍କା ହେଉଥିବାର ଲୋମ ଟାଙ୍କୁରା ଦୃ-ଶ୍ୟ ଦେଖିବାକୁ ପାଇବେ।

ତେବେ ଅନେକ ସମୟରେ ସଡ଼-କ ଦୁର୍ଘ-ଟଣାର ଭ-ୟାନକ ଦୃ-ଶ୍ୟ ସାମ୍ନାକୁ ଆସିଥାଏ। ତେବେ ଦେଶରେ ସଡ଼କ ଦୁର୍ଘ-ଟଣାରେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଥିବାର ରି-ପୋର୍ଟ ମିଳିଛି। ବେପୁରିଆ ଭାବରେ ଗାଡି ଚଲେଇବା ଓ ଟ୍ରାଫିକ ନିୟମକୁ ଉଲ୍ଲଂ-ଘନ କରିବା ସଡ଼କ ଦୁର୍ଘ-ଟଣା ପାଇଁ ଦାୟୀ ହୋଇଥାଏ।ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ରାସ୍ତା ମଝିରେ କାର ଓ ଟ୍ରକର ଧ-କ୍କା ଏବଂ ଏହି ଧ-କ୍କାରେ ବିଶାଳ ଟ୍ରକଟି କିପରି ବ୍ରିଜ ତଳକୁ ଖସି ପଡୁଛି ତାହା ମଧ୍ୟ ଦେଖିବାକୁ ପାଇବେ।

କାର ଓ ଟ୍ରକ ଧ-କ୍କା

ଦୁର୍ଘ-ଟଣା କେତେବେଳେ ମଧ୍ୟ ଆପଣଙ୍କ ଦୁନିଆକୁ ନ-ଷ୍ଟ କରିଦେଇ ପାରେ। ସେଥିପାଇଁ ସଡକରେ ଯିବା ସମୟରେ ସର୍ବଦା ସତ-ର୍କ ହୋଇଯିବା ଉଚିତ। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ୱାନ୍ ୱେ ଓଭର ବ୍ରିଜ ଉପରେ ସମସ୍ତ ଗାଡି ଗୁଡିକ ଦ୍ରୁତ ବେଗରେ ଗତି କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ଟ୍ରକ ଓ କାର ମଧ୍ୟ ଦ୍ରୁତ ଗତିରେ ଆସୁଥିବା ଦେଖିବାକୁ ପାଇବେ।

କାର ଚଳକଟି ଟ୍ରକକୁ ଅତିକ୍ରମ କରିବାକୁ ଚାହୁଁଥିଲା କିନ୍ତୁ ହଠାତ କାର ଚାଳକ ଜଣକ କାର ଉପରୁ ନିୟନ୍ତ୍ରଣ ହରାଇ ଟ୍ରକ ସାମ୍ନାକୁ ଚାଲି ଆସିଲା। ଦ୍ରୁତ ଗତିରେ ଆସୁଥିବା ଟ୍ରକ ଟି ବ୍ରେକ ମା-ରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଟ୍ରକ ଯାଇ କାରରେ ଧ-କ୍କା ହୋଇଥିଲା ଏହାପରେ ଟ୍ରକ ଡ୍ରାଇଭରଙ୍କ ଗାଡି ଉପରେ ନିୟନ୍ତ୍ରଣ ରହିଲା ନାହିଁ। ଟ୍ରକ ସିଧାସଳଖ ଓଭର ବ୍ରିଜ ତଳକୁ ଖସି ଗଲା।

ଭାଇରାଲ ଭିଡ଼ିଓ

ତେବେ ଏହି ମର୍ମନ୍ତୁଦ ସଡକ ଦୁର୍ଘ-ଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରେ ଏହି ଭିଡ଼ିଓକୁ ଟ୍ରାଫିକ ଆ-କ୍ସିଡେ-ଣ୍ଟ ନାମକ ଏକ ପେଜ ଭିଡ଼ିଓକୁ ପ୍ରଥମେ ପୋଷ୍ଟ କରିଥିଲେ। ତେବେ ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୧୭ କୋଟିରୁ ଅଧିକା ଲୋକ ଦେଖି ସାରିଲେଣି। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ନିଜ ନିଜର ମତ ଦେବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *