ବିରିୟାନି ଖାଈ ଚାଲିଗଲା ଜୀବନ ।

ଆଜି କାଲି ବିରିୟାନି ସମସ୍ତଙ୍କର ପ୍ରିୟ । ବିବାହ ହେଉ କି ଜନ୍ମ ଦିନ ପାର୍ଟି ସାଙ୍ଗ ମାନେ କେବଳ ଗୋଟେ ହିଁ ଡିମାଣ୍ଡ କରନ୍ତି କି ବିରିୟାନି ପାର୍ଟି । ହେଲେ ବର୍ତ୍ତମାନ ସେହି ବିରିୟାନି ନେଇଛି ଜଣଙ୍କ ଜୀବନ ବିରିୟାନି ଖାଇବା ପରେ ଆଖି ବୁଝିଛନ୍ତି ଜଣେ ଯୁବତୀ । ବିଷାକ୍ତ ବିରିୟାନି ଖାଇ ଜଣେ ଯୁବତୀ ଅଫେରା ରାଇଯକୁ ଚାଲିଯାଇଛନ୍ତି । ସେ ମରିବାକୁ ଆଦୌ ଚାହୁନଥିଲେ । ସେ ତ ଖୁସିରେ ବିରିୟାନି ଅ-ର୍ଡର କରି ସେହି ବିରିୟାନି କୁ ଖୁସିରେ ଖୁସିରେ ଖାଇଥିଲେ ।

ଖାଇବା ସମୟରେ ଯୁବତୀ ଜଣଙ୍କ ବିରିୟାନିକୁ ଉପଭୋଗ ବି କରୁଥିଲେ । ହେଲେ କିଏ ଜାଣିଥିଲା ସେହି ବିରିୟାନି ଖାଇବା ଦ୍ୱାରା ଘଟିଯିବ ଏମିତି ଦୁର୍ଘ-ଟଣା। ଖୁସିରେ ଖୁସିରେ ଖାଇଥିବା ବିରିୟାନି ଯେ ନେଇଯିବି କାହାର ଜୀବନ। ଇଚ୍ଛା ନଥାଇବି ଛଟ ପଟ ହୋଇ ମରିବାକୁ ପଡିବ । ହେ ଭଗବାନ କାହିଁକି ଏମିତି କଲ। କାହିଁକି ମୋ ଜୀବନ ନେଇଗଲ। ମୁଁ ତ କେବଳ ବିରିୟାନି ଖାଇଥିଲି । ହେଲେ ମୁଁ ଜାଣି ନଥିଲି ସେ ବିରିୟାନି ଯେ ଏତେ ବି-ଷାକ୍ତ । ସେ ମୋ ଜୀବନ ନେଇ ଯାଇ ପାରିବ ।

ମୁଁ ଟିକେ ହେଲେ ଭାବିନଥିଲି ଖାଦ୍ୟ ଭିତରେ ଯମ ଲୁଚି ରହିଥିବ ବୋଲି । ମୁଁ ଆଦୌ ଜାଣି ନଥିଲି ଏ ଅନଲାଇନ ବିରିୟାନି ମତେ ମା-ରିଦେଵ ବୋଲି । ଆଉ ସବୁଠୁ ବଡ଼ କଥା ହେଉଛି । ମୋ ମୃ-ତ୍ୟୁ ବେଳେ ମୋ ପାଖରେ କେହି ହେଲେ ମଧ୍ୟ ନଥିଲେ । ମୋ ମୃତ୍ୟୁ ସମୟରେ ମୋର ଶ୍ୱାସ ରୁଦ୍ଧ ହୋଇ ଯାଉଥିଲା ।

ମୁଁ ଛଟ ପଟ ହେଉଥିଲି । ମନେ ମନେ ସମସ୍ତଙ୍କୁ ଖୋଜୁଥିଲି । ହେଲେ କେହି ମୋ ପାଖରେ ନଥିଲେ ମତେ ମେଡ଼ିକାଲ ନେବା ପାଇଁ। ଶେଷରେ ମୁଁ ଅନେକ ସମୟ ଯତ୍ନଣାରେ ଛଟ ପଟ ହୋଇ ଆଖି ବୁଝିଲି । ଆଉ ସେ ସମୟରେ ମୁଁ କେବଳ ଗୋଟେ କଥା ହିଁ ଭାବୁଥିଲି କି କାହିଁକି ଖାଉଥିଲି ଏ ବିରିଆନି। ଆଜି ବିରିୟାନି ପାଇଁ ହିଁ ମୋ ଜୀବନ ଚାଲିଯିବ।

ସମସ୍ତଙ୍କ ଭଳି ମୁ ମଧ୍ୟ ବିରିୟାନି ପାଇଁ ପାଗଳ ଥିଲି । ଯେତେବେଳେ ଇଛା ହୁଏ ମୁଁ ବିରିୟାନି ଖାଏ । ବିରିୟାନି ମୋର ପସନ୍ଦ ଥିଲା ହେଲେ ସେହି ବିରିୟାନି ହିଁ ମୋର ଜୀବନ ନେଇଗଲା । ଜୀବନ ଗଲା ବେଳେ ମୋ ସାଙ୍ଗ ସାଥି,ଆଉ ମୋ ପରିବାର ଲୋକଙ୍କୁ ମୋର ଦେଖିବାକୁ ବହୁତ ଇଚ୍ଛା ହେଉଥିଲା । ହେଲେ ମୁଁ କାହାକୁ ଦେଖି ପାରିଲିନି ।

ମୋ ପାଖରେ କେହି ଜଣେ ହେଲେ ସୁଦ୍ଧା ନଥିଲେ । ଅନଲାଇନ ବିରିୟାନି ମୋ ଜୀବନ ନେଇଗଲା । ସେହି ବିଷାକ୍ତ ବିରିୟାନି ଆଜି ମତେ ମରିବାକୁ ଇଚ୍ଛା ନଥିଲେ ବି ମା-ରିଦେଲା । ବନ୍ଧୁଗଣ ବିରିୟାନି ଖାଇ ଚାଲିଯାଇଛି ଯୁବତୀଙ୍କ ଜୀବନ । ସୁନ୍ଦରୀ ଯୁବତୀ ଜଣଙ୍କ ଛଟପଟ ହୋଇ ଜୀବନ ହାରିଲେ । ଅନଲାଇନ ବିରିୟାନି ହେଲା ଯୁବତୀଙ୍କ ପାଇଁ କାଳ । ସବୁବେଳେ ବିରିୟାନି ଖାଉଥିବା ଓ ବିରିୟାନି ପାଇଁ ପାଗଳ ଥିବା ଯୁବତୀଙ୍କ ଜୀବନ ନେଲା ବିରିଆନି।

ବନ୍ଧୁଗଣ ଏଭଳି ଏକ ହୃଦୟ ବିଦାରକ ଦୃ-ଶ୍ୟ ସାମ୍ନାକୁ ଆସିଛି କେରଳ ରୁ ଯୁବତୀ ଜଣଙ୍କ ଅନଲାଇନରେ ବିରିୟାନି ଅନଲାଇନରେ ମଗାଇ ଥିଲେ । ଆଉ ଅନଲାଇନ ରେ ବିରିଆନି ମଗାଇ ଖାଇବା ଯୋଗୁ ହୋଇଛି ଯୁବତୀଙ୍କ ମୃ-ତ୍ୟୁ । ସେ ଦିନ ଘ-ଟଣା ଥିଲା କିଛି ଏପରି ।

ଯୁବତୀ ଜଣଙ୍କ ସବୁଦିନ ଭଳି ସେ ଦିନ ବି ଅନଲାଇନ ରେ ବିରିୟାନି ମଗାଇ ଖାଇଥିଲେ ଆଉ ବିରିୟାନି ଖାଇବାର କିଛି ସମୟ ପରେ ଯୁବତୀ ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ ଆଉ ତା ପରେ ଯୁବତୀଙ୍କ ନିଶ୍ୱାସ ନେବାରେ ବାଧା ସୃଷ୍ଟି ହୋଇଥିଲା । ହେଲେ କିଛି ସମୟ ପରେ ଧୀରେ ଧୀରେ ଯ-ନ୍ତ୍ରଣା ବୃଦ୍ଧି ପାଇଥିଲା । ଆଉ ଯେତେବେଳେ ଯନ୍ତ୍ରଣା ବୃଦ୍ଧି ପାଇଥିଲା ସେତେବେଳକୁ ଯୁବତୀ ଜଣଙ୍କ ଏକ ଦମ ଅସୁସ୍ଥ ହୋଇ ପଡ଼ିଥିଲେ । ବାସ ତା ପରେ ଯୁବତୀ ଜଣଙ୍କ ସବୁଦିନ ପାଇଁ ଆଖି ବୁଝିଥିଲେ । ଏହି ଘ-ଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଶୋ-କର ଛାୟା ଖେଳାଇ ଦେଇଛି ।

Leave a Reply

Your email address will not be published. Required fields are marked *