ବିବାହ ସାଜିଲା କାଳ , ନେଇଗଲା ନିରୀହ ଯୁବତୀଙ୍କ ଜୀବନ , ଚିନ୍ତାରେ ପରିବାର ଲୋକ

ବିବାହ ସମାଜର ମୂଳଦୁଆ ହୋଇଥାଏ । ଯୁଗ ଯୁଗରୁ ରହି ଆସିଛି ବିବାହର ପ୍ରଥା । ନଚେତ ଏ ସମାଜ ଆଉ ଆଗକୁ ବଢ଼ିପାରିବ ନାହିଁ । ସମସ୍ତେ ବିବାହ କରିଥାନ୍ତି ଆଉ ବିବାହ କରିବା ଏକ ଚିରାଚରିତ ପ୍ରଥା । କିଏ ନିଜ ଇଚ୍ଛାରେ ବିବାହ କରିଥାଏ ତ ଆଉ କିଏ ନିଜ ପରିବାର ଇଚ୍ଛାରେ ବିବାହ କରିଥାଏ । ଆଉ ଏମାନଙ୍କ ମଧ୍ୟରୁ କାହାର ନିଜ ଇଚ୍ଛା ଅନୁଯାୟୀ ବିବାହ ହୋଇଥାଏ ତ ଆଉ କାହାର ଇଚ୍ଛା ବିରୁ-ଦ୍ଧରେ ହୋଇଥାଏ ।

ତେବେ ଏଭଳି କିଛି ଦୁର୍ଘ-ଟଣା ଘଟିଯାଇଛି , ଯାହା ଛାତି ଥରାଇ ଦେଇଛି । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି କିଛି ଘ-ଟଣା। ସୂଚନା ମୁତାବିକ , ଉତ୍ତରପ୍ରଦେଶର ବାନ୍ଦା ଅଞ୍ଚଳର ଜଣେ ୨୦ ବର୍ଷିୟ ଯୁବତୀ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରିଛନ୍ତି । କୁହାଯାଉଛି କି , ଯୁବତୀଙ୍କର ବିବାହ ନିଜର ଅନିଚ୍ଛାକ୍ରମେ ହୋଇଥିଲା । ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କଲେ । କିଛିଦିନ ପୂର୍ବରୁ ହିଁ ଯୁବତୀଙ୍କର ବିବାହ ହୋଇଥିଲା ଆଉ ବିବାହ ଠିକ୍ ହେବା ପୂର୍ବରୁ ସେ ମାନସିକ ଚାପରେ ରହୁଥିଲେ ।

ବୋଧହୁଏ ଯୁବତୀ ଜଣକ ଏହି ବିବାହରେ ରାଜି ନଥିଲେ । ସୂଚନାଯୋଗ୍ୟ ଯେ , କମାସିନ ଥା-ନା ଅନ୍ତର୍ଗତ ଖୁର୍ଦ୍ଦ ଗାଁର ରାମ ଗୋପାଳଙ୍କ ୨୦ ବର୍ଷିୟ ଝିଅଙ୍କର କିଛି ଦିନ ତଳେ ବିବାହ ହୋଇଥିଲା । ଆଉ ସେ ନିଜର ଇଚ୍ଛାର ବରପାତ୍ରକୁ ବିବାହ କରିନଥିଲେ । ତେଣୁ ମାନସିକ ଅଶାନ୍ତି ଲାଗି ରହିଥିଲା ଆଉ ତାହା ତାଙ୍କୁ ବହୁତ କଷ୍ଟ ଦେଉଥିଲା। ତେବେ ସହିବାର ସୀମା ପାର୍ ହୋଇଯିବା ପରେ ଯୁବତୀ ନେଇଥିଲେ ଏଭଳି କିଛି ପଦକ୍ଷେପ । କାଲି ତାଙ୍କ ଘରର ସମସ୍ତେ ଶୋଇଯିବା ପରେ ସେ ଘର କବାଟ ଲଗାଇ ଦେଇଥିଲେ ।

ଆଉ ନିଜେ ଫା-ଶି ହୋଇ ଯାଇଥିଲେ । ଏହାପରେ ପରିବାର ଲୋକ ଯେତେ କବାଟ ବାଡେଇଲେ ମଧ୍ୟ ଯୁବତୀ ଜଣକ କବାଟ ଖୋଲି ନଥିଲେ ଆଉ ଦେଖିଲା ବେଳକୁ ସବୁକିଛି ସରି ଯାଇଥିଲା । ଯୁବତୀ ଜଣକ ଆଉ ଏ ଦୁନିଆଁରେ ନଥିଲେ। ଏହାପରେ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟ-ଣାସ୍ଥଳରେ ପହଞ୍ଚି ମୃ-ତଦେ-ହ ଉ-ଦ୍ଧାର କରି ଶ-ବ ବ୍ୟବ-ଚ୍ଛେଦ ପାଇଁ ପଠାଇ ଦେଇଛି ଏବଂ ପରିବାର ଲୋକଙ୍କୁ ପଚ-ରାଉଚ-ରା କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *