ବିମାନ ଖାଦ୍ୟରୁ ବାହାରିଲା ସାପ ମୁଣ୍ଡ

ଆପଣ ମାନେ କେବେ ଶୁଣିଛନ୍ତି କି ଖାଦ୍ୟରୁ ସାପ ମୁଣ୍ଡ ବାହାରିବା କଥା । କିନ୍ତୁ ଏପରି ଏକ ଘ-ଟଣା ତୁର୍କୀରୁ ଜର୍ମାନୀ ଯାଉଥିବା ବିମାନରେ । ତେବେ ସୂଚନା ଅନୁଯାୟୀ ଜୁଲାଇ ମାସ ୨୧ ତାରିଖରେ ସନ୍ଏକ୍ସପ୍ରେସ ବିମାନ ତୁର୍କୀର ଅଙ୍କରାରୁ ଜର୍ମାନୀ ଯାଉଥିଲା । ସେତିକି ବେଳେ ସେହି ବିମାନରେ କିଛି ଏପରି ଘ-ଟଣା ଘଟିଥିଲା ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସେହି ବିମାନରେ ଜଣେ ବିମାନ କ୍ର୍ୟୁ ସଦସ୍ୟଙ୍କ ଖାଦ୍ୟ ଥାଳିରୁ ସାପ ମୁଣ୍ଡ ବାହାରିଛି । ଯାହାକୁ ନେଇ ସେଠାରେ ଥିବା ଅନ୍ୟ ଲୋକ ଏବଂ ଯାତ୍ରୀ ମାନେ ମଧ୍ୟ ଆତ-ଙ୍କିତ ହୋଇ ପଡ଼ିଥିଲେ । ଯେଉଁ ବିମାନ କ୍ର୍ୟୁଙ୍କ ଖାଦ୍ୟରୁ ସାପ ମୁଣ୍ଡ ବାହାରିଥିଲା ସେହି ବ୍ୟକ୍ତି ଜଣକ ସ୍ୱାସ୍ଥ୍ୟ ଖରାପ ହେବା ନେଇ ଖୁବ ଭ-ୟଭୀ-ତ ହୋଇ ଯାଇଥିଲେ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ଏହି ଘ-ଟଣା ଘ-ଟିବା ପରେ ବିମାନ କର୍ତ୍ତୃପକ୍ଷଙ୍କୁ ଏହି ସମ୍ବନ୍ଧରେ ସୂଚନା ଦିଆଯାଇଥିଲା । ଯାହାର ଆଧାରରେ ତ-ଦ-ନ୍ତ ଆରମ୍ଭ ହୋଇଛି । କାରଣ ହଠାତ ଖାଦ୍ୟରେ ଏପରି କେବଳ ସାପ ମୁଣ୍ଡ ବାହାରିବା ବିଶ୍ୱାସ ଯୋଗ୍ୟ ହେଉନାହିଁ ।

ତେବେ ସେଦିନ ବିମାନ କ୍ର୍ୟୁ ଜଣକ ଯାତ୍ରା ସମୟରେ ଖାଇବାକୁ ଖାଦ୍ୟ ନେଇଥିଲେ । ସେଥିରେ ଶାଗ ଏବଂ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଥିଲା । କିନ୍ତୁ ଶାଗ ଭିତରୁ ଏପରି ସାପ ମୁଣ୍ଡ ବାହାରିଥିଲା । ତେବେ ଏପରି ଘ-ଟଣା ଘ-ଟିବା ପରେ ଏହି ଘ-ଟଣା ସତ୍ୟ ବୋଲି ପ୍ରକାଶ ପାଇବା ସହିତ ଟ୍ୱିଟରରେ ମଧ୍ୟ ଭାଇରଲ ହୋଇଛି । କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ଏହି ଘ-ଟଣା ଉପରେ କର୍ତ୍ତୃପକ୍ଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିନ୍ତୁ ଖାଦ୍ୟ ଯୋଗାଇଥିବା କମ୍ପାନୀ ଏହାକୁ ମିଛ ବୋଲି ସୂଚନା ଦେଇଛି । ।

ତାଙ୍କ କହିବା କଥା ଯେ ସବୁ ଖାଦ୍ୟ ୨୮୦ ଡିଗ୍ରୀ ତାପମାତ୍ରାରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ସାପ ମୁଣ୍ଡ ପୁରାପୁରି ତାଜା ଥିଲା ତେଣୁ ସେମାନେ ଏହାକୁ ଅସ୍ବୀ-କାର କରିବା ସହିତ ଖାଦ୍ୟ ରନ୍ଧା ହେବା ପରେ ସେଥିରେ ସାପ ମୁଣ୍ଡ ପକାଇ ଦେଇଥିଲେ କହିଛନ୍ତି । କିନ୍ତୁ କର୍ତ୍ତୃପକ୍ଷ ତରଫରୁ ଏହି ମାମ-ଲାରେ ଅଧିକ ଯା-ଞ୍ଚ ହେବା କଥା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *