ଧରା ପଡିବେ ଗୋଟି ଗୋଟି ନେତା , ଅର୍ଚ୍ଚନା ସହଯୋଗୀ ଖଗେଶ୍ବର ମୋବାଇଲରୁ ବାହାରିଲା ନେତାଙ୍କ ଅ-ଶ୍ଳୀଳ ଭିଡିଓ

ନେତା ମନ୍ତ୍ରୀ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ତାଙ୍କର ପାଳି ଆସିବାକୁ ଯାଉଛି । ଧ-ରା ପଡ଼ିବ ଗୋଟି ଗୋଟି କଥା । ସବୁ ସତ କଥା ବଖାଣିବ ଖଗେଶ୍ବର । ଇଡି ହାତରେ ଅର୍ଚ୍ଚନାଙ୍କ ବଡ ସହଯୋଗୀ ଖଗେଶ୍ବର ଧ-ରା ପଡିଛନ୍ତି । ରିମା-ଣ୍ଡରେ ନେଇ ଇଡି ତାଙ୍କୁ ପଚ-ରାଉ-ଚରା କରିବାରେ ଲାଗିଛି । ଧୀରେ ଧିରେ ସବୁ ସତ ପଦାରେ ପଡ଼ିଯିବ । ସେହି ବଡ ନେତା ମନ୍ତ୍ରୀଙ୍କ ଭାଗ୍ୟ ଏଥର ଖରାପ ଆସିଯିବ । ସାମ୍ନାକୁ ଆସିବ ସତୁ କଳା ସତ ।

ସେହି ନେତା ମନ୍ତ୍ରୀ , ଯେଉଁ ମାନେ ଗୋଟିଏ ରାତିର ସୁଖ ପାଇଁ ଅର୍ଚ୍ଚନାଙ୍କୁ ଦେଉଥିଲେ କୋଟି କୋଟି ଟଙ୍କା । ସେମାନଙ୍କ ମୁହଁ ସାରା ଓଡ଼ିଶା ଦେଖିବ ଆଉ ଜାଣିବ ଇଏ ସେହି ନେତା । ତେବେ ପୁରା ଓଡ଼ିଶାରେ ଚର୍ଚ୍ଚା ଲାଗିରହିଛି କି , ଇଡି ହାତରେ ବାଜିଛି ଖଗେଶ୍ବରର ଫୋନ୍ । ଯେଉଁଥିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ । ଅର୍ଚ୍ଚନା ଯେଉଁ ମାନଙ୍କୁ ନିଜ ରାତିର ସାଥି କରୁଥିଲେ , ସେମାନଙ୍କର ଗୋଟି ଗୋଟି ମୁହଁ ସାମ୍ନାକୁ ଆସିଛି । ଧ-ରା ପଡ଼ିଯିବେ ସେମାନେ ।

ଏବେ ସମସ୍ତଙ୍କ ଦେହ ଥରି ଉଠିବାକୁ ଲାଗିଲାଣି । କାହିଁକି ନା ପୋ-ଲିସ ସେମାନଙ୍କ ଉପରେ ଏଥର ଫା-ଶ ପକାଇବ । ଆଉ କେହି ମୁକୁଳି ଯାଇ ପାରିବେ ନାହିଁ । ଏଥର ଇଡି ଆଗରେ ସବୁ କଥା କହିବାକୁ ପଡିବ । ଆଉ ଜେ-ଲ ଦ-ଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ । ଆଉ ଯେତେ ବାହାନା ଦେଖାଇଲେ ବି ଚଳିବ ନାହିଁ । ଆସିଗଲା ସେହି ଖରାପ ସମୟ , ଯେଉଁ ଖରାପ ସମୟକୁ ସାରା ଓଡ଼ିଶା ବାସୀ ଆଗ୍ରହର ସହିତ ଅପେକ୍ଷା କରି ରହିଥିଲେ । ଆଉ ଜାଣିବାକୁ ଚାହୁଁଥିଲେ କେଉଁମାନେ ସେହି କୁଜି ନେତା ଯେଉଁ ମାନେ ଏପରି କା-ଣ୍ଡ କରିବାକୁ ଲାଗିଥିଲେ ।

ତେବେ ବର୍ତ୍ତମାନ ଇଡିର ନଜର ସମସ୍ତଙ୍କୁ ଘାଇଲା କରି ଦେଇଛି । ଆଉ କେହି ବଞ୍ଚି ପାରିବେ ନାହିଁ । ଖଗେଶ୍ବର ଫୋନରୁ ବାହାରି ଥିବା ସେହି ନେତା ମାନଙ୍କ ଭିଡିଓ ଦେଖି ଇଡି ଘାଇଲା ହୋଇ ଯାଇଥିଲା । ଏତେ ଲମ୍ବା ଭିଡିଓ ଦେଖି ଇଡି ହଟହଟା ହୋଇ ଯାଇଥିଲା । ଆଉ ବାସ୍ ବର୍ତ୍ତମାନ ସେହି ନେତା ମାନଙ୍କୁ ଖୋଜିବାରେ ଲାଗି ପଡ଼ିଛି , ଯେଉଁ ମାନେ ଏତେ ଖରାପ କାମରେ ଜଡିତ ଥିଲେ । ଏବେ ଗୋଟି ଗୋଟି ସମସ୍ତେ ଇଡିର ଦ୍ଵାରସ୍ଥ ହେବେ ଆଉ ସତ କଥା ସାମ୍ନାକୁ ଆସିବ , ଏହାକୁ ସାରା ଓଡ଼ିଶା ବାସୀ ଅପେକ୍ଷା କରି ବସିଛନ୍ତି ।

Leave a Reply

Your email address will not be published. Required fields are marked *