ପୁଣ୍ୟର ତିଥିରେ ସ୍ତ୍ରୀକୁ ମାରି ସ୍ୱାମୀ କଲା ସାଙ୍ଘା-ତିକ ପା-ପ।

ସ୍ୱାମୀ କରିଛି ସାଙ୍ଘା-ତିକ ପାପ। ସ୍ତ୍ରୀର ଜୀବନ ନେଇ ସ୍ୱାମୀ କାର୍ତ୍ତିକ ପୂର୍ଣ୍ଣିମାରେ ପା-ପ କରିଛି। କାର୍ତିକ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ମଣିଷ ପୁଣ୍ୟ କରିବା ପାଇଁ କିଏ କେତେ କଣ କରୁଥିବା ବେଳେ ସ୍ୱାମୀ କିନ୍ତୁ ସ୍ତ୍ରୀର ଜୀବନ ନେଇଯାଇଛି। ସ୍ୱାମୀ,ସ୍ୱାମୀ ରୁ ସାଜିଛି ସୈତାନ। ସ୍ୱାମୀ ସ୍ତ୍ରୀକୁ କାହିଁକି କୁରାଢ଼ୀରେ ହା-ଣି ହ-ତ୍ୟା କରିଛି ତାହା ଜାଣିବା ପରେ ହୁଏତ ଆପଣଙ୍କ ମୁଣ୍ଡରେ ହାତ ଦେବେ। ହଁ ବନ୍ଧୁଗଣ ସ୍ତ୍ରୀର ସବୁଦିନ କୁ ସ୍ୱାମୀର ଗୋଟିଏ ଦିନ।

ଆଉ ସେହି ଗୋଟିଏ ଦିନ ଯେ ସ୍ତ୍ରୀ ପାଇଁ କାଳ ସାଜିବ ତାହା ସମସ୍ତଙ୍କ କଳ୍ପନା ବାହାରେ ଥିବା ବେଳେ ସ୍ତ୍ରୀ କେବେ ସ୍ୱପ୍ନରେ ବି ଭାବି ନଥିବେ କି ଏଭଳି ପବିତ୍ର ଦିନରେ ସ୍ୱାମୀ ତାଙ୍କ ପ୍ରାଣବାୟୁ ସବୁଦିନ ପାଇଁ ଉଡାଇ ଦେବେ ବୋଲି। ଘ-ଟଣା କିଛି ଏମିତି ଥିଲା,ସ୍ତ୍ରୀର ପର-କ୍ରିୟା ପ୍ରୀତି ସ୍ୱାମୀକୁ ଅତିଷ୍ଠ କରୁଥିଲା। ଏନେଇ ସ୍ୱାମୀ କୁଆଡେ ଅନେକ ଥର ସ୍ତ୍ରୀକୁ ବୁଝାଉ ଥିଲା ହେଲେ ସ୍ତ୍ରୀ କିନ୍ତୁ ବୁଝୁ ନଥିଲା।

ଆଉ ସ୍ୱାମୀ ଯେତେବେଳେ ବୁଝାଇ ବୁଝାଇ ଥକି ଗଲା ସେତେବେଳେ ସ୍ୱାମୀ,ସ୍ୱାମିରୁ ସାଜିଲା ସୈ-ତାନ। ଆଉ ସେ ଭୁଲି ଗଲେ ସେ ତାଙ୍କ ସ୍ତ୍ରୀଙ୍କର ଜୀବନ ନେଉଛନ୍ତି ବୋଲି । ଯେଉଁ ସ୍ତ୍ରୀର ହାତ ଧରି ଗୋଟେ ପବିତ୍ର ଦିନରେ ନିଜର ଜୀଵନ ସାଥି କରିଥିଲେ। ଯେଉଁ ସ୍ତ୍ରୀ ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ସେହି ସ୍ତ୍ରୀକୁ ହ-ତ୍ୟା କଲେ ତାହା ପୁଣି ଏକ ପବିତ୍ର ଦିନରେ ପୁଣ୍ୟର ତିଥିରେ। ବନ୍ଧୁଗଣ ଏଭଳି ଘଟ-ଣା ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିହଂପୁର ଅଞ୍ଚଳରୁ। ବର୍ତ୍ତମାନ ଅଭି-ଯୁକ୍ତ ସ୍ୱାମୀକୁ ପୋ-ଲିସ ଉଠାଇ ନେଇ ଅଟକ ରଖି ପଚ-ରାଉ-ଚରା କରୁଛି। ସେପଟ ଲୋକେ କହୁଛନ୍ତି କି ପାରିବାରିକ କ-ଳହ ଓ ପର-କ୍ରିୟା ପ୍ରୀତି ଯୋଗୁ ଏଭଳି ଅଭା-ବନିୟ ଘ-ଟଣା ଘ-ଟିଛି।

ସୂଚନା ଅନୁଯାୟୀ ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପର-କ୍ରିୟା ପ୍ରୀ-ତିକୁ ନେଇ ଅନେକ ସମୟରେ ମତାନ୍ତର ମନାନ୍ତର ଦେଖିବାକୁ ମିଳୁଥିଲା। ଆଉ କଳହ ଏପରି ଉଗ୍ର ରୂପ ନେଉଥିଲା ଯେ ସ୍ୱାମୀ କେବେ କେବେ ସ୍ତ୍ରୀକୁ ନେଇ କଳହ ପାଇଁ ସ୍ତ୍ରୀର ବାପାଙ୍କ ଘରେ ଛାଡ଼ି ଦେଉଥିଲେ। ହେଲେ ସବୁ ରାଗ ରୁଷା ଭୁଲି ଯାଇ କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ପୁଣି ଥରେ ସ୍ୱାମୀ ସ୍ତ୍ରୀଙ୍କୁ ଆଣିବା ପାଇଁ ଶଶୁର ଘରକୁ ଯାଇଥିଲେ ହେଲେ ସ୍ୱାମୀ ସ୍ତ୍ରୀଙ୍କ ବାପାଙ୍କ ଘରେ ପହଞ୍ଚିବା ପରେ ବାପା ଙ୍କ ଘର ଲୋକେ ଝିଅକୁ ଜ୍ବାଇଁ ସହିତ ଛାଡିବାକୁ ଚାହୁନଥିଲର। ହେଲେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ସାଥିରେ ଆଣିବାକୁ ବାଧ୍ୟ କରିଥିଲେ ଆଉ ଜୋର ଜବ-ରଦସ୍ତ ସ୍ତ୍ରୀଙ୍କୁ ସାଥିରେ ନେଇ ଚାଲି ଆସିଥିଲେ। ଆଉ ଝିଅର ବାପା ଘର ଲୋକେ ଭାବିଥିଲେ କି ଜ୍ବାଇଁ ଝିଅକୁ ଜିଦି କରି ନେଉଛନ୍ତି ମାନେ ଏଥର ଆଉ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବ ନାହିଁ।

ହେଲେ କିଏ ଜାଣିଥିଲା ସମସ୍ତଙ୍କ ଭାବନା ଶେଷରେ ଭୁଲ ବୋଲି ପ୍ରମାଣିତ ହେବ। ଆଜି ସକାଳୁ ସକାଳୁ ଝିଅ ଜ୍ବାଇଁ ଡଙ୍ଗା ଭସାଇବା ପାଇଁ ଯାଇଥିଲେ। ଆଉ ଡଙ୍ଗା ଭସାଇ ସ୍ୱାମୀ ସ୍ତ୍ରୀ ଭଗବାନଙ୍କୁ ପାର୍ଥନା କରିଥିଲେ। ହେଲେ ଏହା ପରେ ଦୁହେଁ ଘରକୁ ଫେରିଥିଲେ। କିନ୍ତୁ ହଟାତ ସ୍ୱାମୀ ସ୍ତ୍ରୀଙ୍କ ସମ୍ପ-ର୍କରେ କଣ ହେଲା କେଜାଣି ସକାଳୁ ସକାଲୁ ଦୁହେଁ ଘରକୁ ଫେରିବା ପରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗି-ଆରେ ହାଣି ହ-ତ୍ୟା କରିଥିଲେ। ତେବେ ଏନେଇ ଝିଅର ପରିବାର ଲୋକେ ଥା-ନାରେ ଅଭି-ଯୋଗ କରିଥିବା ବେଳେ ଘ-ଟଣା ସ୍ଥଳରେ ଉତେ-ଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଉ ଝିଅର ପରିବାର ଲୋକେ ଜ୍ବାଇଁଙ୍କୁ ଗି-ରଫ କରିବାକୁ ଦାବି କରିଥିଲେ। ତେବେ ଅଭି-ଯୋଗ ପାଇ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ସ୍ୱାମୀଙ୍କୁ ଅଟକ ରଖି ଅଧିକ ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *