ଥା-ନାରେ ନିଜ ପୁଅ ନାମରେ ଅଭି-ଯୋଗ ଆଣିଲେ ବୃଦ୍ଧ ବାପା ମା’ । କହିଲେ ‘ ଆମ ପୁଅକୁ ଶାସ୍ତି ଦିଅ ‘ ।

ଯେଉଁ ବାପା ମାଆ ପୁଅଟିଏ ପାଇବା ପାଇଁ ଅନେକ ଦେବାଦେବୀଙ୍କୁ ପୂଜା କରିବା ସହିତ ଅନେକ ମାନସିକ କରିଥିଲେ ସେହି ପୁଅକୁ ଆଜି ବାପା ମା ମୃ-ତ୍ୟୁ ଦ-ଣ୍ଡ ମିଳୁ ବୋଲି କହୁଛନ୍ତି । ଏମିତି କଣ ପରିସ୍ଥିତି ଉପୁଜିଲା ଯେ ବାପା ମା ନିଜ ପୁଅ ନାମରେ ସଙ୍ଗିନ ଅଭି-ଯୋଗ କଲେ ଥା-ନାରେ । ତାହା ବର୍ତ୍ତମାନ ଏକ ବିରାଟ ବିଷୟବସ୍ତୁ ହୋଇ ରହିଛି । ବାପା ମା ଆସି ଥା-ନା ନିକଟରେ ପୋଲି-ସକୁ ଅନୁରୋଧ କରି କହୁଛନ୍ତି ଯେ ତାଙ୍କ ପୁଅକୁ ଦ-ଣ୍ଡ ମିଳୁ ଏବଂ ତାକୁ ଫା-ଶୀ ଦିଆଯାଉ । ସୂଚନା ଅନୁଯାୟୀ ଏଭଳି ଏକ ଅଭି-ଯୋଗ ହୋଇଛି ନିମାପଡ଼ା ଥା-ନାରେ । ଯେଉଁ ପୁଅକୁ ଖୁବ କଷ୍ଟ କରି ନିଜେ ନଖାଇ ନିଜେ ନପିଇ ଖାଇବାକୁ ଦେଉଥିଲେ , ସେହି ପୁଅ ଆଜି ବାପା ମା’ଙ୍କୁ ଭଲରେ ରଖିବାତ ଦୂରର କଥା , ସେମାନଙ୍କୁ ଖାଇବାକୁ ନଦେଇ ମା-ଡ଼ ମଧ୍ୟ ମା-ରୁଛି ।

ଯାହାକୁ ବୃଦ୍ଧ ବାପା ମା’ ଆଉ ବା କେତେ ସହିଥାନ୍ତେ । ଏମିତି ପୁଅକୁ ଦୂରୁ ଜୁହାର । ଏମିତି ପୁଅ ଥିଲେ ସେହି ବାପା ମା’ କେବେ ଦ୍ୱିତୀୟ ଥର ପାଇଁ ପିଲା ଜନ୍ମ କରିବାକୁ ଚାହିଁବେ ନାହିଁ । ତେବେ ଘ-ଟଣା ଅନୁଯାୟୀ ବୃଦ୍ଧ ବାପା ମା’ଙ୍କୁ ପୁଅ ପି-ଟିବା ସହିତ ଘରେ ଅଭଦ୍ର ଭାଷାରେ ଗା-ଳି ଗୁ-ଲଜ କରୁଥିବା ମଧ୍ୟ ଶୁଣିବାକୁ ମିଳିଛି ।

ଖାଲି ବାପା ମା’ ନୁହଁନ୍ତି , ସ୍ତ୍ରୀ , ଭାଇ ଏବଂ ଭଉଣୀକୁ ମଧ୍ୟ ଗା-ଳି ଗୁ-ଲଜ ସହିତ ମା-ଡ଼ ମା-ରୁଛି ପୁଅ । ଯାହାପରେ କା-ନ୍ଦି କା-ନ୍ଦି ବାପା ମା’ ଥା-ନାରେ ହାଜର ହୋଇଛନ୍ତି । ଯେଉଁ ବୟସରେ ପୁଅର ରୋଜଗାରରେ ଆରାମରେ ବାକିତକ ଜୀବନ କାଟିବା କଥା , ସେହି ବୟସରେ ପୁଅର ଅ-ତ୍ୟାଚା-ରର ଶି-କାର ହୋଇ ଥା-ନାରେ ପହଞ୍ଚିଛନ୍ତି ବାପା ମା’ ।

ବେଣୁଅ ପଞ୍ଚାୟତ ବଳଭଦ୍ରପୁର ଗାଁର ବୃଦ୍ଧ ବାପା ବାଉରୀ ବନ୍ଧୁ ସିଂହ ଏବଂ ନୟନା ସିଂହ ଏମିତି କିଛି ଅଭି-ଯୋଗ ନେଇ ନିମାପଡ଼ା ଥା-ନାର ଦ୍ୱାରାସ୍ତ ହୋଇଛନ୍ତି । ତେବେ ବୃଦ୍ଧ ବାପା ମା’ଙ୍କୁ ଆଜି ରା-କ୍ଷସ ପୁଅ ଗା-ଳି ଗୁ-ଲଜ କରିବା ସହିତ ଜିନିଷପତ୍ର ଫିଙ୍ଗି ଘରୁ ବାହାର କରି ଦେଇଛନ୍ତି । ବାଉରୀ ବନ୍ଧୁଙ୍କର ଦୁଇଟି ପୁଅ । ବଡ଼ ପୁଅର ଗାଁରେ ରହି ଗା-ଳି ମା-ଡ଼ ମା-ରୁଥିବା ବେଳେ ସାନ ପୁଅ ଭୁବନେଶ୍ୱରରେ ରହିଛି । ଏପଟେ ବଡ଼ ପୁଅ ବାପା ମା’କୁ ଭଲରେ ରଖି ପାରୁନାହିଁ । ଏମିତିକି ଭଲରେ ଗଣ୍ଡେ ଖାଇବାକୁ ନଦେଇ ଭୋକ ଉପାସରେ ରଖିବା ସହିତ ଅ-ତ୍ୟାଚା-ର ମଧ୍ୟ କରୁଛି । କିନ୍ତୁ ଆଜିକାର ଘଟ-ଣା ପରେ ବୃଦ୍ଧ ବାପା ମା’ଙ୍କର ସହ୍ୟ କରିବାର ସବୁ ସୀମା ଟପି ଯାଇଛି । ଯେଉଁ କାରଣରୁ ଦୁହେଁ ଥା-ନାର ଦ୍ୱାରାସ୍ତ ହୋଇ ନିଜ ପୁଅ ନାମରେ ଗମ୍ଭୀର ଅଭି-ଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *