ମୁହଁ ଖୋଲିଲେ ସମାଜସେବୀ ପ୍ରଭାବତୀ ପଟ୍ଟନାୟକ…ପ୍ରକୃତି ମିଶ୍ର କହୁଛି ମୁଁ ପଇସା କମାଉଛି ..ସେ ପଇସାର ରୋଗ ତା ବାପା ମା’ଙ୍କୁ ଧରିଛି

ବାବୁଶାନଙ୍କୁ ନେଇ ବର୍ତ୍ତମାନ ସମସ୍ତ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଓଡ଼ିଶାବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ସାଜିଛି। ବାପା ଓ ମାଆଙ୍କ ଭଳି ବାବୁଶାନ ମଧ୍ୟ ଜଣେ ଭଲ ଓ ସୁନାମଧନ୍ୟ କଳାକାର ହୋଇ ପାରିଥିଲେ। କିନ୍ତୁ ଜୀବନରେ ଏପରି କିଛି ମୋଡ଼ ଆସିଲା ଯାହାକି ତାଙ୍କୁ ଉପରୁ ତଳକୁ ପକେଇ ଦେଲା। ରାଜଧାନୀର ରାଜ ରାସ୍ତାରେ ଷ୍ଟାର ଦମ୍ପତିଙ୍କ ମଧ୍ୟରେ କୋ-ଳାହ-ଳ ଦେଖିବାକୁ ମିଳିଥିଲା। ଯାହାକି ଚାହୁଁ ଚାହୁଁ ନି-ଆଁ ଭଳି ଭାଇରାଲ ହୋଇଯାଇଥିଲା।

ଷ୍ଟାର ଦମ୍ପତିଙ୍କ ଏହି ଭିଡିଓଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବାବେଳେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ଧରି ପକେଇଥିଲେ। ତେବେ ବାବୁଶାନଙ୍କ ଅନୈତିକ ସଂପ-ର୍କ କୁ ନେଇ ଚର୍ଚ୍ଚା ଜୋରରେ ଧରିଛି। ସମସ୍ତେ ଗଣମାଧ୍ୟମ ସମ୍ମୁଖକୁ ଆସି ନିଜ ନିଜର ପ୍ରତି-କ୍ରିୟା ଦେବାରେ ଲାଗିଛନ୍ତି।

ବର୍ତ୍ତମାନ ସମୟରେ ସମାଜସେବୀ ପ୍ରଭାବତୀ ପଟ୍ଟନାୟକ ବାବୁଶାନ ଓ ପ୍ରକୃତିକୁ ନେଇ ନିଜର ପ୍ରତି-କ୍ରିୟା ଦେଇଛନ୍ତି। ତେବେ ସମାଜସେବୀ ମହିଳା ଜଣକ ପ୍ରକୃତି ଓ ତାଙ୍କ ପରିବାରକୁ ଘୋର ନି-ନ୍ଦା କରିଛନ୍ତି। ସେ କହିଛନ୍ତି, ପ୍ରକୃତିର ଆମ୍ବ ଭଳି ଶରୀର ବର୍ତ୍ତମାନ ଆମ୍ବୁଲ ପାଲଟି ଗଲାଣି। କାହିଁକି ନା ପ୍ରକୃତିର ଶରୀର ଥିଲେ ସିନା। ଶରୀର ନାହିଁ କହୁଛନ୍ତି ପଇସା ରୋଜଗାର କରିବୁ। ପଇସା ରୋଜଗାର କରିବା ତାଙ୍କ ଘର ଲୋକଙ୍କୁ ଘରିଛି। ସେ ପଇସା ରୋଜଗାର କରିବା ପାଇଁ ଯେଉଁ ସ୍ଥରକୁ ଚାଲି ଯାଇ ପାରିବେ।

ପ୍ରକୃତି ମାଆ କହୁଛି ସେ ସ୍ତ୍ରୀ ତା ଝିଅକୁ ମା-ରିଲା। ମୁଁ କହି ରଖୁଛି ଗୋଟେ ସ୍ତ୍ରୀ ପାଇଁ ତା’ ସ୍ବାମୀ ସବୁ କିଛି ହୋଇଥାଏ। ସେ ଯେତେବେଳେ ସଂସାରର ସ୍ୱାଦ ଚାଖିଲା ସେ ତା ସ୍ୱାମୀର ମହତ୍ତ୍ୱ ଜାଣି ପାରିଲା। ସେ ଯେତେବେଳେ ଦେଢ଼ ବର୍ଷ ହେବ ତା ସ୍ୱାମୀକୁ ଫେରେଇ ଆଣିବା ପାଇଁ ଚାହୁଁଛି କି ସେ ଝିଅ ତାକୁ ତାହା କରେଇ ଦେଉ ନାହିଁ। ସେ ଉତ୍ତକ୍ତ ହୋଇ ବାଧ୍ୟ ହେଲା ମା-ଡ଼ ମା-ରିବା ପାଇଁ। କେତେ ଆଉ ଜଣେ ସ୍ତ୍ରୀ ସହିବ ସବୁ। ସେ ଯାହା କରିଛି କିଛି ଭୁଲ କରି ନାହିଁ।

ଅନ୍ୟପଟେ ପ୍ରକୃତିର ମାଆ ଯଦୁ ବଂଶ ଅର୍ଥାତ ବାବୁଶାନ ପରିବାର ନ-ଷ୍ଟ ହେଇଯିବ ବୋଲି କହିଛି। କିନ୍ତୁ ମୁଁ କହୁଛି ଯଦି ଯଦୁ ବଂଶ ନ-ଷ୍ଟ ହେବ ତେବେ ରାମ ବଂଶ ମଧ୍ୟ ଶେଷ ହୋଇଯିବ। କାରଣ ପ୍ରକୃତିର ମଧ୍ୟ ଗୋଟେ ଭାଇ ଅଛି। ଯିଏ ଯାହା କରିବ ସେ ତାହାର କର୍ମର ଫଳ ପାଇବ। ଯଦି ପ୍ରକୃତି ଏହି ସବୁରୁ ଓହରି ଯାଆନ୍ତି। ତେବେ ବାବୁଶାନର ଘର ବସିଯିବ। କେବଳ ବାବୁଶାନ ଘର ନୁହେଁ ତାଙ୍କ ଘର ମଧ୍ୟ ବସିଯିବ।

Leave a Reply

Your email address will not be published. Required fields are marked *