ଯୁବତୀଙ୍କୁ ଘରେ ଏକୁଟିଆ ଦେଖି ଘରେ ପଶିଥିଲେ ଯୁବକ , ଶେଷରେ ଲୋକଙ୍କ ଠାରୁ ଖାଇଥିଲେ ଛେଚା

ଦିନକୁ ଦିନ ଦୁନିଆରେ ଦୁ-ଷ୍କର୍ମ ଭଳି ନିନ୍ଦ-ନୀୟ କାର୍ଯ୍ୟ ବଢ଼ି ଚାଲିଛି । କିଛି ଘ-ଟଣା ଲୋକଙ୍କ ଭ-ୟ ମଧ୍ୟରେ ଦବି ଯାଉଥିବା ବେଳେ ଆଉ କିଛି ଘ-ଟଣା ଲୋକ ଲୋଚନକୁ ଆସୁଛି । ପୁଣି କିଛି ଘଟ-ଣାର ସମାଧାନ ହେଉଥିବା ସହିତ ପିଡ଼ିତାଙ୍କୁ ନ୍ୟା-ୟ ମିଳୁଛି । ମାତ୍ର ଆଉ କେଉଁଠି ପ୍ରମାଣର ଅ-ଭାବ ଏବଂ ଟଙ୍କା କାରଣରୁ ବଡ଼ ବଡ଼ ଦୋ-ଷୀ ବର୍ତ୍ତି ଯାଉଛନ୍ତି । ତେବେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଆପଣ ମାନେ ଏପରି ଘ-ଟଣା ନିଶ୍ଚୟ ଶୁଣିବାକୁ ପାଉଥିବେ । ଆଜିକାର ଲେଖାରେ ଆମେ ଯେଉଁ ଘ-ଟଣା ବିଷୟରେ କହିବୁ ତାହା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ଘରେ ଏକୁଟିଆ ଥିବାର ଦେଖି ଜଣେ ଯୁବକ କିପରି ଘରକୁ ପଶିବାର ସାହସ କରିଛନ୍ତି ତାହା ଜାଣିଲେ ଆପଣ ବି କ୍ରୋ-ଧିତ ହେବେ ।

ତେବେ ଏହି ଘ-ଟଣା ବର୍ତ୍ତମାନ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଏହି ଘ-ଟଣା ମୟୁରଭଂଜ ଜିଲ୍ଲା ଶୁଳିଆପଦା ଥା-ନା ଅଞ୍ଚଳରର ଅଟେ । ଯେଉଁଠି ଜଣେ ମୁର୍ସିଦାବାଦ ଅଞ୍ଚଳର ଶ୍ରମିକ ଶୁଳିଆପଦାର ଜଣେ ଯୁବତୀଙ୍କୁ ଘରେ ଏକୁଟିଆ ଥିବା ଦେଖି ଅଧା ରାତିରେ ଘରେ ପଶି ଯାଇଥିଲେ । ମାତ୍ର ଯୁବତୀ ଜଣକ ଚି-ତ୍କାର କରିବାରୁ ଘର ଲୋକେ ଉଠି ଯାଇଥିଲେ । ଯୁବକ ଜଣକ ପାଚେରୀ ଡେଇଁ ଖସି ଯିବାକୁ ଚେଷ୍ଟା କରିଥିଲେ ଯେ ଅସଫଳ ହୋଇଥିଲା । ଏହାପରେ ସେହି ଯୁବକକୁ ଗାଁ ଲୋକେ ଗଛରେ ବାନ୍ଧି ବାଡେଇ ଥିଲେ ଏବଂ ପୋଲି-ସକୁ ଖବର ମଧ୍ୟ ଦେଇଥିଲେ ।

ପୋ-ଲିସ ଆସି ସମ୍ପୂର୍ଣ୍ଣ ଘଟ-ଣାର ତ-ଦନ୍ତ ଆରମ୍ଭ କରିଥିଲା । ତେବେ ସେହି ପଶ୍ଚିମବଙ୍ଗର ମୁର୍ସିଦାବାଦର ଅନେକ ଶ୍ରମିକ ଶୁଳିଆପଦା କଲେଜର କାମରେ ନିୟୋଜିତ ହୋଇଥିଲେ ।ମାତ୍ର ଗାଁ ଲୋକଙ୍କ କହିବା ଅନୁଯାୟୀ ସେହି ଶ୍ରମିକ ମାନେ କେବଳ ନାଁକୁ କାମ କରନ୍ତି । ସେମାନଙ୍କର ଅସଲ କାମ ହେଉଛି ଝିଅ ବୋହୂଙ୍କ ଉପରେ ନଜର ପକାଇବା । ତେବେ ଯୁବତୀ ଜଣକ ମଧ୍ୟ କହିଛନ୍ତି ଯେ ତାଙ୍କୁ ଅନେକ ଦିନ ହେବ ଅନୁସରଣ କରାଯାଉଥିଲା ଏବଂ ସେ କେଉଁଦିନ ଘରେ ଏକୁଟିଆ ରହିବେ ତାହା ଦେଖା ଯାଉଥିଲା । ଯାହା ସେ ପୋ-ଲି-ସକୁ କହିଛନ୍ତି । ମାତ୍ର ଶୁଳିଆପଦାର ଜଣେ ପୋ-ଲିସ କର୍ମଚାରୀ ଏସବୁ କଥାକୁ ଦବାଇ ଦେବାକୁ ଚେଷ୍ଟା କରିଥିବା ଅଭି-ଯୋଗ ହୋଇଛି ।

ଯୁବତୀଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ମଧ୍ୟ କହିଛନ୍ତି ଯେ ମାମ-ଲାର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ । ମାତ୍ର ଜଣେ ପୋ-ଲିସ ତାଙ୍କ ଇଚ୍ଛା ଅନୁଯାୟୀ ହିଁ ଯୁବତୀଙ୍କୁ ଅଭି-ଯୋଗରେ ଲେଖିବାକୁ କହିଥିଲେ । ଯାହାକୁ ନେଇ ଯୁବତୀ ବଡ଼ ଅଫିସରଙ୍କ ପାଖରେ ଅଭି-ଯୋଗ କରିଛନ୍ତି । ଯୁବତୀଙ୍କ ଅଭି-ଯୋଗ ଅନୁଯାୟୀ ଉକ୍ତ ପୋ-ଲିସ କର୍ମଚାରୀ ଏବଂ ଶ୍ରମିକ ବିରୋ-ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *