ବି-ଷଧର ସାପକୁ ଘରେ ରଖି ପୂଜା କରୁଥିଲେ ମହିଳା,ତା’ପରେ ଯାହା ହେଲା ନା…ଦେଖିଲେ ଆପଣ ବିଶ୍ଵାସ କରି ପାରିବେନି…ଦେଖନ୍ତୁ ଭିଡ଼ିଓ

ଭାରତ ଅନ୍ଧବିଶ୍ୱାସରେ ଭରି ରହିଛି , ଏ କଥା ଆମେ ସମସ୍ତେ ଜାଣିଥିବା । ଏଭଳି ଅନେକ ସ୍ଥାନ ରହିଛି , ଯେଉଁଠାରେ ଲୋକମାନେ ଅନ୍ଧବିଶ୍ବାସରେ ବୁଡି ରହୁଛନ୍ତି । ଆଉ ଅନ୍ଧବିଶ୍ବାସରେ ବୁଡି ରହି ଏଭଳି କିଛି କାମ କରୁଛନ୍ତି , ଯାହା ସମାଜ ତଥା ନିଜର ମଧ୍ୟ କ୍ଷ-ତି ପହଞ୍ଚାଇଥାଏ । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏକ ଘ-ଟଣା , ଏହାର ଏକ ସ୍ପଷ୍ଟ ଉଦାହରଣ ।

ଭଦ୍ରକ ଜିଲ୍ଲାରୁ ଆସିଛି ଏଭଳି ଘ-ଟଣା । ମହିଳା ଜଣକ ବି-ଷଧର ସାପକୁ ଘରେ ରଖିଥିଲେ । ଆଉ ଘରେ ରଖି ସେ ତାକୁ ପୂଜା କରୁଥିଲେ । ଏପରିକି ତାକୁ କ୍ଷୀର ପିଇବାକୁ ଦେଉଥିଲେ । ମହିଳା ଜଣକ ତାକୁ ସ୍ୱୟଂ ଭଗବାନ ବୋଲି ଭାବୁଥିଲେ ଆଉ ପୁରାପୁରି ଭକ୍ତିର ସହ ପୂଜା କରୁଥିଲେ । ତେବେ ଏଭଳି ଘ-ଟଣା ବାସ୍ତବରେ ଆଶ୍ଚର୍ଯ୍ୟମୟ ଯେ , ସାପଟି ମହିଳା ଜଣଙ୍କୁ କା-ମୁଡ଼ି ନଥିଲା ।

ଅନ୍ୟପକ୍ଷରେ ଏ ବାବ-ଦରେ ଗାଁ ଲୋକମାନେ ଜାଣିବା ପରେ ଏଭଳି କାମକୁ ବି-ରୋ-ଧ କରିଥିଲେ । ଆଉ ସେମାନେ ସମ୍ପୂର୍ଣ୍ଣ ଭାବରେ ଭ-ୟଭୀ-ତ ହୋଇ ଯାଇଥିଲେ । ଆଉ ତାପରେ ସେମାନେ ସାପ ଧରାଳିକୁ ଡାକିଥିଲେ । ଏହାପରେ ସାପ ଧରାଳି ଆସି ସେହି ସ୍ଥାନରେ ପହଞ୍ଚିଥିଲେ । ଦେଖିଥିଲେ କି , ସାପଟିକୁ କ୍ଷୀର ପିଇବାକୁ ଦିଆଯାଇଛି । ତାପରେ ସାପ ଧରାଳି ଜଣକ ସାପକୁ ଧରି ଦେଇଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ , ମହିଳା ଜଣକ କାନ୍ଦି କାନ୍ଦି ସାପକୁ ନ ନେବା ପାଇଁ କହିଥିଲେ ଆଉ କହିଥିଲେ କି , ସେ ଭଗବାନ ଅଟନ୍ତି । ତାଙ୍କୁ ନିଅନ୍ତୁ ନାହିଁ , ଯେତେ ଟଙ୍କା ଆପଣଙ୍କର ଦରକାର ମୁଁ ଦେବି । ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକମାନେ ମହିଳାଙ୍କୁ ଗା-ଳି ଗୁ-ଳଜ କରିଥିଲେ ଆଉ କହିଥିଲେ କି , ଏଭଳି କାମରେ ଜୀବନ ପ୍ରତି ବି-ପଦ ଅଛି । ଆଉ ମହିଳାଙ୍କୁ ବହୁତ ବୁଝାଇବା ପରେ ସାପ ଧରାଳି ଜଣକ ସେଠାରୁ ସାପ ନେଇ ଯାଇଥିଲେ

Leave a Reply

Your email address will not be published. Required fields are marked *