ପ୍ରେମିକ ସହ ସ୍ତ୍ରୀକୁ ବିଚ ରାସ୍ତାରେ ଧରିଲା ସ୍ଵାମୀ।

NH ଉପରେ ହାଇଡ୍ରାମା। ପ୍ରେମିକ ସହ ସ୍ତ୍ରୀ ଯାଉଥିଲା ଲଙ୍ଗ ଡ୍ରାଇଭରେ। ହେଲେ ଧ-ରା ପଡିଗଲା ସ୍ୱାମୀ ହାତରେ। ତା ପରେ ଯାହା ଘ-ଟିଲା ଆସନ୍ତୁ ନଜର ପକାଇବା। ସ୍ୱାମୀ ଥାଉ ଥାଉ ସ୍ତ୍ରୀ କରୁଥିଲା ଚୋ-ରା ପୀ-ରତି। ବିଚ ରାସ୍ତାରେ ପ୍ରେମିକ ସହ ବୁଲୁଥିଲା ସ୍ତ୍ରୀ। ହେଲେ କଥା ରେ ଅଛି ଆଜ୍ଞା। ସବୁଦିନ ଚୋ-ର ଘରେ ଅନ୍ଧାର ରୁହେନି ଠିକ ସେହି ଭଳି ପ୍ରେମିକ ସହ ପୁରା ପ୍ରେମ ନି-ଶାରେ ମତୁଆଲା ସାଜିଥିବା ସ୍ତ୍ରୀ ଜଣଙ୍କ ଭୁଲି ଯାଇଥିଲେ କି ସେ ଜଣେ ବିବାହିତା ଓ ତାଙ୍କର ସ୍ୱାମୀ ଅଛି ବୋଲି। ପ୍ରେମିକର ପ୍ରେମ ନି-ଶାରେ ଉବୁଟୁବୁ ହୋଇ ପ୍ରେମିକ ସାଥିରେ ଡେଟିଙ୍ଗ କରୁଥିଲେ ମହିଳା ଜଣଙ୍କ। ଏପଟେ ସ୍ୱାମୀ ଜଣଙ୍କ ସ୍ତ୍ରୀଙ୍କୁ ପୋ-ଲିସ ପରି ଲୁ-ଚି ଲୁ-ଚି ଧରୁଥିଲେ ବାସ ତା ପରେ ସବୁଦିନ ଯେପରି ଚୋ-ର ଘର ଅନ୍ଧାର ରୁହେନି ଠିକ ସେହିଭଳି ସେ ଦିନ ମଧ୍ୟ ଉଭୟଙ୍କ ପ୍ରେମ ଧ-ରା ପଡିଯାଇଥିଲା ସ୍ୱାମୀଙ୍କ ହାତରେ।

ପ୍ରେମକ ସହ ସ୍ତ୍ରୀ ଜଣଙ୍କ ପୁରା ମୁଡ଼ରେ ଥିବା ବେଳେ ସ୍ୱାମୀ ଯାଉଥିଲେ ପଛେ ପଛେ। ତା ପରେ ସ୍ବାମୀ ଜଣଙ୍କ ସ୍ତ୍ରୀଙ୍କୁ ଦେଖି ଯେତେବେଳେ ଡାକିଥିଲେ ସ୍ତ୍ରୀ ଏକ ଦମ ଭାବେ ଚମକି ପଡ଼ିଥିଲେ। ହେଲେ ପ୍ରେମକ ଜଣଙ୍କ ଗାଡି ରଖିବେ କଣ ଜୋରରେ ଚାଲିଯାଉଥିଲେ। ହେଲେ ସ୍ୱାମୀଙ୍କ କବଳରୁ ଖସି ଯିବାରେ ସେ ସମର୍ଥ ହୋଇନଥିଲେ। ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଗା-ଳି ଗୁ-ଳଜ ଆଉ ଏହି ସମୟରେ ସ୍ତ୍ରୀ ଜଣଙ୍କ ପ୍ରେମିକଙ୍କୁ ଛାଡି ଦୌଡ଼ି ଯିବାକୁ ବାହାରିଥିଲେ। ହେଲେ ସ୍ୱାମୀ କିନ୍ତୁ ଛାଡିବା ଅବସ୍ଥାରେ ନଥିଲେ ମାନେ ସ୍ୱାମୀ ସ୍ତ୍ରୀଙ୍କୁ ଘେରିଥିଲେ। ଏହା ପରେ ଜାତୀୟ ରାଜପଥ ଉପରେ ହୋଇଥିଲା ଏକ ହାଇଭୋଲଟେଜ ଡ୍ରାମା।

ବର୍ତ୍ତମାନ ସମୟରେ ପର-କ୍ରିୟା ପ୍ରୀ-ତି ବୃଦ୍ଧି ପାଉଥିବା ବେଳେ ସ୍ତ୍ରୀ ଜଣଙ୍କ ସ୍ୱାମୀଙ୍କୁ ଛାଡି ପର ପୁରୁଷର ପ୍ରେମରେ ମା-ତି ଉଠିଥିଲେ। ସ୍ୱାମୀଙ୍କ କହିବା ମୁତାବକ ସ୍ତ୍ରୀ ଜଣଙ୍କ ଅନେକ ସମୟରେ ସ୍ୱାମୀଙ୍କୁ ମି-ଛ କହି ପର ପୁରୁଷ ସାଥିରେ ପ୍ରେମ ସ-ମ୍ପର୍କ ରଖିଆସୁଥିଲେ। ଏନେଇ ସ୍ୱାମୀଙ୍କର ସ-ନ୍ଧେହ ହେବାରୁ ସେ ଦିନ ସ୍ତ୍ରୀ ଘରୁ ବାହାରି ଆସିବା ପରେ ସ୍ବାମୀ ମଧ୍ୟ ସ୍ତ୍ରୀଙ୍କ ପଛେ ପଛେ ଘରୁ ବାହାରି ଆସିଥିଲେ। ଆଉ ତା ପରେ ସ୍ବାମୀ ଫଲୋ କରିଥିଲେ ସ୍ତ୍ରୀଙ୍କୁ। ଏହା ପରେ ସ୍ବାମୀ ନିଜ ଆଖିରେ ଯାହା ଦେଖିଲେ ତାହା ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିଲେ ନାହିଁ।

ସ୍ତ୍ରୀ ନିଜ ପ୍ରେମିକର ଗାଡି ପଛ ପଟେ ବସି ବେସ ଖୁସିରେ ଲଙ୍ଗ ଡ୍ରାଇଭରେ ଯାଉଥିବା ସ୍ୱାମୀ ଅନୁମାନ କରିଥିଲେ। ଏହା ପରେ ସ୍ବାମୀ ଅନେକ ସମୟ ଧରି ତାଙ୍କ ଦୁହିଁଙ୍କ ଉପରେ ନଜର ରଖିବା ପରେ ସେ ସିଧାସଳଖ ଚାଲିଯାଇଥିଲେ ତାଙ୍କ ଗାଡି ସାମ୍ନାକୁ ଆଉ କହିଥିଲେ କି ଗାଡି ଅଟକାଇବା ପାଇଁ। ମାତ୍ର ପ୍ରେମିକ ଜଣଙ୍କ ଗାଡି ରଖିବା ବଦଳରେ ଜୋର ଗାଡି ଚଲାଇ ସ୍ୱାମୀଙ୍କ ହାତରୁ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ସ୍ୱାମୀଙ୍କ ହାତରୁ ଖସି ନପାରି ଧ-ରା ପଡିଯାଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଝ-ଗଡା ହୋଇଥିଲା। ସେପଟେ ଏହି ଘଟ-ଣାକୁ କେହି ଜଣେ ଭିଡିଓ କରୁଥିବା ବେଳେ ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି। ଆଉ ଏହି ଭିଡିଓ ଯିଏ ଦେଖୁଛନ୍ତି ସେ କହୁଛନ୍ତି ଧନ୍ୟ ତୁମେ ସ୍ତ୍ରୀ ଧନ୍ୟ କହିବ ତୁମକୁ।

Leave a Reply

Your email address will not be published. Required fields are marked *