ଘଣ୍ଟା ଘଣ୍ଟା ଧରି ଚାଲୁଥିଲା ଅର୍ଚ୍ଚନାଙ୍କ ରେ-ଭ ପାର୍ଟି , ଉଡୁଥିଲା ବିଡ଼ା ବିଡ଼ା ଟଙ୍କା :-

ରାଜଧାନୀରେ ସେ-କ୍ସ ରାକେଟରେ ଧରା ପଡ଼ିଥିବା ଅର୍ଚ୍ଚନା ମାମଲା ବର୍ତ୍ତମାନ ସୁଦ୍ଧା ବି ଥମିବାକୁ ନାଁ ନେଉନାହିଁ । ଦିନକୁ ଦିନ ଅର୍ଚ୍ଚନାଙ୍କ କଳା କର୍ତୃତି ବିଷୟରେ ଜାଣିବାକୁ ମିଳୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଯେଉଁମାନେ ଏସବୁ ବ୍ଲାକମେଲର ଶିକାର ହୋଇଥିଲେ ସେମାନେ କୌଣସି ଅଭିଯୋଗ ଆଣି ନାହାଁନ୍ତି । କେବଳ ଅକ୍ଷୟ ପରିଜା ମାମଲା ପରେ ହିଁ ଅର୍ଚ୍ଚନା ଧରା ପଡ଼ିଥିଲେ । ତେବେ ବର୍ତ୍ତମାନ ସମୟରେ ଆଉ କିଛି କାରନାମା ତାଙ୍କର ଶୁଣିବାକୁ ମିଳିଛି ଯାହା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ ।

ଅର୍ଚ୍ଚନା କେବଳ ଯେ ବଡ଼ ବଡ଼ିଆଙ୍କ ସହ ଶାରୀରିକ ସମ୍ପର୍କ ତାହା ନୁହେଁ ବରଂ ପୁରା ଫିଲ୍ମ ଏବଂ ୱେବସିରିଜ ଭାବରେ ପାର୍ଟି ଆୟୋଜନ ମଧ୍ୟ କରୁଥିଲେ । ତେବେ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ ଅର୍ଚ୍ଚନାଙ୍କ ଘରେ ରାତି ରାତି ବଡ଼ବଡ଼ିଆ ଏବଂ ରାଜନେତାଙ୍କ ଗହଣରେ ପାର୍ଟି ଚାଲୁଥିଲା । ଯେଉଁଠି ତାଙ୍କ ମନୋରଞ୍ଜନ କରିବାକୁ ଏକାଧିକ ଯୁବତୀ ମଧ୍ୟ ଆସୁଥିଲେ । କେତେବେଳ ଯୁବତୀ ମାନେ ସେମାନଙ୍କ ମନୋରଞ୍ଜନ ପାଇଁ ମଦ ପିଆଉଥିଲେ ତ କେତେବେଳେ କୋଳରେ ବସି ପଡୁଥିଲେ ।

ଏମିତି ରାତି ରାତି ବିତି ଯାଉଥିଲା । ବିଡ଼ା ବିଡ଼ା ଟଙ୍କା ଉଡାଉ ଥିଲେ1ବଡ଼ ବଡ଼ିଆ । ଆଉ ଏହାର ବେଶ ମଜା ନେଉଥିଲେ ସେମାନେ । ଏପଟେ ଫାଇଦା ଉଠାଉ ଥିଲା ଅର୍ଚ୍ଚନା । ଅର୍ଚ୍ଚନା ଏମିତି ସବୁ ଡ୍ରଗ୍ସ ଦେଉଥିଲା ଯାହାକୁ ନେବା ପରେ ଗୋରାଖର ଯୌନ ଲାଳସା ଅଧିକ ସମୟ ପାଇଁ ରହୁଥିଲା ଏବଂ ସେ ଯାହା ଚାହୁଁଥିଲା ତାହାହିଁ ହେଉଥିଲା । ସେହିସବୁ ଝିଅ ମାନଙ୍କୁ ଟଙ୍କା ଦେଇ ରଖୁଥିଲେ ଅର୍ଚ୍ଚନା ।

ଏମିତି ମଦ ନିଶା କରାଉଥିଲେ ଯେ ଜଣେ ଝିଅ ଏକାଧିକ ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖି ପାରୁ ଥିଲେ । ତେବେ ଅର୍ଚ୍ଚନା ନିଜ ଝିଅ ମାନଙ୍କ ହେଲଥ ପ୍ରତି ମଧ୍ୟ ବେଶ ସତର୍କ ରହୁଥିଲେ । ଯେମିତିକି ସେମାନଙ୍କୁ କୌଣସି ପ୍ରକାରର ଯୌନ ରୋଗ ନହୁଏ । ତାଠାରୁ ଅଧିକ ଧ୍ୟାନ ଦେଉଥିଲେ ସେମାନଙ୍କ ସେକ୍ସୁଆଲ ହାଇଜିନ ଉପରେ । ନିୟମିତ ଭାବରେ ସେହି ଝିଅ ମାନଙ୍କର ବ୍ଲଡ଼ ଟେଷ୍ଟ କରାଯାଉଥିଲା । ତଥାପି ଯଦି କେହି ଝିଅ ଅସୁସ୍ଥ ହେଉଥିଲା ତାହାକୁ ତୁରନ୍ତ ଟଙ୍କା ଦେଇ ଠିକ କରାଉ ଥିଲେ । କାରଣ ତାଙ୍କ ପାଇଁ ଗୋଟିଏ ଝିଅ ଅସୁସ୍ଥ ହେବା ଅର୍ଥ ଲକ୍ଷ ଲକ୍ଷ ଟଙ୍କା କ୍ଷତି ।

Leave a Reply

Your email address will not be published. Required fields are marked *