ଇଡି ଖୋଳିଲା ଅର୍ଚ୍ଚନା ନାଗ ଚେର, ଲମ୍ଭିଛି ରାଜ୍ୟ ବାହାରକୁ

ସୁନ୍ଦରୀ ବ୍ଲା-କମେ-ଲର ଅର୍ଚ୍ଚନା ନାଗ ଗୁମ୍ଫାରେ ଇଡି ଏବେ ଛାନ ଭିନ କରୁଥିବା ବେଳେ ଅନେକ କିଛି ତଥ୍ୟ ସାମ୍ନାକୁ ଆସିବା ତ କେବଳ ଚର୍ଚ୍ଚା ହେଉଥିଲା ହେଲେ ଲୋକେ କହୁଛନ୍ତି କି ଏବେ କୁଆଡେ ଅର୍ଚ୍ଚନା ନାଗର ଗୁମ-ର ଫିଟି ସାରିଲାଣି। ଅର୍ଚ୍ଚନାଙ୍କ ଟଙ୍କା କାରବାରକୁ ନେଇ ସାମ୍ନାକୁ ଆସିଛି ସାଙ୍ଘା-ତିକ ତଥ୍ୟ। ଅର୍ଚ୍ଚନାଙ୍କ କଳା ସାମାର୍ଯ୍ୟ କେବଳ ଓଡିଶା ଭିତରେ ସୀମିତ ନଥିଲା ବରଂ ଅର୍ଚ୍ଚନାଙ୍କ ରହିଥିଲା ଓଡିଶା ସହିତ ବାହାର ଲିଙ୍କି।

ଆଉ ଏହି କଥା ବର୍ତ୍ତମାନ ଲୋକେ ଆଲୋଚନା କରୁଥିବା ବେଳେ ଲୋକେ କହୁଛନ୍ତି ଅର୍ଚ୍ଚନା ସତରେ ତୁମକୁ ମାନି ବାକୁ ପଡିବ। ତୁମ ଦୀମାଗ ଆଉ ଟଙ୍କା ରୋଜଗାର କରିବାର ମାଧ୍ୟମକୁ ମଧ୍ୟ ସାଲୁଟ। ତୁମେ ସାଧାରଣ ଝିଅ ନୁହଁ ଅର୍ଚ୍ଚନା ତୁମେ ଖୁବ ଅସାଧାରଣ ଝିଅ।ତୁମ ପରିଝିଅ ଓଡିଶା ମାଟିରେ ବୋଧେ ହୁଏ ବିରଳ।

ବନ୍ଧୁଗଣ ଏବେ କୁହାଯାଉଛି କି ଓଡିଶା ସହ ବାହାର ରାଜ୍ୟର କିଛି କମ୍ପାନୀ ସହ ଟଙ୍କା କାରବାର କରୁଥିଲେ ଅର୍ଚ୍ଚନା। ଆଉ ଏବେ ଯାହାର ପ୍ରମାଣ ଇଡି ହାତରେ ଲାଗିଥିବା ଚର୍ଚ୍ଚା ଜୋର ଧରିଛି। ସେପଟେ କେବଳ ଅର୍ଚ୍ଚନା ବାହାର ରାଜ୍ୟର କମ୍ପାନୀ ସହ ଟଙ୍କା ରୋଜଗାର କରିଛନ୍ତି ସେ କଥା ନୁହେଁ ଅର୍ଚ୍ଚନା ବାହାର ରାଜ୍ୟର କମ୍ପାନୀ ସହ ମୋଟା ଅଙ୍କର ଟଙ୍କା କାରବାର କରିଛନ୍ତି।

ତେବେ ଏଭଳି କିଛି ବଡ଼ ତଥ୍ୟ ଇଡି ହାତରେ ଲାଗିଥିବା ବେଳେ ଏହାକୁ ନେଇ ଅଧିକ ଖୋଳ ତାଡ଼ କରୁଛି ଇଡି। ଅର୍ଚ୍ଚନା ନାଗ ଗି-ରଫ ହେବା ପରେ ସାଧାରଣରେ ବେଶ ଚର୍ଚ୍ଚା ହେଉଥିଲା କି ଅର୍ଚ୍ଚନା ଖୁବ କମ ଦିନ ଭିତରେ ଏତେ ଟଙ୍କା କେଉଁଠୁ ଆଣିଲେ ଅର୍ଚ୍ଚନାଙ୍କ ସହ ବାହାର ରାଜ୍ୟର ଲିଙ୍କ ଅଛି କି। ଏପରି ଅନେକ ପ୍ରଶ୍ନର ଖୁଲାସା କରି ପାରେ ଇଡି।

ଯେତେବେଳେ ଇଡି ଅର୍ଚ୍ଚନା ଗୁମ୍ଫାରେ ପସିଛି ସେତେବେଳେ ତ ଇଡି ଖୋଳ ତାଡ଼ ନି-ସ୍ତିନ୍ତ କରିବ। ଆଉ ଏହି ତଥ୍ୟ ମଧ୍ୟ ସାମ୍ନାକୁ ଆଣିବ କି ଯେଉଁ ଏକା ଧିକ ଆକାଉଣ୍ଟରୁ ଅର୍ଚ୍ଚନା ପାଖକୁ ଟଙ୍କା ଆସୁଥିଲା ବା ଯେଉଁ ଏକାଧିକ ଆକାଉଣ୍ଟ ରୁ ଅର୍ଚ୍ଚନା ଆକାଉଣ୍ଟରେ ଟଙ୍କା ଡିପୋଜିଟ ହେଉଥିଲା। ସେହି ମାନେ କିଏ ଓ ଅର୍ଚ୍ଚନାଙ୍କ ସହ ସେମାନଙ୍କ ସମ୍ପ-ର୍କ କଣ। କେଉଁ ଉଦ୍ୟଶରେ ସେମାନେ ଅର୍ଚ୍ଚନାଙ୍କୁ ଟଙ୍କା ଦେଉଥିଲେ।

ଏହା ପଛରେ କଣ ରହିଥାଇ ପାରେ ପ୍ରକୃତ ଘ-ଟଣା। ତାହା ଏବେ ଇଡି ଘା-ଣ୍ଟୁଛି। ଆଉ କୁହାଯାଉଛି କି ଇଡି ଘା-ଣ୍ଟୁଛି ମାନେ ଇଡି ହାତରେ ଲାଗିଥିବା ସେତିକି ପ୍ରମାଣ ହିଁ କୁଆଡେ ଯଥେଷ୍ଟ ସବୁ କଳା କାହାଣୀକୁ ସାମ୍ନାକୁ ଆଣିବାକୁ। ତେବେ ଅର୍ଚ୍ଚନା ନାଗଙ୍କୁ ନେଇ ଅନେକ ଦିନରୁ ଯେଉଁ ଚର୍ଚ୍ଚା ଓ ଆଲୋଚନା ଚାଲିଥିଲା କି ଇଡି ହାତକୁ ଏହି କେଶ ଗଲେ ଇଡି ସବୁ ସତ ସାମ୍ନାକୁ ଆଣିବାରେ ସଫଳ ହେବ ତାହା ଏବେ ବାସ୍ତବତାର ରୁପ ନେବାକୁ ଯାଉଛି ବୋଲି ଲୋକେ କହୁଛନ୍ତି।

ତେବେ ଏହି ସୂଚନା ଆସିବା ପରେ। ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେବା ପରେ। ଇଡି ହାତରେ ପ୍ରମାଣ ଲାଗିଥିବା ଖବର ପ୍ରସାରଣ ହେବା ପରେ। ଏବେ ନେତା ମନ୍ତ୍ରୀ ମାନଙ୍କ ଛାତି ଧଡ଼ ଧଡ଼ ହେଉଛି। ଯଦି ଇଡି ଆଳୁ ଖୋଲୁ ଖୋଳୁ ମହାଦେବ ବାହାର କରିବ। ତେବେ ସେମାନେ ମଧ୍ୟ ଫ-ସି ଯାଇ ପାରନ୍ତି ବୋଲି ଲୋକେ କହୁଛନ୍ତି।

ଆଉ ଇଡି ଯେବେ ଠାରୁ ଅର୍ଚ୍ଚନା କେଶ ହାତକୁ ନେଲାଣି ସେବେ ଠାରୁ ନେତା ମନ୍ତ୍ରୀ ମାନଙ୍କୁ କୁଆଡେ ଦିନରେ ଭୋକ ହେଉନଥିବ କି ରାତିରେ ଶୋଷ ହେଉନଥିବ ବୋଲି ଲୋକେ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଇଡିର ତ-ଦନ୍ତ ପରେ କେଉଁ କେଉଁ ବ୍ୟକ୍ତିଙ୍କ ମୁଖା ଖୋଳୁଛି । ଆଉ କେଉଁ କେଉଁ ବ୍ୟକ୍ତିଙ୍କ ମୁଖା ଖୋଲୁଛି। ଏହା ଦେଖିବାକୁ କେବଳ ଲୋକେ ଚାହିଁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *