ଅସ୍ତ୍ରୋପଚାର ବେଳେ ଅପରେସନ ଥିଏଟର ଭିତରେ ମହିଳା ରୋଗୀଙ୍କୁ ଅସଦାଚରଣ ।

ବନ୍ଧୁଗଣ ବର୍ତମାନ ସମୟରେ ସମ୍ନାକୁ ଆସିଛି ପୁଣି ଏକ ଲ-ଜ୍ଜାଜ-ନକ ଘ-ଟଣା । ମହିଳାଙ୍କ ପାଇଁ ଆଉ କୌଣସି ସ୍ଥାନ ସୁର-କ୍ଷିତ ନୁହେଁ ବୋଲି ଆପଣ ତାର ପ୍ରମାଣ ଏଠାରୁ ହିଁ ପାଇ ପାରିବେ । କାରଣ ଅପରେସନ ଥେଟର ଭିତରେ ହେଇଛି ମହିଳାଙ୍କୁ ଅସାଦଚରଣ । ଅପରେସନ ଘର ଭିତରେ ଅଧା ଅଚେତ ଅବସ୍ଥାରେ ଥିବା ଜଣେ ୩୯ ବର୍ଷ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ମହିଳା ଜଣକ ଅଭି-ଯୋଗ କରିଛନ୍ତି । କୋଲକାତାରେ ଥିବା ଗୋଟେ ସୁପର ସ୍ପେଶାଲଷ୍ଟ ହସ୍ପିଟାଲରେ ଜଣେ ଅଜଣା କର୍ମଚାରୀ ଏଭଳି କରିଥିବା ଅନୁମାନ କରାଯାଉଛି ।

ମହିଳା ଜଣକ ଏନେଇ ଫୁଲବାଗନ ପୋ-ଲିସ ନିକଟରେ ଅଭି-ଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ କହିବା ଅନୁସାରେ ଗାର୍ଲ ବ୍ଲାଡର ସର୍ଜରୀ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଓଟିକୁ ନିଆଯାଇ ୯ଟାରେ ନିସ୍ତେଜକ ଦିଆଯାଇଥିଲା । ପ୍ରାୟ ୧୧ ସୁଧା ଅପରେସନ ଶେଷ ହୋଇଥିଲା । ତେବେ ଅପରେସନ ପରେ ମହିଳାଙ୍କୁ କିଛି ସମୟ ପାଇଁ ଓଟିରେ ରଖାଯାଇଥିଲା ।

ତେବେ ସେ ଅଧା ଅଚେତ ଅବସ୍ଥାରେ ଥିବା ବେଳେ, କେହି ଜଣେ ତାଙ୍କ ସମ୍ବେଦନଶୀଳ ଅଙ୍ଗଗୁଡିକୁ ବାରମ୍ବାର ସ୍ପର୍ଶ କରୁଥିଲା । ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, “କେହି ଜଣେ ମୋ ଡାହାଣ ପାଖରେ ଛିଡା ହୋଇଥିଲା, ଆଉ ସେ ପ୍ରାଇ-ଭେଟ ପାର୍ଟକୁ ଜୋରରେ ସ୍ପର୍ଶ କରୁଥିଲା । ଯାହା ଅତ୍ୟନ୍ତ ଯ-ନ୍ତ୍ରଣା ଦାୟକ ଥିଲା । ଧିରେ ଧିରେ ମୁଁ ମୋ ହୋସକୁ ଫେରିବା ପରେ ସବୁକିଛି ଜାଣିବାକୁ ପାଇଲି ।

କିନ୍ତୁ ନିସ୍ତେଜକ ଯୋଗୁଁ ମୁଁ ସେ ବ୍ୟକ୍ତିକୁ ଅଟକାଇ ପାରିନଥିଲି । ଶେଷରେ ମୋ ଆଖି ଖୋଲିଲା ବେଳକୁ ମୋ ପ୍ରାଇ-ଭେଟ ପାର୍ଟରେ ଚି଼ହ୍ନ ଦେଖିବାକୁ ପାଇଲି” । ଘ-ଟଣା ବେଳେ କୌଣସି ମହିଳା କର୍ମଚାରୀ ଓଟିରେ ଉପସ୍ଥିତ ନଥିଲେ । ହେଲେ ଏ ମହିଳା ଜଣକ ଗତ କାଲି ପୋଲି-ସରେ ଲିଖିତ ଅଭି-ଯୋଗ କରିଛନ୍ତି ।

ପରେ ପୋ-ଲିସ ଅଭି-ଯୋଗକାରୀଙ୍କ ମେଡିକାଲ ଟେଷ୍ଟ ମଧ୍ୟ କରାଇଛି । ସେପଟେ ଡିସିପି କହିଛନ୍ତି ମହିଳା ଜଣକ ସାଙ୍ଘା-ତିକ ଅଭି-ଯୋଗ ଆଣିଛନ୍ତି । ଆଇପିସି ଧାରା ୩୫୪ ଅନୁଯାୟୀ ଅଜଣା ଅଭି-ଯୁକ୍ତଙ୍କ ବିରୋ-ଧରେ ମାମ-ଲା ରୁଜୁ ହୋଇଛି । ଖୁବ ଶୀଘ୍ର ଅଭି-ଯୁକ୍ତ ଧରାଯିବ ବୋଲି ପୋ-ଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *