ଅକର୍ଥନ୍ୟ ନିର୍ଯ୍ୟା-ତନା:- ଶାଶୁ ମାଡ଼ରେ ମୃ-ତ୍ୟୁବ-ରଣ କଲା ବୋହୂ, ଦେଖନ୍ତୁ କଣ କହୁଛନ୍ତି ଗାଁ ଲୋକ।

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟା-ତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳ-ତ୍କାରର ଶି-କାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌ-ତୁକ ନିର୍ଯ୍ୟା-ତନାକୁ ସହ୍ୟ ନ କରି ପାରି ଆ-ତ୍ମହ-ତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲ-ଜ୍ୟାଜ-ନକ ହେବାରେ ଲାଗିଛି। ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ନାରୀ ମାନଙ୍କ ପ୍ରତି ନିର୍ଯ୍ୟା-ତନା ଏବଂ ଅ-ତ୍ୟାଚା-ର ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି।

ଶାଶୁ ଓ ବୋହୂ ମଧ୍ୟରେ ଥିବା ସମ୍ପର୍କକୁ ମାଆ ଓ ଝିଅର ସମ୍ପ-ର୍କ ବୋଲି ବିବେଚନା କରାଯାଏ। ଯେତେବେଳେ ପର ଘରୁ ଝିଅକୁ ଶଶୁର ନିଜ ବୋହୂ କରି ଆଣେ ସେତେବେଳେ ସେ ନିଜର ଝିଅ ଭଳି ଦେଖିବା ଉଚିତ ଏବଂ ତା’ର ସମସ୍ତ ଛୋଟ ବଡ଼ ଇଚ୍ଛାକୁ କରିବା ଉଚିତ। କିନ୍ତୁ ଅନେକ ସମୟରେ ଶାଶୁ ଘର ଲୋକେ ଏତେ ମାତ୍ରା ରେ ନି-ର୍ଯ୍ୟାତ-ନା ଦେଇଥାନ୍ତି ଯେ ଯେଉଁ କାରଣରୁ ସେ ବୋହୂ ଆ-ତ୍ମହ-ତ୍ୟା କରିବା ପାଇଁ ପଛେଇ ନଥାଏ। ତେବେ ନି-ର୍ଯ୍ୟାତ-ନା ବିଭିନ୍ନ ପ୍ରକାର ହୋଇଥାଏ ଯେପରି କି ଯୌ-ତୁକ ନି-ର୍ଯ୍ୟାତ-ନା ଓ ସନ୍ତାନ ଜନ୍ମ ଦେବା ପାଇଁ ଅନେକ ସମୟରେ ବୋହୂ ଉପରେ ଚାପ ପଡିଥାଏ।

ବର୍ତ୍ତମାନ ସମୟରେ ଏକ ଅଭା-ବନୀୟ ଘ-ଟଣା ବାଲେଶ୍ୱର ଶିଳ୍ପାଞ୍ଚଳ ବ୍ଲକ ଅନ୍ତର୍ଗତ ଚଣପୁର ଗ୍ରାମରେ ଘଟିଛି। ଗତ ୧୫ ତାରିଖ ଦିନ କାଶୀ ନାଥ ବେହେରାଙ୍କ ସ୍ତ୍ରୀ ମିନାକ୍ଷୀଙ୍କୁ ଶଶୁର ଘର ଲୋକେ ପି-ଟିପି-ଟି ହ-ତ୍ୟା କରିଛନ୍ତି। ତେବେ ବୋହୂର ହ-ତ୍ୟା କରିବା ପରେ ଶଶୁର ଘର ଲୋକେ ଏହାକୁ ଆ-ତ୍ମହ-ତ୍ୟାର ରୂପ ଦେଇଛନ୍ତି। ଯାହାକୁ ନେଇ ଗାଁରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ବିକ୍ଷୋଭ ପଦର୍ଶନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ମିନାକ୍ଷୀ ଏକ ଯୌଥ ପରିବାରରେ ବିବାହ କରିଥିଲେ। ଉକ୍ତ ପରିବାରରେ ଶାଶୁ ଶଶୁର, ସ୍ୱାମୀ, ଦେଢ଼ଶୁର, ନଣନ୍ଦ ଏବଂ ଯାଆ ଥିଲେ। ତେବେ ଏତେ ଲୋକଙ୍କ ଉପସ୍ଥିତି ରେ ମଧ୍ୟ ଶାଶୁ ନିଜ ବୋହୂ କୁ ପି-ଟି ପି-ଟି ହ-ତ୍ୟା କରିଛି। ତେବେ ଏହି ସବୁ ଘ-ଟଣା ସ୍ୱାମୀ ଆଗରେ ଘ-ଟିଛି ବୋଲି ଦାବି କରାଯାଉଛି।

ଗତ ୧୫ ତାରିଖରେ ବୋହୂ କୁ ହ-ତ୍ୟା କରାଯିବା ପୂର୍ବରୁ ମିନାକ୍ଷୀ ନିଜ ବାପ ଙ୍କ ପାଖକୁ ଫୋନ କରି କହିଥିଲେ ଯେ ତାଙ୍କୁ ଯୌ-ତୁକ ନିର୍ଯ୍ୟା-ତନା ଦିଆଯାଉଛି। ତେବେ ଝିଅର ଫୋନ କରିବାର କିଛି ସମୟ ପରେ ଶଶୁର ଘରୁ ଝିଅର ବାପା ପାଖକୁ ଫୋନ ଯାଇଥିଲା ଏବଂ ସେମାନେ ଝିଅ ଆ-ତ୍ମହ-ତ୍ୟା କରିଥିବା ସମ୍ବାଦ ଶୁଣେଇ ଥିଲେ। ଖବର ଶୁଣିବା ପରେ ଝିଅର ପରିବାର ଲୋକେ ଦୁଃ-ଖରେ ଭା-ଙ୍ଗି ପଡିଲେ।

ତେବେ ମିନାକ୍ଷୀଙ୍କୁ ନ୍ୟା-ୟ ଦେବା ପାଇଁ ଆଗେଇ ଆସିଲେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ। ତେବେ ମହିଳାଙ୍କ ବିକ୍ଷୋଭ ପରେ ଶୀମାଞ୍ଚଳ ପୋ-ଲି-ସ ଆସି ଶାଶୁ, ଦେଢଶୁର ଓ ସ୍ୱାମୀକୁ ଗି-ର-ଫ କରିଛି କିନ୍ତୁ ଅନ୍ୟ ମାନେ ଫେ-ରାର ଥିବା ଜଣା ପଡ଼ିଛି। ତେବେ ମିନାକ୍ଷୀ ର ମୃ-ତ୍ୟୁକୁ ୫ ଦିନ ପୂରି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ମିଳି ନାହିଁ।

Leave a Reply

Your email address will not be published. Required fields are marked *