ସବୁଦିନ ରାତିରେ ସ୍ତ୍ରୀ ଖୋଜୁଥିଲା ନୂଆ ନୂଆ ସାଥୀ।

ପ୍ରତ୍ୟକ ଦିନ ରାତିରେ କୁନିର ଦରକାର ହେଉଥିଲା ନୂଆ ନୂଆ ସାଥୀ। ପ୍ରତ୍ୟକ ଦିନ ରାତିରେ କୁନି ଖୋଜୁଥିଲା ଯିଏ କୁନିର ଦେହର ଭୋକ ମେଣ୍ଟାଇ ପାରିବ ସେମିତି ସାଥି। ଆଉ କୁନି ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକା ସାଥିରେ କୁନି ରଖୁଥିଲା ଚାରି ଜଣ ପୁରୁଷଙ୍କ ସାଥିରେ ସ-ମ୍ପର୍କ। ଆଜି ଜଣଙ୍କ ପାଖେ ତ କାଲି ଜଣଙ୍କ ପାଖେ। ଏମିତି କୁନି କରୁଥିଲା ତା ରାତିର ଖେଳ। କୁନି କରୁଥିଲା ରାତିରେ ଅନ୍ଧାର ଖେଳ।

ଯାହାର ସାକ୍ଷୀ ଥିଲା କୁନିର ବେଡ଼ ଚାରି ଚାରି ଜଣ ପୁରୁଷ ଆଉ ସେହି ନିବୁଜ ଅନ୍ଧାରୀ କଠୋରି। କୁନିର ରାତି ହେଲେ ଦେହର ଭୋକ ଏମିତି ବଢ଼ୁଥିଲା କି କୁନି ନୂଆ ନୂଆ ସାଥୀଙ୍କୁ ପାଗଳ ପରି ଖୋଜୁଥିଲା। ଆଉ କୁନି ଦେହର ଭୋକ ମେଣ୍ଟା-ଇବା ପାଇଁ ଅଟୋ ବାଲା ନୂଆ ନୂଆ ସାଥି ଏପରି ଅନେକ ଯୁବକଙ୍କୁ ନିଜ ପ୍ରେମ ଜା-ଲରେ ଫସାଉଥିଲା।ହେଲେ କିନ୍ତୁ ଏବେ ଲୋକେ ଆଲୋଚନା କରୁଛନ୍ତି କି କୁନିର ବେଡ଼ କୁଆଡେ ଏବେ ପଡି ଯାଇଛି ଫାଙ୍କା।

ଅଟୋ ଡ୍ରାଇଭର ପକାଉଥିଲା ହେବି ଗିଅର। କେବଳ ଅଟୋ ଡ୍ରାଇଭର ନୁହେଁ କୁନିର ଥିଲେ ଚାରି ଚାରି ଜଣ ନୂଆ ନୂଆ ପ୍ରେମିକ। କୁନି ଯେତେବେଳେ ନୂଆ ନୂଆ ପ୍ରେମିକଙ୍କ ସହ ମିଶୁଥିଲା ସେତେବେଳେ ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରୁଥିଲା ଆଉ କୁନି ସେହି ନୂଆ ନୂଆ ପୁରୁଷଙ୍କ ସାଥିରେ ରାତି କା-ଟି ପ୍ରେମକ ମାନଙ୍କୁ ନିଜ ଦେହ ସୁଖ ଦେଉଥିବା ବେଳେ ଯୁବକ ମାନଙ୍କୁ ନିଜ ଦେହର ତାତିରେ କରୁଥିଲା ଝାଳ ନାଳ।

କୁନି ଏମିତି ଦେହ ସୁଖ ଦେଉଥିଲା ଯେ ଲୋକ ପାଗଳ ପରି ଧାଇଁ ଆସୁଥିଲେ କୁନି ପାଖକୁ। ଆଉ କୁନି ନିଜ ସ୍ୱାମୀକୁ ଭୁଆଁ ବୁଲାଇ ପ୍ରେମକ ମାନଙ୍କୁ ଖୁସି କରୁଥିଲା। କାରଣ କୁନି ଗୋଟିଏ ପାଖରେ ବେସି ଦିନ ରହି ପାରେନି। କୁନିର ରାତିରେ ନୂଆ ଯୁବକ ଦରକାର ହେଉଥିବା ବେଳେ ଦିନରେ ଆଉ ଜଣେ ଯୁବକ। ଆଉ କୁନି ନୂଆ ନୂଆ ରାତିରେ ନୂଆ ନୂଆ ସାଥି ଯୋଗାଡ଼ ମଧ୍ୟ କରି ପାରୁଥିଲେ।

ଆଜି ଆ ପାଖରେ ତ କାଲି ତା ପାଖରେ ଶୋଇ ମେଣ୍ଟା-ଉଥିଲା ଦେହ ସୁଖ। ଆଉ ଏବେ କୁନିର ବେଡ଼ ପଡିଯିବ ଫାଙ୍କା। ଆଉ ଏବେ କୁନିର ଅନ୍ଧାର କଠୋରିରୁ ରାତି ହେଲେ ଆସିବ ନାହିଁ ଶବ୍ଦ। ଆଉ ରାତି ହେଲେ ନୂଆ ନୂଆ ସାଥିକୁ ଧରି କୁନି କରିବ ନାହିଁ ରାସ-ଲୀଳା। ଏଥର କୁନି କୁଆଡେ ଏକା ଏକା ରାତି ବିତାଇବ। ଏଥର କୁନି କୁଆଡେ ଏକା ଏକା ନିବୁଜ କଠୋରିରେ ସୋଇ ସୋଇ ମୁଣ୍ଡ ତଳ ତକିଆ ଆଣି ଯୁବକ ମାନଙ୍କ କଥା ମନେ ପକାଇବ।

ଆଉ କୁନି ଚାହିଁଲେ ବି ଯୁବକ ମାନେ କୁନି ପାଖକୁ ଆସି ପାରିବେ ନାହିଁ। ଆଉ କୁନି ଯେତେ ଚାହିଁଲେ ବି ଯୁବକ ମାନେ କୁନିର ଦେହର ଭୋକ ମେ-ଣ୍ଟାଇ ପାରିବେ ନାହିଁ। ଏଥର କୁନି ଏବେ ପ୍ରେମିକ ମାନଙ୍କ ବିନା ଅନ୍ଧାର କଠୋରିରେ କା-ଟିବ ରାତି ପରେ ରାତି। ଆଉ ଝୁରି ହେବ ନିଝୁମ ବେଳର ସାଥି ମାନଙ୍କୁ। କୁନି ଏବେ ରାତି ହେଲେ ଭାବିବ କାହିଁକି କରୁଥିଲି ଏପରି ଭୁଲ। ଯେଉଁ ଭୁଲ ପାଇଁ ତାଙ୍କୁ ଏତେ କଷ୍ଟ ଭୋଗିବାକୁ ପଡୁଛି। କେତେ ଭଲ ଥିଲା ସେହି ଦିନ ଯେବେ ରାତି ହେଲେ ନୂଆ ନୂଆ ଗରାଖ କୁନି ପାଖକୁ ଧାଇଁ ଆସନ୍ତି।

ବନ୍ଧୁଗଣ ଏହି କୁନି ପାଇଁ କୁଆଡେ ଜଣେ ନବବିବହିତା ମୁଣ୍ଡରୁ ଲିଭି ଯାଇଛି ସିନ୍ଦୁର। ଏହି କୁନି ପାଇଁ କୁଆଡେ ଉଚ୍ଛନ୍ନ ହୋଇ ଯାଇଛି ଏକ ସୁନାର ସଂସାର । ଏହି କୁନି ପାଇଁ ବାପା ହରାଇଛି ତା ପୁଅକୁ। ଯାଜପୁର ଜିଲ୍ଲା ବରି ଥା-ନା ବିରୂପା ନଦୀ କୂଳରୁ ଗୋଟେ ନର କ-ଙ୍କାଳ ଉ-ଦ୍ଧାର ହେବା ଘ-ଟଣା ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା। ତେବେ ସେହି ନର କଙ୍କା-ଳର ଏବେ ପ-ର୍ଦାଫା-ର୍ସ କରିଛି ଯାଜପୁର ବରି ପୋ-ଲିସ। ସେହି ଘଟ-ଣାରେ ଏହି କୁନି ପରିଡା ମୁଖ୍ୟ ଆସାମୀ ଥିବା କୁହାଯାଉଛି।

ଆଉ ଏବେ ପୋ-ଲିସ ସେହି ରହସ୍ୟ ଉପରୁ ପରଦା ହଟାଇବା ସହିତ ଅଟୋ ଡ୍ରାଇଭର ମନୋଜ ଆଉ କୁନିଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି। ସୂଚନା ଅନୁଯାୟୀ ପର-କ୍ରିୟା ପ୍ରୀ-ତି ପାଇଁ ଘଟିଥିଲା ଏହି ଭଳି ଜ-ଘନ୍ୟ ହ-ତ୍ୟାକା-ଣ୍ଡ। ଆଉ ପର-କ୍ରିୟା ପ୍ରୀତି ପାଇଁ କୁଆଡେ କୁନି ଆଉ ତା ପ୍ରେମକ ଦୁହେଁ ମିଶି ନେଇଯାଇଥିଲେ ଯୁବକଙ୍କ ଜୀବନ। ତେବେ ଏହି ଘ-ଟଣା ସାରା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ସମସ୍ତେ କହୁଛନ୍ତି ତୁମେ ନାରୀ ନୁହେଁ ରା-କ୍ଷଶୁଣି।

Leave a Reply

Your email address will not be published. Required fields are marked *