ଭଗବାନ ହନୁମାନଙ୍କ ରୂପ ଧରି ଅ-ଶ୍ଳୀଳ ଗୀତରେ ନାଚିଲେ କଳାକାର , ଦେଖିଲେ ହେବେ ଲ-ଜ୍ଜିତ

ବୋଧହୁଏ କଳିଯୁଗର ଶେଷ ସମୟ ଆସି ଗଲାଣି । ନହେଲେ ଦୁନିଆର ସବୁଠାରୁ ଶ୍ରେଷ୍ଠ ଜୀବ ମଣିଷ କିପରି ଏପରି ଅବୋଧ ଭାବରେ କାମ କରି ପାରୁଛି । ବର୍ତ୍ତମାନ ସମୟରେ ଭଗବାନଙ୍କ ନାମ ନେଇ ଯେଉଁ ଭଳି ଭାବରେ କୁକ-ର୍ମ ହେଉଛି ତାହା ଦେଖିଲେ ଏପରି ପ୍ରତୀତ ହେଉଛି ଯେମିରି ଦୁନିଆରେ ଆଉ ମାନବିକତା ନାହିଁ । ନଚେତ ମଣିଷ ଭଗବାନଙ୍କୁ କିପରି ଅପ-ମାନିତ କରିଥାନ୍ତା । ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରଲ ହେଉଛି , ଯାହାକୁ ଦେଖିଲେ ଆପଣ ଲ-ଜ୍ଜିତ ହେବେ । ମଣିଷ ବର୍ତ୍ତମାନ ସମୟରେ ଏତେ ତଳକୁ ଖସି ଯାଇଛି ଯେ ଭଗବାନଙ୍କୁ ମଧ୍ୟ ଅପମା-ନିତ କରିବାକୁ ଛାଡୁନାହିଁ ।

ଭାଇରଲ ହୋଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ କିଛି ବ୍ୟକ୍ତି ହନୁମାନଙ୍କ ରୂପ ନେଇ କିଛି ମହିଳାଙ୍କ ସହିତ ଅ-ଶ୍ଳୀଳ ଭ-ଙ୍ଗୀରେ ନୃ-ତ୍ୟ କରିବାକୁ ଲାଗିଛନ୍ତି । ଯାହାକୁ ଦେଖିଲେ କେହିବି ଲ-ଜ୍ଜିତ ହେବେ । କେଉଁ ଦୃଷ୍ଟିରୁବି ସେମାନେ କଳାକାର ଭଳି ଲାଗୁ ନାହାଁନ୍ତି । ହନୁମାନଙ୍କ ବେଶ ହୋଇ ନଈ ପାଣି ଖଲ ଖଲ ଗୀତରେ ବେଶ ଅ-ଶ୍ଳୀଳ ଭାବରେ ସେମାନେ ନାଚିବାକୁ ଲାଗିଛନ୍ତି । ଯାହାକୁ ଦେଖିବା ପରେ ମନରେ ପ୍ରଶ୍ନ ଉଠୁଛି ଯେ ଏମାନଙ୍କୁ ଏପରି ନୃତ୍ୟ କରିବାକୁ ଅନୁମତି ଦେଲେ କିଏ ? ତେବେ ଯଦି ସେମାନଙ୍କୁ ଡିସ୍କ ଡାନ୍ସ କରିବାର ଏତେ ଇଚ୍ଛା ତେବେ ଅନ୍ୟ ପୋଷାକରେ ଆସି ପରିଥାନ୍ତେ । ମାତ୍ର ଏଭଳି ଭାବରେ ଭଗବାନଙ୍କୁ ଅପ-ମାନିତ କରି ପରମ୍ପରାକୁ ନ-ଷ୍ଟ କରୁଛନ୍ତି ।

ବାସ୍ତବରେ ଗାଁ ଗାଁ ରେ ହେଉଥିବା ବିଭିନ୍ନ ପୌରାଣିକ ନାଟକ ଲୋକଙ୍କୁ ବିଭିନ୍ନ ଶିକ୍ଷା ଦେଇଥାଏ । ତେବେ ଭାଇରଲ ଭିଡ଼ିଓ ଅନୁଯାୟୀ ହନୁମାନଙ୍କ ବେଶରେ ଥିବା ଜଳେ କଳାକାର ଆଧୁନିକ ଗୀତରେ ଅ-ଶ୍ଳୀଳ ନାଚ କରୁଥିବାର ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଦଳ ଦଳ ମହିଳା ଭିନ୍ନ ପୋଷାକ ପିନ୍ଧି ଅ-ଶ୍ଳୀଳ ଅଙ୍ଗ ଭଙ୍ଗୀରେ ତାଙ୍କ ଚାରିପଟେ ଡାନ୍ସ ମଧ୍ୟ କରୁଥିବା ଦେଖାଯାଇଛି । ତେବେ ଏହାକୁ ବୁଦ୍ଧିଜୀବୀ ଏବଂ ଧର୍ମ ପ୍ରେମୀ ଲୋକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କାରଣ ଏହାଦ୍ବାରା ସମାଜକୁ ଖରାପ ବାର୍ତ୍ତା ଯିବା ସହିତ , ସମାଜ ଉପରେ ଏହାର ଖରାପ ପ୍ର-ଭାବ ପଡ଼ୁଛି । ଲୋକଙ୍କୁ ଉପଯୁକ୍ତ ଶିକ୍ଷା ଦେବା ବଦଳରେ ଏହି ହନୁମାନ ରୂପ ଧାରୀ କଳାକାର ଜଣକ ଲୋକଙ୍କୁ କୁଶିକ୍ଷା ଦେଉଛି । ତେବେ କଳାକାର ମାନେ ଏତିକି ମନେ ରଖିବା ଉଚିତ ଯେ ନିଜର କିମ୍ବା ଲୋକଙ୍କ ମନୋରଞ୍ଜନ ପାଇଁ କେବେବି ଧର୍ମ କିମ୍ବା ଭଗବାନଙ୍କୁ ଅପ-ମାନିତ କରିବା ଉଚିତ ନୁହେଁ । କାରଣ ଆମ ଦେଶର ଲୋକଙ୍କ କଥା କହିବାକୁ ଗଲେ ଭଗବାନଙ୍କ ବେଶ ଧାରୀ ଲୋକଙ୍କୁ ମଧ୍ୟ ସେମାନେ ସତ ଭଗବାନ ବୋଲି ଧରି ନିଅନ୍ତି ।

Leave a Reply

Your email address will not be published. Required fields are marked *