ଗାଧଉଥିବା ସମୟରେ ଝିଅର ଭିଡ଼ିଓ ବନାଉଥିଲା ଯୁବକ, ଭାଇ ଜାଣିବା ପରେ କୁରାଢ଼ୀରେ ହାତ କାଟି ଦେଲା :-

କାନପୁରରେ ଜଣେ ଯୁବତୀଙ୍କର ଗାଧଉଥିବା ସମୟର ଭିଡ଼ିଓ ବନାଇବା ଜଣେ ଯୁବକକୁ ଭାରି ପଡିଛି । ଯାହାଦ୍ୱାରା ତାକୁ ନିଜର ଜୀବନ ଦେଇ ପ୍ରାୟଶ୍ଚିତ କରିବାକୁ ପଡ଼ିଛି । ଝିଅର ଭାଇ ନିଜ ସାଙ୍ଗ ମାନଙ୍କ ସହିତ ମିଶି କୁରାଢ଼ୀ କାଟି ଯୁବକଙ୍କ ହ-ତ୍ୟା କରି ଦେଇଛି ।

ଉତ୍ତରପ୍ରଦେଶର କାନପୁରରୁ ଏକ ହ-ତ୍ୟା ମାମଲା ଆସିଛି । ଯେଉଁଠି ଜଣେ ଯୁବତୀ ଗାଧଉଥିବା ସମୟରେ ଜଣେ ଯୁବକ ତାଙ୍କର ଭିଡ଼ିଓ ବନାଇ ଥିଲେ । ଯେଉଁ କାରଣରୁ ତାର ଜୀବନ ଚାଲି ଯାଇଛି । ଝିଅର ଭାଇ ନିଜ ସାଙ୍ଗ ମାନଙ୍କ ସହିତ ମିଶି କୁରାଢ଼ୀରେ ଯୁବକର ହ-ତ୍ୟା କରି ଦେଇଛି । ଏହି ମାମଲାରେ ଅରୋ-ପୀ ଜଣକ ଝିଅର ଭିଡ଼ିଓ ଭାଇରଲ କରିଦେବାର ଧମ-କ ଦେଇ ଝିଅର ଭାଇ ଠାରୁ ମ-ଦ ପାଇଁ ପଇସା ମାଗୁଥିଲା । ପୋଲିସ ହ-ତ୍ୟା ସମ୍ବନ୍ଧୀୟ ଦୁଇ ଅଭି-ଯୁକ୍ତଙ୍କୁ ଗିରଫ କରିଛି ।

କାନପୁରର ଚୌବେପୁର ଇଲାକାରେରେ ବୁଧବାର ସକାଳୁ ତରାଚନ୍ଦର ଶ-ବ ଏକ କ୍ଷେତରୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଜଣା ପଡିଥିଲା ଯେ ମୃ-ତକଙ୍କ ଘର ମହରାଜପୁର । ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଚୌବେପୁରର ହାର୍ଷିତଙ୍କ ସହିତ ଦେଖାଯାଇଥିଲା । ପୋଲିସ ଯେତେବେଳେ ହାର୍ଷିତକୁ ପଚରାଉଚୁରା କଲା ସେ ସବୁ କଥା ବଖାଣି ଥିଲା । ପୋଲିସ ହ-ତ୍ୟା ମାମଲାରେ ତାର ସାଙ୍ଗ ଶୋଭିତକୁ ମଧ୍ୟ ଗିରଫ କରିଛି ।

ହାର୍ଷିତ ପୋଲିସକୁ କହିଛି ଯେ କିଛିଦିନ ପୂର୍ବରୁ ମୋର ଜନ୍ମଦିନ ଥିଲା । ତାରାଚାନ୍ଦ ମୋ ପିଉସୀଙ୍କ ପୁଅ ଥିଲା ତେଣୁ ମୁଁ ତାକୁ ବି ଘରକୁ ଡାକିଥିଲି । ଜନ୍ମଦିନ ପରଦିନ ତାରାଚାନ୍ଦ ମୋ ଭଉଣୀ ଗାଧଉଥିବା ସମୟରେ ଏକ ଭିଡ଼ିଓ ବନାଇଥିଲା । ସେ ମୋତେ ଭିଡ଼ିଓ ଡିଲିଟ କରିବା ନାମରେ ମ-ଦ ପାଇଁ ପଇସା ମାଗିଲା । ଭଉଣୀର ଭିଡ଼ିଓ ଦେଖି ମୁଁ ରାଗିଗଲି । ପ୍ରଥମେ ୨୦୦ ଟଙ୍କା ଦେଇ ଏକ କୁରାଢ଼ୀ କିଣିଲି ଏବଂ ତାପରେ ତାକୁ ମ-ଦ ପିଆଇଲି । ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଉତ୍ସବ ଥିଲା । ତାକୁ ମନ୍ଦିର ବୁଲାଇବା ବାହାନାରେ ନେଇଗଲି ଏବଂ ନିଜ ସାଙ୍ଗ ଶୋଭିତ ସହ ମିଶି ତାକୁ କାଟି ଫିଙ୍ଗି ଦେଇଥିଲି ।

ଏହି ମାମଲାରେ କାନପୁରର ଏସପୀ ତେଜ ସ୍ୱରୂପ ସିଂହଙ୍କ କହିବା କଥା ଯେ ପୋଲିସ ହ-ତ୍ୟାରେ ସାମିଲ ଥିବା ଦୁଇ ଅଭି-ଯୁକ୍ତକୁ ଗି-ରଫ କରିଛି । ହାର୍ଷିତ ଷଡ଼ଯନ୍ତ୍ର କରି ତାର ହ-ତ୍ୟା କରିଛି । ଏବଂ ହାର୍ଷିତ ଦେଇଥିବା ବୟାନ ଅନୁଯାୟୀ ନିଜ ଭଉଣୀ ମାମଲାକୁ ନେଇ ମଧ୍ୟ ପୋଲିସ ଯାଞ୍ଚ କରୁଛି । ଯାଞ୍ଚ ପରେ ଆଗାମୀ କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *