ବାଃ ବାଃ ରେ ପ୍ରେମିକ! ହୋଟେଲ ଭିତରକୁ ଗଲେ ଦୁଇ ଜଣ ଆସିଲା ଜଣେ, ନୀଳ ରଙ୍ଗର ସୁଟକେଶ ପଡିଲା ନାଲି। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। କେହି ପ୍ରେମ ପାଇଁ ଧୋ-କା ଖାଉଛି ତ ଆଉ କେହି ଫର୍ଡ କାମ କରି ଲୋକମାନଙ୍କୁ ଠାକୁଛନ୍ତି।

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ। ବର୍ତ୍ତମାନ ସମୟରେ ପ୍ରେମରେ କୌଣସି ପବିତ୍ରତା ନାହିଁ ଯଦି ଅଛି ତ କେବଳ ଛ-ଳ-ନା, ଧୋ-କା, ଏବଂ ପ୍ର-ତାର-ଣା। କେବଳ ସେତିକି ନୁହେଁ ବର୍ତ୍ତମାନ ସମୟର ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓ ଲୋକଲୋଚନକୁ ଆସିବା ପରେ ଏହା ସମସ୍ତଙ୍କୁ ଆ-ଶ୍ଚର୍ଯ୍ୟ କରିଦେଉଛି। ଦୁଇ ପ୍ରେମୀ ଯୁଗଳ ହୋଟେଲ ଭିତରକୁ ଏକାଠି ଗଲେ କିନ୍ତୁ ହୋଟେଲରୁ କେବଳ ପ୍ରେମିକ ଫେରିଲେ। ସାଙ୍ଗରେ ଥିଲା ଏକ ନୀଳ ରଙ୍ଗର ସୁଟକେଶ ଓ ସେଥିରେ ପ୍ରେମିକାର ମ-ର ଶରୀର। ତେବେ ଏହି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଏହି ଅଭା-ବନୀୟ ଘ-ଟଣା ପରିନ କାଲିଆର ଅଞ୍ଚଳରେ ଘ-ଟିଛି। ମିଳିଥିବା ସୂଚନାନୁଯାୟୀ ଦୁଇ ପ୍ରେମୀ ଯୁଗଳ ୨୪ ତାରିଖ ରାତିରେ ଏକ ହୋଟେଲକୁ ଯାଇଥିଲେ। ତେବେ ହୋଟେଲକୁ ଯିବା ସମୟରେ ସେମାନଙ୍କ ମଧ୍ୟ କୌଣସି କାରଣରୁ ଝ-ଗ-ଡା ହୋଇଥିଲା। ତେବେ ହୋଟେଲ ଯିବାର ମାତ୍ର ୧ ଘଣ୍ଟାରେ ପ୍ରେମିକ ଜଣକ ସାଥିରେ ଲଗେଜ୍ ଧରି ବାହାରକୁ ଚାଲି ଆସିଥିଲେ। ତେବେ ନିଜକୁ ଆୟନ କହୁଥିବା ଯୁବକଙ୍କୁ ସାହାଯ୍ୟ କରିବା ପାଇଁ ହୋଟେଲ କର୍ମଚାରୀ ଜଣକ ଚାଲି ଆସିଥିଲେ। କିନ୍ତୁ ଆୟନ ସହାୟତାକୁ ଏଡେଇ ଦେଇଥିଲେ।

ଏହା ମଧ୍ୟରେ କର୍ମଚାରୀ ଜଣଙ୍କ ଯୁବକ ଆୟନଙ୍କ ଉପରେ ସ-ନ୍ଦେ-ହ ହୋଇଥିଲା ଏବଂ ସେ ତୁରନ୍ତ ପୋ-ଲି-ସକୁ କଲ୍ କରିଥିଲେ। ପୋ-ଲି-ସ ଆୟନଙ୍କୁ ଅଟକାଇ ଯାଞ୍ଚ କରିଥିଲା ଓ ସୁଟକେଶ ଭିତରେ ନାଲି ରଙ୍ଗ ବସ୍ତ୍ର ପିନ୍ଧିଥିବା ଯୁବତୀଙ୍କ ମ-ର ଶରୀର ଥିଲା। ଯୁବତୀଙ୍କୁ ବି-ଷ ଦେଇ ମା-ରିଥିବା ସ-ନ୍ଦେ-ହ କରିଛି ପୋ-ଲି-ସ। ଯୁବକଙ୍କ କହିବାନୁଯାୟୀ ପ୍ରେମିକା ବି-ଷ ପିଇଦେଇଛି ଓ ସେ ମଧ୍ୟ ନଦୀକୁ ଡେଇଁ ଆ-ତ୍ମହ-ତ୍ୟା କରିବାକୁ ଯାଉଥିଲା।

ତେବେ ଏହି ସମସ୍ତ ଦୃ-ଶ୍ୟକୁ କେହି ଜଣେ ମୋବାଇଲ ଫୋନରେ ରେ-କ-ର୍ଡ଼ କରି ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଖୁବ ଭାଇରାଲ ହୋଇଛି। ତେବେ ଏହି ଭିଡ଼ିଓକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କେବଳ ସେତିକି ନୁହେଁ ୟୁଜର ମାନେ ନିଜ ମତ ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *