ସବୁବେଳେ ମ-ଦ ପିଇ ଏବଂ ଗଞ୍ଜେଇ ଟାଣି ସ୍ତ୍ରୀକୁ କରୁଛି ଧ-ର୍ଷଣ । ଆଉ ବର୍ତ୍ତମାନ ସ୍ୱାମୀ ନାମରେ ଅଭି-ଯୋଗ ଦେଲେ ସ୍ତ୍ରୀ ।

ସ୍ୱାମୀ ମ-ଦ ପିଇବା ପରେ ଏବଂ ଗଞ୍ଜେଇ ଟାଣିବା ପରେ ବାରମ୍ବାର ସ୍ତ୍ରୀ ସହିତ ଜୋର ଜବ-ରଦସ୍ତ ଶାରୀ-ରିକ ସମ୍ପ-ର୍କ ରଖୁଥିବା ଭଳି ମାମ-ଲା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଶାରୀ-ରିକ ସମ୍ପର୍କ ସ୍ୱାମୀ ସ୍ତ୍ରୀ ହେଉ କିମ୍ବା କୌଣସି ପାର୍ଟନର ହୁଅନ୍ତି ଉଭୟଙ୍କ ସହମତି ଦ୍ୱାରା ହିଁ ହୋଇଥାଏ । କିନ୍ତୁ ଏହା ଯଦି ଜୋର ଜବ-ରଦସ୍ତ ରଖାଯାଏ ତେବେ ତାହା ବଳା-ତ୍କାର କିମ୍ବା ଧର୍ଷ-ଣର ରୂପ ହୋଇଥାଏ । ଆଉ ଏଭଳି ଏକ ମମା-ଲ ବଳଙ୍ଗା ଥା-ନା ଅଧିନସ୍ଥ ଏକ ଅଞ୍ଚଳରୁ ଆସିଛି । ଯାହାକୁ ନେଇ ସ୍ତ୍ରୀ ବଳଙ୍ଗା ଥା-ନାରେ ସ୍ୱାମୀ ନାମରେ ଏକ ଅଭି-ଯୋଗ ଆଣିଛନ୍ତି ।

କହିରଖିବୁ ଯେ ସ୍ୱାମୀ ରାମଚନ୍ଦ୍ର ମଲିକ ନାମରେ ସ୍ତ୍ରୀ ଏଭଳି ଏକ ଅଭି-ଯୋଗ ଆଣିଛନ୍ତି । ତାଙ୍କ ଅଭି-ଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ସବୁବେଳେ ମ-ଦ ଗଞ୍ଜେ-ଇରେ ବୁଡ଼ି ରହୁଥିବା ସହିତ ନିଜ ସ୍ତ୍ରୀ ସହିତ ଜୋର ଜବ-ରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖୁଥିବା କହିଛନ୍ତି । ଏମିତିକି ସେହି ସମୟରେ ସମ୍ପୂର୍ଣ୍ଣ ରା-କ୍ଷସ ପାଲଟି ଯାଉଥିବା କହିଛନ୍ତି ।

ସେ କହିଛନ୍ତି ଯେ ରାମଚନ୍ଦ୍ର କେବଳ ଶାରୀ-ରିକ ସମ୍ପ-ର୍କ ରଖିବା ପାଇଁ ପାଗଳ । ଏମିତିକି ସେହି ସମୟରେ ସେ ଆଉ କାହାକୁ ନଜର ଦିଅନ୍ତି ନାହିଁ କିମ୍ବା ସେହି ସ୍ଥାନ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଯାହାକୁ ଅଙ୍ଗେ ଲିଭାଇ ଥିବା କହିଛନ୍ତି ସ୍ତ୍ରୀ ଏବଂ ଶ୍ୱଶୁର ।ଅଭି-ଯୋଗରେ ଶ୍ୱଶୁର ମଧ୍ୟ କହିଛନ୍ତି ଯେ କିଭଳି ସେ ଥିବା ଅବସ୍ଥାରେ ମଧ୍ୟ ରାମଚନ୍ଦ୍ର ମଲିକ ନିଜ ସ୍ତ୍ରୀକୁ ଶାରୀ-ରିକ ସ-ମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ଏହି ସମୟରେ ସେ ସ୍ଥାନ କାଳ ପାତ୍ର ମଧ୍ୟ ଦେଖନ୍ତି ନାହିଁ । ଏମିତିକି ଏହି କଥାରେ ବି-ରୋଧ କରିବାରୁ ଶ୍ୱଶୁରକୁ ମଧ୍ୟ ଜାବୁଡ଼ା ପକାଇଥିବା କହିଛନ୍ତି ଶ୍ୱଶୁର । ଏପଟେ ସ୍ତ୍ରୀ କହିଛନ୍ତି ଯେ ଶାରୀ-ରିକ ସ-ମ୍ପର୍କ ବାଧ୍ୟରେ ରଖିବା ସହିତ ଶାରୀ-ରିକ ସ-ମ୍ପର୍କ ସମୟରେ ସେ ସମ୍ପୂର୍ଣ୍ଣ ରା-କ୍ଷସ ଭାବରେ ଏବଂ ନୃଶଂସ ଭାବରେ ବ୍ୟବହାର କରୁଥିବା କହିଛନ୍ତି । ଯାହାକୁ ନେଇ ସ୍ତ୍ରୀ ବର୍ତ୍ତମାନ ଥା-ନାରେ ଅଭି-ଯୋଗ କରିବା ପରେ ପୋ-ଲିସ ରାମଚନ୍ଦ୍ର ମଲିକକୁ ଖୋଜୁଛି ।

Leave a Reply

Your email address will not be published. Required fields are marked *