ଏହି ବରଫ ଚଟାଣରେ ଲୁଚି ରହିଛି ଭୟଙ୍କର ଚିତାବାଘ, କଣ ଆପଣଙ୍କୁ ଦେଖା ଯାଉଛି?୯୯ ପ୍ରତିଶତ ଲୋକ ହୋଇଯିବେ ଫେଲ

ସୋସିଆଲ ମିଡିଆରେ ବର୍ତ୍ତମାନ Find The Object Puzzle ଅର୍ଥାତ ଗୋଟିଏ ଫଟୋରେ କୈାଣସି ଜିନିଷକୁ ଖୋଜିବାର ଗେମ ବହୁ ମାତ୍ରାରେ ଚାଲୁଛି। ଏଥିରେ ଆଖି ଏବଂ ବୁଦ୍ଧିର ବହୁ ମାତ୍ରାରେ ଝଗଡ଼ା ହୋଇ ଯାଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ବରଫ ଚଟାଣ ମଧ୍ୟରେ ତୁଷାର ଚିତାବାଘ ଖୋଜିବାର ଚ୍ୟାଲେଞ୍ଜ ଦେଉଛୁ।ଯଦି ଆପଣଙ୍କ ଠାରେ ଦମ ଅଛି ତାହେଲେ ଏହି ଫଟୋରେ ଏହି ତୁଷାର ଚିତାବାଘକୁ ଖୋଜି ଦେଖାନ୍ତୁ।

ଏହି ବରଫ ଚଟାଣରେ ଲୁଚି ରହିଛି ଚିତାବାଘ, କଣ ଆପଣଙ୍କୁ ଦେଖା ଯାଉଛି?

ଜଣାଇ ଦେଉଛୁ କି ଏହି ସୁନ୍ଦର ଫଟୋ ଫଟୋଗ୍ରାଫର ସୌରଭ ଦେଶାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ଦେଖା ଯାଉଛି କି ଗୋଟିଏ ସୁନ୍ଦର ଦୃଶ୍ୟ ଯେଉଁଥିରେ ବରଫ ଚଟାଣ ଉପରେ ବରଫ ଜମା ହୋଇଛି। କିନ୍ତୁ ଏହି ବରଫ ଏବଂ ଚଟାଣ ମଧ୍ୟରେ ଗୋଟିଏ ତୁଷାର ଚିତାବାଘ ଲୁଚି ରହିଛି। ବହୁତ ଲୋକ ଏହାକୁ ଖୋଜିବା ପାଇଁ ଚେଷ୍ଟା କରିଛନ୍ତି କିନ୍ତୁ ତାହା କାହାକୁ ଦେଖା ଯାଇନାହିଁ।

ତାହେଲେ ଚାଲନ୍ତୁ ଆପଣ ବୁଦ୍ଧିର ଘୋଡାକୁ ଦୌଡାନ୍ତୁ ଏବଂ ଜଣାନ୍ତୁ କି କଣ ଆପଣ ଏହି ତୁଷାର ଚିତାବାଘକୁ ଦେଖିଛନ୍ତି? ଆପଣଙ୍କୁ ସୂଚନା ପାଇଁ ଜଣାଇ ଦେଉଛୁ କି ତୁଷାର ଚିତାବାଘ ହିମାଳୟର ଥଣ୍ଡା ଅଞ୍ଚଳରେ ଦେଖା ଯାଇଥାନ୍ତି।ଏହା ଗୋଟିଏ ବହୁତ ଚାଲାକ ଏବଂ ଭଲ ଶିକାରୀ ମଧ୍ୟ ଅଟେ। ଚିତାବାଘର ରଙ୍ଗ ଏଠାର ଚଟାଣ ସହିତ ବହୁ ସମାନ ଅଟେ। ଏଥିପାଇଁ ଏହାକୁ ସହଜରେ ଏହି ଫଟୋରେ ଖୋଜିବା ମୁସ୍କିଲ ଅଟେ।

ଫଟୋଗ୍ରାଫର ସୌରଭ ଦେଶାଇ ଏହି ପଜଲ ଗେମ ବାଲା ଫଟୋ ବ୍ୟତୀତ ଆଉ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଏଥିରେ ଆପଣ ଆହୁରି ଭଲ ଭାବରେ ଦେଖି ପାରିବେ କି ବାସ୍ତବରେ ଗୋଟିଏ ତୁଷାର ଚିତାବାଘ ଦେଖାଯାଏ କେମିତି?

ଏହି ଫଟୋକୁ ସେୟାର କରିବା ସମୟରେ ସୌରଭ ଲେଖିଛନ୍ତି “ଏହି ତୁଷାର ଚିତାବାଘର ଫଟୋ କୋଟିକୋଟି ପର୍ଯ୍ୟନ୍ତ ପହଞ୍ଚିଛି ଏବଂ ମୋତେ ଖୁସି ଲାଗୁଛି କି ଲୋକମାନଙ୍କୁ ଏହି ଫଟୋରେ ଚିତା ବାଘକୁ ଖୋଜିବାରେ ମଜା ଆସୁଛି।

ତୁଷାର ଚିତାବାଘକୁ ପାହାଡ଼ର ବାଦଶାହ ମଧ୍ୟ କୁହାଯାଇଥାଏ।ଏହା ବିଗ କ୍ୟାଟ୍ସ ପରିବାରର ସଦସ୍ୟ ମଧ୍ୟ ହୋଇଥାଏ।ଏହା କେବଳ ହିମାଳୟର ବରଫ ପାହାଡ ଉପରେ ରହିଥାନ୍ତି।ଏହା ଚଟାଣ ଉପରେ ଆଶ୍ଚର୍ଯ୍ୟଜନକ ତରିକା ଭାବରେ ଡେଇଁ ଥାନ୍ତି। ଏହାକୁ ଲୋକମାନେ ‘ପାହାଡର ଭୂତ’ ବୋଲି ମଧ୍ୟ କହିଥାନ୍ତି।

ଏଠାରେ ଲୁଚି ରହିଛି ଚିତାବାଘ

ଯଦି ଆପଣ ଏପର୍ଯ୍ୟନ୍ତ ଚଟାଣରେ ଲୁଚିଥିବା ତୁଷାର ଚିତାବାଘକୁ ଖୋଜି ପାଉନାହାଁନ୍ତି ତାହେଲେ ଆମେ ଆପଣଙ୍କୁ ସାହାଯ୍ୟ କରି ଦେଉଛୁ।ଏହି ଚିତାବାଘ ଫଟୋର ବାମ ପଟରେ ସେଠାରେ ଲୁଚି ବସିଛି ଯେଉଁଠାରେ ବରଫ ଲାଇନ ଶେଷ ହେଉଛି। ଆଶା କରୁଛୁ କି ଆପଣଙ୍କୁ ଏହି ଗେମ ପସନ୍ଦ ଆସିଥିବ। ଚାଲନ୍ତୁ ବର୍ତ୍ତମାନ ଆପଣଙ୍କ ବନ୍ଧୁଙ୍କ ସହିତ ଏହି ଫଟୋକୁ ସେୟାର କରି ତାଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚାରନ୍ତୁ।

Leave a Reply

Your email address will not be published. Required fields are marked *