ଅନ୍ତିମ ସଂ-ସ୍କା-ର ସମୟରେ ହଠାତ ମଶା-ଣିରୁ ଉଠି ଦଉଡ଼ିଲା ଶ-ବ , ଆଉ ଦେଖିବା ଲୋକେ ହେଲେ ଆଶ୍ଚର୍ଯ୍ୟ….

ଜନ୍ମ ହେଲେ ମୃ-ତ୍ୟୁ ସୁନିଶ୍ଚିତ । ଏପରି କଥାରେ ଅଛି ମର୍ତ୍ତ ମଣ୍ଡଳେ ଦେହ ବୋହି ଦେବତା ହେଲେହେଁ ମରଇ । ଅର୍ଥାତ ମର୍ତ୍ତରେ ସ୍ବୟଂ ଭଗବାନବି ମଣିଷ ରୂପରେ ଜନ୍ମ ନେଲେ ତାଙ୍କ ମୃ-ତ୍ୟୁ ମଧ୍ୟ ସୁନିଶ୍ଚିତ ହୋଇଥାଏ । କିନ୍ତୁ ଦୁନିଆରେ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ମୃ-ତ୍ୟୁ ଦ୍ୱାରରୁ ଫେରି ଆସିଛନ୍ତି । ତିନୋଟି ଘ-ଟ-ଣା ଆଜି ଆମେ ଏହି ଲେଖାରେ କହିବୁ ଯେଉଁଠି ମଶାଣିରୁ ମୃ-ତ ବ୍ୟକ୍ତି ଜୀବିତ ହୋଇ ଉଠି ପଡ଼ିଛନ୍ତି । ଆଉ ଏହି ଦୃ-ଶ୍ୟ ଦେଖି ଦେଖିବା ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

୧ . କେଲଭିନ ସେଣ୍ଟୋସ :-

ପ୍ରଥମ ଘଟଣାଟି ବ୍ରାଜିଲର ଅଟେ ଯେଉଁଠି କେଲଭିନ ସେଣ୍ଟୋସ ନାମକ ଜଣେ ୨ ବର୍ଷର ଶିଶୁ ନିଜ ପିତା ମାତାଙ୍କ ସହିତ ରହୁଥିଲେ । କେଲଭିନ ସେଣ୍ଟୋସ ପ୍ରଥମରୁ ହିଁ ନିମୋନିଆରେ ପୀ-ଡ଼ି–ତ ଥିଲେ । ଆଉ ତାଙ୍କ ଚିକିତ୍ସା ଚାଲିଥିବା ସମୟରେ ହିଁ ତାଙ୍କର ମୃ-ତ୍ୟୁ ହୋଇଗଲା । ଯେତେବେଳେ ତାଙ୍କ ପିତା ମାତା ପୁଅର ଶ-ବ ସ-ତ୍କା-ର ପାଇଁ ମଶା-ଣିକୁ ନେଇ ଶ-ବ ସ-ତ୍କା-ର କାମ ଆରମ୍ଭ କଲେ , ସେତେବେଳେ କେଲଭିନ ସେଣ୍ଟୋସ ହଠାତ ଉଠି ବସି ପଡ଼ିଲେ ।

ଏହା ଦେଖି କିଛି ସମୟ ପାଇଁ ତାଙ୍କ ବାପା ମା ଏବଂ ଅନ୍ୟ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । କେଲଭିନ ସେଣ୍ଟୋସ ନିଜ ବାପାଙ୍କୁ ପାଣି ପିଇବାକୁ ମାଗିଲେ ଏବଂ ପାଣି ପିଇ ସାରିବା ପରେ ପୁଣିଥରେ ସେ ନିସ୍ତେଜ ହୋଇଗଲେ । ପୁଅକୁ ଜୀବିତ ହୋଇଯିବା ଦେଖି ବାପା ମା ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଗଲେ । ମାତ୍ର ସେଠାକାର ଡାକ୍ତର ଘ-ଟ-ଣା ଶୁଣିବା ପରେ ମାନିବାକୁ ରାଜି ହେଲେ ନାହିଁ । ତେବେ ପରବର୍ତ୍ତୀ ସମୟରେ କେଲଭିନ ସେଣ୍ଟୋସଙ୍କର ବାସ୍ତବରେ ହିଁ ମୃ-ତ୍ୟୁ ହୋଇଥିଲା । ଏବଂ ତାଙ୍କ ବାପା ମା ତାଙ୍କର ଶ-ବ ସ-ତ୍କା-ର କଲେ । ମାତ୍ର ତାହା ସେହି ଦିନ ଠାରୁ ଏକ ଚମ-ତ୍କାର ହୋଇ ରହିଗଲା ।

୨ . ଟିନା :-

ଆଉ ଏକ ଅ-ଦ୍ଭୁ-ତ ଘ-ଟ-ଣା ଘ-ଟିଛି ଆମେରିକାର ଟିନା ନାମକ ଝିଅ ସହିତ । ତେବେ ଟିନା ଦୀର୍ଘ ଦିନ ଧରି କ୍ୟା-ନ୍ସ-ରରେ ପୀ-ଡ଼ି-ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଶେଷ ବେଳକୁ ସବୁ ଚିକିତ୍ସା ଫେଲ ମାରିବା ପରେ ଡାକ୍ତର ମାନେ ତାଙ୍କୁ ମୃ-ତ ଘୋଷଣା କଲେ । ମାତ୍ର ମୃ-ତ୍ୟୁ ହେବାର ଏକ କିମ୍ବା ଦୁଇ ନୁହେଁ ବରଂ ଦୀର୍ଘ ୨୭ ମିନିଟ ପରେ ଟିନା ପୁଣିଥରେ ଜୀବିତ ହୋଇଗଲେ ଏବଂ ନର୍ସଙ୍କ ଠାରୁ କାଗଜ ପେନ ନେଇ କିଛି ଲେଖିବାକୁ ଲାଗିଲେ ।

କାଗଜରେ ଟିନା ଯାହା ଲେଖିଲେ ତାହାକୁ କେହିବି ସହଜରେ ଗ୍ରହଣ କରି ପାରି ନଥିଲେ । ଟିନା କହିଛନ୍ତି ଯେ ସେ ମୃ-ତ୍ୟୁ ପରେ ଆକାଶରେ ଅଦ୍ଭୁତ ଗତିବିଧି ଦେଖିବାକୁ ପାଇଥିଲେ ଏବଂ ସେ ଜୀବିତ ହେବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଈଶ୍ୱର ଶକ୍ତି ବିଷୟରେ ଅବଗତ କରାଇବା । ତେଣୁ ଏହାକୁ ହିଁ ନିଜ ଜୀବନର ଉଦ୍ଦେଶ୍ୟ ମାନି ଆଜି ପର୍ଯ୍ୟନ୍ତ ଟିନା ଭଗବାନଙ୍କ ଶକ୍ତି ବିଷୟରେ ଲୋକଙ୍କୁ ବୁଝାଉଛନ୍ତି ଏବଂ ଜୀବିତ ମଧ୍ୟ ଅଛନ୍ତି । କିନ୍ତୁ ସେହି ଘଟ-ଣାକୁ କେହିବି ଆଜି ଯାଏଁ ସ୍ୱୀକାର କରିପାରି ନାହାଁନ୍ତି ।

୩ . ସିମାଞ୍ଚଳ ମଲ୍ଲିକ :-

ଏହି ଘ-ଟ-ଣା ଆମ ରାଜ୍ୟର ଗଞ୍ଜାମ ଜିଲ୍ଲାର ଅଟେ । ଯେଉଁଠି ସିମାଞ୍ଚଳ ମଲ୍ଲିକ ନାମକ ଜଣେ ବୃଦ୍ଧ ସବୁଦିନ ଭଳି ଛେଳି ଚରାଇବାକୁ ଯାଇଥିଲେ । କିନ୍ତୁ ସେ ଆଉ ଫେରି ନଥିଲେ । ଘର ଲୋକେ ବହୁତ ଖୋଜାଖୋଜି ପରେ ତାଙ୍କୁ ମୃ-ତ୍ୟୁ ଅବସ୍ଥାରେ ପାଇଲେ ।

ମୃ-ତ ସିମାଞ୍ଚଳଙ୍କ ଶ-ବ ସ-ତ୍କା-ର ସମୟରେ ଏକ ଚମ-ତ୍କାର ହୋଇଥିଲା । ସିମାଞ୍ଚଳ ଉଠି ବସି ପଡ଼ିଥିଲେ । ଏହାପରେ ତାଙ୍କୁ ତାଙ୍କ ପରିବାର ଲୋକେ ହସ୍ପିଟାଲ ନେଇଗଲେ । ଆଜିବି ସିମାଞ୍ଚଳ ଜୀବିତ ଏବଂ ସୁସ୍ଥ ମଧ୍ୟ ଅଛନ୍ତି । ତେବେ ସେହି ଘଟ-ଣାକୁ ଆଜିବି କେହି ସହଜରେ ବିଶ୍ୱାସ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *