ଲ-ଜ୍ୟାର ସୀମା ପାର କଲା ଶଶୁର, ବୋହୂକୁ ଦୁ-ଷ୍କର୍ମ କଲା ଶଶୁର ଆଉ ସ୍ୱାମୀ କହିଲା ସବୁ ଆଡ଼ଜଷ୍ଟ କରିବାକୁ ହେବ….

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟା-ତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳ-ତ୍କାରର ଶି-କା-ର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌ-ତୁ-କ ନିର୍ଯ୍ୟା-ତନାକୁ ସହ୍ୟ ନ କରି ପାରି ଆ-ତ୍ମହ-ତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲ-ଜ୍ୟାଜ-ନକ ହେବାରେ ଲାଗିଛି। ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ନାରୀ ମାନଙ୍କ ପ୍ରତି ନି-ର୍ଯ୍ୟାତ-ନା ଏବଂ ଅ-ତ୍ୟାଚା-ର ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି।

ଶଶୁର ଓ ବୋହୂ ମଧ୍ୟରେ ଥିବା ସମ୍ପର୍କକୁ ବାପ ଓ ଝିଅର ସମ୍ପର୍କ ବୋଲି ବିବେଚନା କରାଯାଏ। ଯେତେବେଳେ ପର ଘରୁ ଝିଅକୁ ଶଶୁର ନିଜ ବୋହୂ କରି ଆଣେ ସେତେବେଳେ ସେ ନିଜର ଝିଅ ଭଳି ଦେଖିବା ଉଚିତ ଏବଂ ତା’ର ସମସ୍ତ ଛୋଟ ବଡ଼ ଇଚ୍ଛାକୁ କରିବା ଉଚିତ। କିନ୍ତୁ ବର୍ତ୍ତମାନର କିଛି କଳିଯୁଗ ଶଶୁରଙ୍କ ନଜର ସର୍ବଦା ବୋହୂ ଉପରେ ରହିଥାଏ। ତେବେ ଏହା ସେତେବେଳେ ସମସ୍ତ ସୀମା ପାର କରିଥାଏ ଯେତେବେଳେ ବୋହୂ ସହ ଅ-ଶ୍ଳୀ-ଳ ବ୍ୟବହାର କରିବାକୁ ଲାଗେ। ତେବେ ଏହା ସହ ଜ-ଡିତ ଏକ ଘ-ଟ-ଣା ବର୍ତ୍ତମାନ ସାମ୍ନାକୁ ଆସିଛି। ବୋହୂକୁ ଦୁ-ଷ୍କ-ର୍ମ କଲା ଶଶୁର। ସ୍ୱାମୀ ଚୁପ ରହିଲା।

ତେବେ ଏଭଳି ଲ-ଜ୍ଜାଜ-ନକ ଘ-ଟଣା ଛତିଶଗଡ଼ ବିଳାସପୁର ସିପତ ଅଞ୍ଚଳରୁ ସାମ୍ନାକୁ ଆସିଛି, ଯେଉଁଠାରେ ୨୭ ବର୍ଷୀୟ ଜଣେ ମହିଳା ନିଜ ସହ ହୋଇଥିବା ଦୁ-ଷ୍କ-ର୍ମର ଅଭି-ଯୋଗ କରିଛନ୍ତି। ତେବେ ମହିଳାଙ୍କ ଅଭି-ଯୋଗ ଅନୁଯାୟୀ ସେ ଗତ ଏକ ବର୍ଷ ହେବ ଶଶୁରଙ୍କ ନିର୍ଯ୍ୟା-ତନା ସହି ଆସୁଛନ୍ତି। ସେ ରୁମ ଭିତରେ ଏକୁଟିଆ ଥିବା ବେଳେ ଶଶୁର ଚାଲି ଆସନ୍ତି ଏବଂ ଆପ-ତ୍ତି ଜ-ନକ ସ୍ଥାନରେ ହାତ ମାରନ୍ତି। ତେବେ ଏହାକୁ ନେଇ ସେ ନିଜ ସ୍ୱାମୀକୁ ବାରମ୍ବାର ଅଭି-ଯୋଗ କରିଥିଲେ ମଧ୍ୟ ସ୍ୱାମୀ ଚୁପ ରହିଥିବା ଦର୍ଶାଇଛନ୍ତି। ଶେଷରେ କୌଣସି ବାଟ ନ ପାଇ ଥାନରେ ଅଭି-ଯୋଗ କରିଥିଲେ।

ସୂଚନା ଅନୁସାରେ, ସିପତ ଅଞ୍ଚଳରେ ରହୁଥିବା ୨୭ ବର୍ଷୀୟ ମହିଳାଙ୍କର ୬ ବର୍ଷ ପୂର୍ବେ ବିବାହ ହୋଇଥିଲା । ତାଙ୍କର ୩ ବର୍ଷର ଏକ ସନ୍ତାନ ବି ଅଛି। ମହିଳା ଙ୍କ ସ୍ୱାମୀ ଅଯୋଗ୍ୟ ଅଟନ୍ତି। ସେ କୌଣସି କାମ କରନ୍ତି ନାହିଁ ଏବଂ ସର୍ବଦା ନିଜ ବାପା ବା ମହିଳାଙ୍କ ଶଶୁର ଉପରେ ନିର୍ଭର ରୁହନ୍ତି। ତେବେ ଏହାର ଫାଇଦା ଶଶୁର ଉଠେଇବାକୁ ଚେଷ୍ଟା କରେ। ମହିଳାଙ୍କୁ ଏକୁଟିଆ ପାଇ ଶଶୁର ଭିତରେ ଥିବା ରା-କ୍ଷ-ସ ଜାଗ୍ରତ ହୋଇଥିଲା। ସେ ନିଜ ବୋହୂ ସହ ଦୁ-ଷ୍କ-ର୍ମ କରିଥିଲା। ଅସହାୟତା ସୁଯୋଗ ଉଠେଇ ଥିଲା ଶଶୁର

ତେବେ ମହିଳାଙ୍କ ସହ ହୋଇଥିବା ଅ-ତ୍ୟାଚା-ର ବିଷୟରେ ସ୍ୱାମୀଙ୍କୁ ପ୍ରଥମେ ଜଣେଇ ଥିଲେ। କିନ୍ତୁ ସ୍ୱାମୀ ତାଙ୍କୁ କହିଥିଲେ, ‘ଯାହା ଚାଲିଛି, ତାକୁ ଚାଲିବାକୁ ଦିଅ। ବି-ରୋ-ଧ କଲେ ପତ୍ନୀ ଓ ଛୁଆ ପାଇଁ ଅସୁବିଧା ହେବ।’ ଶେଷରେ ମହିଳା ଜଣକ ସିପତ ଥା-ନାରେ ଅଭି-ଯୋଗ କଲେ। ଅଭି-ଯୋଗକୁ ଗଭୀରତା ସହ ନେଇ ପୋ-ଲି-ସ ଉଭୟ ଶଶୁର ଏବଂ ସ୍ୱାମୀକୁ ଗି-ର-ଫ କରିଛି।

Leave a Reply

Your email address will not be published. Required fields are marked *