ମତେ ଏଠୁ ନେଇଯାଅ, ନହେଲେ ମତେ ଏଠି ମାରିଦେବେ, ବହୁତ ଡର ଲାଗୁଛି…. ଗୋପାଳ

ଜଣେ ପୋ-ଲିସ କର୍ମଚାରି ସାଜିଲେ ହ-ତ୍ୟାକା-ରୀ । ଲୋକଙ୍କୁ ସୁର-କ୍ଷା ଯୋଗାଉଥିବା ଲୋକ ହିଁ ଜଣେ ମନ୍ତ୍ରୀଙ୍କର ଜୀବନ ନେବାକୁ ପଛାଉ ନଥିଲେ ଆଉ କରିଲେ ଏପରି କାମ । ଯାହାଙ୍କ କାମକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ଏପରି କାମ କରିବା ଆଗରୁ ତାଙ୍କ ବିବେକ ଟିକିଏ ବାଧା ଦେଲା ନାହିଁ ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ତେବେ ନବ ଦାସ ହ-ତ୍ୟାକା-ଣ୍ଡ ମାମ-ଲାର ମୁଖ୍ୟ ଅଭି-ଯୁ୍କ୍ତ ଗୋପାଳ ଦାସ ।

ଯାହାଙ୍କୁ ନେଇ ଚାରିଆଡ଼େ ମାହୋଲ୍ ଗରମ ରହିଛି । ଜଣେ ର-କ୍ଷକ ସାଜିଲେ ଭକ୍ଷକ । ଆଉ କିଛି ଭାବିବା ଆଗରୁ ନେଇ ଗଲେ ଜଣେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜୀବନ । ତାହା ପୁଣି ଲୁ-ଚା ଛପାରେ ନୁହେଁ ପୁରା ଦିନ ଦ୍ୱିପ୍ରହରରେ। ଲୋକଙ୍କୁ ଡରାଇ ଏପରି କା-ଣ୍ଡ କରି ଦେଲେ ଯେ , ଯାହାର ଭ-ୟ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଯାଇ ନାହିଁ ।

ତେବେ ନବ ଦାସ ହ-ତ୍ୟାକା-ଣ୍ଡ ମାମ-ଲାର ମୁଖ୍ୟ ଅଭି-ଯୁ୍କ୍ତ ଗୋପାଳ ଦାସଙ୍କୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଜେରା କରିବାରେ ଲାଗିଛି । ତାଙ୍କୁ ସେହି ସବୁ ସ୍ଥାନ ନେଇ କରି ଯାଉଛି , ଯେଉଁ ସ୍ଥାନରେ ଗୋପାଳ ଦାସ ଯୋଜନା କରିବା ଆରମ୍ଭ କରିଥିଲା ଆଉ ଯେଉଁ ସ୍ଥାନରେ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିଥିଲା । ସେହି ସ୍ଥାନ ସବୁ ଯାଇ ପୋଲି-ସକୁ ଡେମୋପରିବେଶବିତ ଦେଖାଇବାରେ ଲାଗିଛି ଗୋପାଳ ଦାସ ।

ସେହି ସବୁ କ୍ରାଇମ୍ ସିନ କୁ ଆଉ ଥରେ କ୍ରିଏଟ କରିବାରେ ଲାଗିଛି ଗୋପାଳ । ଶହ ଶହ ପୋ-ଲିସ ଆଉ କ୍ରାଇମବ୍ରାଞ୍ଚ ମଧ୍ୟରେ ଛନ୍ଦି ହୋଇ ରହିଛି ଗୋପାଳ ଦାସ । ଆଉ ସେମାନଙ୍କ ମଧ୍ୟରୁ ବାହାରିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି । ତେବେ ଏସବୁ ମଧ୍ୟରେ ତାଙ୍କୁ ଦିନରେ ଜେରା କରାଯିବା ସହିତ ରାତିରେ ନେଇ ଜେଲ ର ଚାରିକାନ୍ଥ ମଧ୍ୟରେ ରଖି ଦିଆଯାଉଛି ।

ଆଉ ଏ ସବୁ ମଧ୍ୟରେ ପୁରାପୁରି ଏକୁଟିଆ ହୋଇ ଯାଉଛନ୍ତି ଗୋପାଳ । ବୋଧହୁଏ ସେ ମନେ ମନେ ଭ-ୟଭୀ-ତ ଅନୁଭବ କରୁଛନ୍ତି । ତେଣୁ ସେ ଆଉ ସେ ଜେ-ଲ ମଧ୍ୟରେ ରହିବେ ନାହିଁ ବୋଲି କହିବାରେ ଲାଗିଛନ୍ତି । ବର୍ତ୍ତମାନ ସମୟରେ ସେ ବ୍ରଜରାଜନଗର ଥା-ନାରେ ନିଜର ଦିନ କାଟି-ବାରେ ଲାଗିଛନ୍ତି । ଆଉ ସେଠାରେ ସେ ଅନେକ ଜେରାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ସେ ବାରମ୍ବାର ଗୋଟିଏ କଥା କହିବାରେ ଲାଗିଛନ୍ତି ମୋତେ ଏଠାରେ ବହୁତ ଡର ଲାଗୁଛି , ତେଣୁ ମୋତେ ଏଠାରେ ନେଇ ଯାଆନ୍ତୁ । ମୁଁ ଏଠାରେ ଏକୁଟିଆ ରହିପାରିବି ନାହିଁ । ଏପରି କଥା କହିବାରେ ଲାଗିଛନ୍ତି ଗୋପାଳ ଦାସ । ଆପଣ ସମସ୍ତେ ଜାଣିଥିବେ କି , ବର୍ତ୍ତମାନ ତାଙ୍କୁ ଅନେକ ଜେରା କରାଯାଉଛି ।

ତେଣୁ ସେ ବର୍ତ୍ତମାନ କଣ କରିବେ ବୋଲି ଜାଣି ପାରୁ ନାହାଁନ୍ତି । ଅନ୍ୟ ପକ୍ଷରେ ନବ ଦାସଙ୍କୁ ଏ ଦୁନିଆଁରୁ ଯିବାର ଅନେକ ଦିନ ବିତି ଯାଇଛି କିନ୍ତୁ ଲୋକ ମାନେ ତାଙ୍କୁ ମନେ ପକାଇବାର ଲାଗିଛନ୍ତି । ଜଣେ ବିଶିଷ୍ଟ ନେତାଙ୍କର ହଠାତ୍ ଏପରି ଆରପାରିକୁ ଚାଲି ଯିବା ଦେଖି କେହି ବି ସହି ପାରୁ ନାହାଁନ୍ତି । ତେବେ ଏହାରି ମଧ୍ୟରେ ଗୋପାଳ ଦାସ ମୁଖ୍ୟ ଅଭି-ଯୁକ୍ତ ବୋଲି ଜଣା ପଡି ଯାଇଛନ୍ତି ।

କିଛି ଲୋକ ତାଙ୍କ ସପକ୍ଷରେ ରହିଥିବା ବେଳେ ଆଉ କିଛି ଲୋକ ତାଙ୍କୁ ଗା-ଳି ଦେବାରେ ଲାଗିଛନ୍ତି । କାହିଁକି ନା ଏପରି କା-ଣ୍ଡ ଆଜି ଯାଏଁ କେହି ବି ଘଟାଇ ନଥିବା ବେଳେ ବର୍ତ୍ତମାନ ଏପରି କାମ କରିବାକୁ ସେ ଟିକିଏ ବି କୁଣ୍ଠାବୋଧ କଲେ ନାହିଁ ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ତେବେ ଆଗକୁ ତଦନ୍ତ କେଉଁ ମୋଡ ନେଉଛି , ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *