ଗୋମାତାଙ୍କୁ କରୁଥିଲେ ଦୁ-ଷ୍କ-ର୍ମ, ଧରା ପଡିଗଲେ ବୟସ୍କ , ଗାଆଁ ଲୋକ କଲେ ଏମିତି ….

ଏ ଦୁନିଆଁରେ ମଣିଷ ଏପରି କିଛି କାମ କରିଥାଏ , ଯାହା ବିଷୟରେ କହିବା ଥରେ ଥରେ ଲଜ୍ଜ୍ଯାଜନକ ଅନୁଭବ ହୋଇଥାଏ । ମଣିଷ ନିଜର ଦେହର ଭୋକ ଆଉ କାମନା ବାସନା ପୁରା କରିବା ପାଇଁ ଥରେ ଥରେ ଏପରି କାମ କରିଥାଏ , ଯାହାକୁ ଏ ସଭ୍ୟ ସମାଜ ବହୁ ମାତ୍ରାରେ ନିନ୍ଦା କରିଥାଏ । ତେବେ ପୁଣିଥରେ ଏହାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି ଆଉ ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆଉ ଲୋକ ମାନେ ଏପରି କାଣ୍ଡ ଦେଖି ଦୁଃଖୀତ ଅନୁଭବ କରୁଛନ୍ତି ।

ତେବେ ଏଥର କିନ୍ତୁ ଦୁଷ୍କର୍ମର ଶିକାର ହୋଇ ନାହିଁ କୌଣସି ଝିଅ କି ବୋହୂ । ଏଥର ଦୁଷ୍କର୍ମର ଶିକାର ହୋଇଛନ୍ତି ଆମ ସମସ୍ତଙ୍କ ପ୍ରିୟ ଗୋମାତା । ଯାହାଙ୍କୁ ଆମେ ମାଆ କିମ୍ବା ଜନନୀ ହିସାବରେ ପୂଜା କରିଥାଉ । କିନ୍ତୁ ଏଥର ତାଙ୍କ ଠାରେ ଦେଖା ଯାଇଛି ଏପରି କିଛି ଘଟଣା । ଯନ୍ତ୍ରଣାରେ ଶିକାର ହେଉଥିବା ଗୋମାତା ପାଟି ମଧ୍ୟ ଫିଟାଉ ନାହାଁନ୍ତି ଆଉ ବାସ୍ ଚୁପ୍ ଚାପ୍ ସହି ଯାଉଛନ୍ତି ମଣିଷର ଏପରି ଅତ୍ୟାଚାର । ଆଉ ଯାହାର ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ସମସ୍ତେ ଦେଖି ପାରୁଛନ୍ତି ।

ତେବେ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି , ସୁକିନ୍ଦା ଅଞ୍ଚଳରେ । ସୂଚନା ଅନୁଯାୟୀ , ଏହି ଗାଆଁର ୭୦ ବର୍ଷ ବୟସ୍କ ରାଧେଶ୍ୟାମ ପରିଡ଼ା ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଗାଈକୁ ଦୁଷ୍କର୍ମ କରୁଥିଲେ ଆଉ ଯାହାକୁ ଦେଖିବାକୁ ପାଇଥିଲେ ଗାଈ ମାଲିକ ରାମଚନ୍ଦ୍ର ମହାରଣା । ଆଉ ତାପରେ ସେ ଭିଡିଓ କରିବା ଆରମ୍ଭ କରିଥିଲେ ଆଉ ବ୍ୟକ୍ତି ଜଣଙ୍କୁ ପଚାରିଥିଲେ ଏଠାରେ କଣ କରୁଛ । ଯାହାର ଉତ୍ତର ବ୍ୟକ୍ତି ଜଣକ ଗାଳି ଗୁଳଜ କରି ଦେଇଥିଲେ ।

ଆଉ ତାପରେ ସେଠାରୁ ପଳାଇ ଯାଇଥିଲେ । ତେବେ କଥା ଏତିକିରେ ସରି ନଥିଲା , ସେଠାରୁ ଯିବା ପରେ ବାଟରେ ଏକ କୁକୁର ସହିତ ସେହି ସମାନ କାଣ୍ଡ କରିଥିଲେ । ଯାହା ପରେ କୁକୁରଟି ଚିତ୍କାର କରି ଭୁକିବାକୁ ଲାଗିଥିଲା ଆଉ ସାଙ୍ଗେ ସାଙ୍ଗେ ରାମଚନ୍ଦ୍ର ଧାଇଁ ଯାଇ ଦେଖିଲା ବେଳକୁ ସେହି କାମ କରୁଥିଲେ ଆଉ ଯାହାର ଭିଡିଓ ଉତ୍ତୋଳନ କରିଥିଲେ ସେ । ତେବେ ଆଜି ସେ ସୁକିନ୍ଦା ଥାନାର ଦ୍ୱାରସ୍ଥ ହୋଇ ରାଧେଶ୍ୟାମ ପରିଡ଼ାଙ୍କ ନାମରେ ଏତଲା ଦେଇଥିଲେ । ଆଉ ଯାହାକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରି ନେଇ ପଚରା ଉଚରା କରିବାରେ ଲାଗି ପଡ଼ିଛି ।

Leave a Reply

Your email address will not be published. Required fields are marked *