ଅଲଗା ହେବେ ପାକିସ୍ତାନୀ ମହିଳା ଓ ସଚିନ ! ସଚିନ ଓ ସୀମା ହାଇଦରଙ୍କ ମଧ୍ୟରେ ପଡିଲା ଫାଟ…

ପାକିସ୍ତାନୀ ମହିଳା ସୀମା ହାଇଦର ଓ ତାଙ୍କ ହିନ୍ଦୁସ୍ତାନୀ ପ୍ରେମୀ ସଚିନଙ୍କ ପ୍ରେମ କାହାଣୀ ‌ଏବେ ଦୁଇ ଦେଶର ପ୍ରମୁଖ ଖବର ପାଲଟିଛି । ‌ପ୍ରଥମେ ପବ୍‌ଜି ଖେଳରୁ ପରିଚୟ ହୋଇ ତାପରେ ମେସେଜ୍‌ ଓ ଭିଡିଓ କଲ୍‌ ଜରିଆରେ ପ୍ରେମରେ ପଡ଼ିଥିଲେ ଏହି ପ୍ରେମପକ୍ଷୀ । ଜାଣିବାକୁ ମିଳିଛି ଯେ ସୀମା ପାକିସ୍ତାନରେ ତାଙ୍କ ନାମରେ ଥିବା ୧୨ ଲକ୍ଷ ଟଙ୍କାର ଏକ ଘର ବିକ୍ରି କରି ନିଜର ୪ ଜଣ ପିଲାଙ୍କୁ ଧରି ସଚିନଙ୍କ ପାଖକୁ ଭାରତ ପଳାଇ ଆସିଛନ୍ତି ।

ସେ ଭାରତରେ ବେଆ-ଇନ୍‌ ଭାବେ ପ୍ରବେଶ କରିଥିବାରୁ ସୀମା ଓ ତାଙ୍କ ପ୍ରେମିକ ସଚିନଙ୍କୁ ଗି-ରଫ ବି କରାଯାଇଥିଲା । କିନ୍ତୁ ଏବେ ଆଉ ଗୋଟାଏ ଭିଡ଼ିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ । ଯେଉଁଥିରେ ଦେଖିବାକୁ ମିଳିଛି ସଚିନ୍ ଓ ସୀମା ହାଇଦରଙ୍କ ମଧ୍ୟରେ ପଡ଼ିଲା ଫାଟ । ସର୍ବ ସାଧାରଣରେ ସଚିନଙ୍କୁ ମା-ଡ଼ ମା-ରିଲା ପାକିସ୍ଥାନୀ ମହିଳା । ଆଉ ରାଗରେ ସଚିନ୍ ସବୁ ଗୁମର ଖୋଲିଦେବ ବୋଲି କହିଲା ।

କୌଣସି କଥାକୁ ନେଇ ସର୍ବସାଧାରଣ ସମ୍ମୁଖରେ ସୀମା ହାଇଦର ସଚିନଙ୍କୁ ଠୋ କରି ଚା-ପୁଡ଼ା ମା-ରିଦେଲା । ଆଉ ତାପରେ ସଚିନ୍ ସବୁ ଗୁମର ଓଗାଳିଦେବ ବୋଲି କହିଲା । ପ୍ରଥମେ ସୀମା ହାଇଦର ସଚିନ୍ ଙ୍କୁ ଚା-ପୁଡ଼ା ମା-ରିଲା ଆଉ ତାପରେ ମିଛି ମିଛିକା ହଁସି ଦେଇ ସଚିନଙ୍କ ଗାଲକୁ ଆଉଁଶି ଦେଲା ସୀମା ହାଇଦର । ହେଲେ ସଚିନ ସମସ୍ତଙ୍କ ଆଗରେ କହୁ କହୁ କହିଦେଲା ଭିତିରି କଥା ସବୁ କହିଦେବି । ତେବେ ସେ ଭିତିରି କଥା କଣ ହନିଟ୍ରାପ୍ ନୁହେଁ ତୋ? ପୂର୍ବରୁ ଆପଣ ଦେଖିଥିଲେ ହନିଟ୍ରାପକୁ ନେଇ ସୀମା ହାଇଦର ଚର୍ଚ୍ଚାକୁ ଆସିଥିଲା ।

କୁଆଡ଼େ ସୀମା ପାକିସ୍ତାନରୁ ଭାରତ ଆସିଛି ହନିଟ୍ରାପ୍ କରିବା ପାଇଁ । ଆଉ ଯୁବ ପିଢ଼ି ମାନଙ୍କୁ ବ-ର୍ବାଦ କରିଦେବା ପାଇଁ । ତେବେ ସଚିନ୍ କହିଥିବା ଏହି ଭିତିରି କଥା କଣ ତାହା ଯାଞ୍ଚ୍ ଟିମ୍ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି । ଯଦି ଚର୍ଚ୍ଚା ହେଉଥିବା ଘ-ଟଣା ସତ ହୁଏ ତାହେଲେ ଏହି ଘ-ଟଣା ସାଙ୍ଘା-ତିକ । ପାକିସ୍ତାନ ଯେତେ ସବୁ ଭାରତ ଆଗରେ ଚାଲ୍ ଖେଳିଛି ଭାରତ ଆଗରେ ଆଣ୍ଠୁ ନୂଆଁଇଛି ପାକିସ୍ତାନ । ଯଦି ସୀମା ଆସିଥାଏ ଭାରତକୁ ହନିଟ୍ରାପ୍ କରିବା ପାଇଁ ତାହେଲେ ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *