ଶାଶୂ କୁ ଧରି ଜ୍ୱାଇଁ ଫେ-ରାର, ଘରେ କାନ୍ଦୁଛନ୍ତି ସ୍ତ୍ରୀ ଏବଂ ଶଶୁର।

ଶାଶୂ ମା ସମାନ। ଗୋଟେ ଝିଅ ଯେମିତି ନିଜ ଶାଶୂ ଶଶୁରଙ୍କୁ ନିଜ ବାପା ମାଆଙ୍କ ପରିଦେଖେ ସେମିତି ଗୋଟେ ପୁଅ ମଧ୍ୟ ନିଜ ସ୍ତ୍ରୀର ବାପା ମାଆଙ୍କୁ ନିଜ ବାପାମାଆ ପରି ଦେଖିବା ଆବଶ୍ୟକ। କିନ୍ତୁ ଆଜିର କଳି ଯୁଗରେ ସମ୍ପ-ର୍କର କିଛି ମୂଲ୍ୟ ନାହିଁ। କଳି ଯୁଗରେ ମଣିଷ ଭଗବାନଙ୍କୁ ମାନୁ ନାହାଁନ୍ତି ସମ୍ପ-ର୍କକୁ କଣ ମାନିବେ। ରାଜସ୍ଥାନରରେ ଏମିତି ଏକ ଆଶ୍ଚଯ୍ୟା ଜନକ ଘ-ଟଣା ଦେଖିବାକୁ ମିଳିଛି।

ରାଜସ୍ଥାନର ଶିରୋହି ଜିଲ୍ଲାରେ ଝିଅ ଏବଂ ଜ୍ୱାଇଁ ଶାଶୂ ଘରକୁ ବୁଲିବାକୁ ଆସିଥିଲେ। ଘରେ ସବୁ କିଛି ଠିକ୍ ଥିଲା। ଝିଅ ଏବଂ ଜ୍ୱାଇଁ ଆସିଛନ୍ତି ବୋଲି ଘରେ ବହୁତ୍ ଲୋକ ମଧ୍ୟ ଥିଲେ କିନ୍ତୁ କିଛି ସମୟ ପରେ ସବୁ କିଛି ବଦଳି ଗଲା। ଘରୁ ଲୋକ ଖାଲି ହେବା ପରେ ଜ୍ୱାଇଁ ଜଣଙ୍କ ଶ୍ଵଶୁରଙ୍କୁ ମ-ଦ ପିଆଇ ଶାଶୂଙ୍କୁ ଧରି କୁଆଡେ ପଳେଇ ଯାଇଛି। ଏ କଥା ଝିଅ ଜାଣିବା ପରେ ଦୁଃ-ଖରେ ପୁରା ଭାଙ୍ଗି ପଡିଛନ୍ତି।

Leave a Reply

Your email address will not be published. Required fields are marked *