ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ:- କଣ ଆପଣ ଭଡା ରହୁଛନ୍ତି କି ଯଦି ରହୁଛନ୍ତି ଏହି ଘର ନିଶ୍ଚୟ ପଢନ୍ତୁ, ଭଡାଟିଆ ଙ୍କୁ ନେଇ କଣ କହିଲେ ସୁପ୍ରିମକୋର୍ଟ । ପଢନ୍ତୁ ଏହି ଖବର।

ଲୋକମାନେ ଜୀବକ କ୍ଷେତ୍ରରେ ହେଉ ଅବା ଚାକିରୀ କ୍ଷେତ୍ରରେ ନିଜ ଘର ଦ୍ୱାର ଛାଡି ଆସି ବାହାରେ ରହିଥାନ୍ତି। ତେବେ ଭଡା ରହୁଥିବା ଲୋକମାନେ ଅନେକ ସମୟରେ ମାଲିକ ଦ୍ୱାରା ଶୋଷିତ ହୋଇଥାନ୍ତି। ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ହଠାତ ଘର ଭଡା ବୃଦ୍ଧି କରିବା କିମ୍ବା ଭଡା ରହୁଥିବା ଲୋକଙ୍କ ଠାରୁ ବିଭିନ୍ନ କାରଣ ଦର୍ଶାଇ ଟଙ୍କା ନେବା ଭଳି ଅପ-ରାଧ କାମ କରିଥାନ୍ତି। ଯଦି ଆପଣଙ୍କ ସହ କିଛି ଏଭଳି ଘଟୁଥିଲେ ତେବେ କଣ କରିବାକୁ ପଡିବ ଜାଣିବା ପାଇଁ ଆମର ଏହି ଖବରକୁ ସମ୍ପୂର୍ଣ୍ଣ ପଢନ୍ତୁ।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭଡ ରହୁଥିବା ଲୋକଙ୍କ ସହ ବର୍ତ୍ତମାନ ଯେ ଭଳି ଭାବରେ ଦୁର୍ବ୍ୟ-ବହାର କରାଯାଉଛି ଏହି ମାମ-ଲା କୋର୍ଟରେ ଯାଇ ପହଞ୍ଚିଲାଣି। ମାନ୍ୟବର ସୁପ୍ରିମକୋର୍ଟ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣେଇଛନ୍ତି ତାହା ହେଉଛି ଘରଭଡା ଦେଇ ନ ପାରିବା ଦ-ଣ୍ଡନୀୟ ଅପ-ରାଧ ନୁହେଁ। ତେବେ ଭଡା ଦେଇ ନପାରିବା ତଥା ଭଡାଟିଆ ଙ୍କ ବିରୁ-ଦ୍ଧରେ କାର୍ଯ୍ୟାନୁ-ଷ୍ଠାନ କରାଯାଇପାରିବ ହେଲେ ତାଙ୍କୁ ଜେ-ଲ ଦ-ଣ୍ଡ ହେବ ନାହିଁ।

ତେବେ ଆପଣମାନେ ଭଲ ଭାବରେ ଜାଣିଛନ୍ତି ଯେ କୌଣସି ଲୋକ ନିଜ ଘର ଛାଡ଼ି ବାହାରେ ରହିଲେ ତାକୁ ଆମେ ଭଡାଟିଆ ବୋଲି କହିଥାଉ। ତେବେ ସେ ନିଜର ଯେ କୌଣସି ପରିସ୍ଥିତି ପାଇଁ ଆସି ଅନ୍ୟ ଜାଗାରେ ଭଡା ଘରେ ରହେ। ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଏ ତେବେ ସେ ଭଡା ଦେବାକୁ ମଧ୍ୟ ଅସମର୍ଥ ହୋଇଥାଏ। ଏହାକୁ ନେଇ ଅନେକ ଘର ମାଲିକ ଭଡା ରହୁଥିବା ବ୍ୟକ୍ତିଙ୍କ ନାମରେ ଥା-ନାରେ ଅଭି-ଯୋଗ ଆଣିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇ ଦେଉଛୁ ଏହା କୌଣସି ଦ-ଣ୍ଡନୀୟ ଅପ-ରାଧ ନୁହେଁ।

କାରଣ ଭାରତୀୟ ପିଙ୍ଗଳ କୋର୍ଟ ଅନୁଯାୟୀ ଏହାକୁ ଦଣ୍ଡ-ନୀୟ ଅପ-ରାଧ ବୋଲି ବିବେଚନା କରାଯାଇନାହିଁ। ସୂଚନ ଅନୁସାରେ ଆଲହାବାଦ ହାଇକୋର୍ଟରେ ଜଣେ ଘର ମାଲିକ ନିଜ ଭଡାଟିଆ ନାମରେ ଏକ ସଙ୍ଗୀନ ଅଭି-ଯୋଗ ଆଣିଥିଲେ। ଭଡା ରହୁଥିବା ବ୍ୟକ୍ତି ଜଣକ ଅନେକ ଦିନ ଧରି ଭଡା ଦେଇ ନଥିଲେ ବୋଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସେଠାରେ ମଧ୍ୟ ତାଙ୍କ ସପକ୍ଷରେ ରାୟ ଆସିନଥିଲା। କୋର୍ଟ କିଛି ଏପରି ରାୟ ଶୁଣେଇ ଥିଲେ।

ଘରଭଡା ଦେଇ ନ ପାରିବା ୪୧୫ ଧାରାରେ ଠକେଇ ଏବଂ ୪୦୩ ଧା-ରାରେ ହେରଫେର ଅଭି-ଯୁକ୍ତ ହୋଇ ପାରିବ ନାହିଁ। କିନ୍ତୁ ଘର ମାଲିକ ଆଣିଥିବା ଏହି ସଙ୍ଗୀନ ଅପ-ରାଧକୁ ଆଲହାବାଦ ହାଇକୋର୍ଟ ଏହାକୁ ର-ଦ୍ଦ କରି ଦେଇଥିଲେ। ତେବେ ଆବେଦନ କାରୀଙ୍କ ମନ ବୁଝି ନଥିଲା ଏବଂ ସେହି ମାମ-ଲାକୁ ନେଇ ସୁପ୍ରିମକୋର୍ଟ ରେ ପହଞ୍ଚି ଥିଲେ।

ଜଷ୍ଟିସ ସଞ୍ଜେବ ଖାନା ଏବଂ ଜଷ୍ଟିସ ବେଲଆଇଏମ ତ୍ରିବେଦୀ ଙ୍କୁ ନେଇ ଗଠିତ ଏକ ଖଣ୍ଡପିଠ କହିଛନ୍ତି ଯେ ଏତ-ଲାକୁ ଗ୍ରହଣ କରାଯାଇଥିଲେ ମଧ୍ୟ ଘରଭଡା ଦେଇ ନ ପାରିବା ଅପ-ରାଧ ନୁହେଁ। ତେବେ ଭଡା ରହିଥିବା ବ୍ୟକ୍ତି ଜଣଙ୍କ ଘର ମାଲିକଙ୍କର ଅନେକ ଭଡା ଟଙ୍କା ବକାୟ ରଖିଛନ୍ତି। କୋର୍ଟ କହିଛନ୍ତି ଏହାକୁ ନେଇ ପୋ-ଲିସ କେ-ସ ହୋଇ ପାରିବ ନାହିଁ। ଏହାର ଅନେକ ସିଭିଲ ବାଟ ରହିଅଛି। କିନ୍ତୁ ଭଡାଟିଆ ଙ୍କ ବିରୋ-ଧରେ ଅପ-ରାଧିକ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ନାହିଁ।

Leave a Reply

Your email address will not be published. Required fields are marked *