ବିଦ୍ୟାଳୟର ମଧ୍ୟାହ୍ନ ଭୋଜନକୁ ନେଇ ପା-ଟିତୁ-ଣ୍ଡ , ମହିଳା କରୁଛନ୍ତି ଗୁ-ଣ୍ଡାଗି-ରୀ , ଭ-ୟଭୀ-ତ ହୋଇ ଗଲେଣି ସ୍କୁଲ ପିଲା

ବେଳେ ବେଳେ ଏପରି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଆମ ଚାରି ପାଖରେ ଘଟିଥାଏ , ଯାହାକୁ ବିଶ୍ୱାସ କରିବା ଟିକିଏ କଷ୍ଟକର ହୋଇ ପଡ଼ିଥାଏ । ଆଜିର ଜନ ସମାଜ ଟିକିଏ ଟିକିଏ କଥାକୁ ନେଇ ପାଟି ତୁ-ଣ୍ଡ କରିବା ଆରମ୍ଭ କରି ଦେଉଛି , ଯାହା ଦ୍ଵାରା ଆମ ସମାଜ ଉପରେ ଖରାପ ପ୍ର-ଭାବ ପଡୁଛି । ଛୋଟ ଛୋଟ ପିଲା ମାନେ ମଧ୍ୟ ସେଥିରୁ ହିଁ ଅନେକ ଖରାପ କଥା ଶିଖିବାକୁ ପାଉଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଏପରି କିଛି ଘଟଣା ଭାଇରାଲ ହେବାରେ ଲାଗିଛି ।

ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଜବ-ରଦ-ସ୍ତ ପା-ଟିତୁ-ଣ୍ଡ ଆଉ ଛୋଟ ଛୋଟ ପିଲା ମାନେ ସେ ସବୁ ଦେଖି , ସେଥିରୁ ଅନୁପ୍ରାଣିତ ହେଉଛନ୍ତି । ବାସ୍ତବରେ ମଧ୍ୟାହ୍ନ ଭୋଜନକୁ କେନ୍ଦ୍ର କରି ଏପରି କିଛି ପାଟି ତୁ-ଣ୍ଡ ଦେଖିବାକୁ ମିଳିଛି । ଜଣେ ମହିଳା ଅଣ୍ଡା ଧରି ଗୁ-ଣ୍ଡାଗି-ରି କରୁଛନ୍ତି ଆଉ ତାଙ୍କୁ ଦେଖିବା ପରେ ଲାଗୁଛି , ସତେ ଯେପରି ଆଜି ସେ ସମସ୍ତଙ୍କୁ ମା-ରି ଦେବେ । ଆଉ ତାଙ୍କର ଅସଲ ରୂପ ଦେଖାଇ ଦେବେ । ତାଙ୍କୁ ଦେଖି ଛୋଟ ଛୋଟ ପିଲା ମାନେ ଅତ୍ୟନ୍ତ ଭ-ୟଭୀ-ତ ମଧ୍ୟ ହୋଇ ଯାଉଛନ୍ତି ।

ତେବେ ବାସ୍ତବରେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି , ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମୋହନା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ । ତେବେ ମଧ୍ୟାହ୍ନ ଭୋଜନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଅତ୍ୟନ୍ତ ପାଟି ତୁ-ଣ୍ଡ ଦେଖିବାକୁ ମିଳିଥିଲା । ତେବେ ମିଶନ ରାଣୀ ନାମକ ଏକ ମହିଳା ଗୋଷ୍ଠୀ ମଧ୍ୟାହ୍ନ ଭୋଜନ କଥା ବୁଝିବେ ବୋଲି ବ୍ୟାଙ୍କରେ ଟଙ୍କା ଜମା କରିଥିଲେ । ଆଉ ସବୁ ଲେଖା ପଢା କାମ ବି ହୋଇ ଯାଇଥିଲା । କିନ୍ତୁ ସେମାନଙ୍କୁ କାମ କରିବାକୁ ଦେଉ ନଥିଲେ ଜୀବନ ଡକରା ମହିଳା ଗ୍ରୁପ ।

ସେମାନେ ଜୋ-ର୍ ଜବ-ରଦସ୍ତି କରି ମଧ୍ୟାହ୍ନ ଭୋଜନ ରୋଷେଇକୁ ହଡ଼ପ କରି ବସିଥିଲେ । କିନ୍ତୁ ଏହାକୁ ପ୍ର-ତିବା-ଦ କରିଥିଲେ ମିଶନ ରାଣୀ । ସେମାନେ ଗତକାଲି ମଧ୍ୟାହ୍ନ ଭୋଜନ ଦିଆ ଯାଉଥିବା ସମୟରେ ଆସି ବିଦ୍ୟାଳୟରେ ପହଞ୍ଚି ଥିଲେ ଆଉ ଅନ୍ୟ ଗ୍ରୁପକୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ପୁରାପୁରି ବୁଝିବାକୁ ନାରାଜ ଥିଲେ ଆଉ ପା-ଟି ତୁ-ଣ୍ଡ ମଧ୍ୟ କରିଥିଲେ । ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ଗ-ଣ୍ଡଗୋ-ଳ ମଧ୍ୟ ହୋଇଥିଲା । ତେବେ ପରିଶେଷରେ ବିଇଓ ଆସି ମଧ୍ୟାହ୍ନ ଭୋଜନ ମାମ-ଲାକୁ ସମାଧାନ କରିଥିଲେ ।

Leave a Reply

Your email address will not be published. Required fields are marked *