ସାମ୍ନାକୁ ଆସିଲେ ଖଗେଶ୍ୱରଙ୍କ ସ୍ତ୍ରୀ , କହିଲେ ସ୍ଵାମୀ ତାଙ୍କର ରାମଚନ୍ଦ୍ର , ଜଗବନ୍ଧୁ ତାଙ୍କୁ ….

ଅନେକ ଦିନ ଧରି ଗୋଟିଏ ମାମ-ଲା ଚର୍ଚ୍ଚାର ବିଷୟ ହୋଇ ରହିଛି । ଏହି ମା-ମଲା ଆଦୌ ଥମିବା ନାମ ଧରୁ ନାହିଁ । ଆଉ ଥମିବ ବି କେମିତି , କାହିଁକି ନା ମାମ-ଲାଟି ବହୁତ ଚର୍ଚ୍ଚିତ ମାମ-ଲା । ଯାହା ବିଷୟରେ ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ଜଣେ ମହିଳା ନିଜ ସ୍ଵାମୀ ଆଉ କିଛି ସହଯୋଗୀ ସହିତ ମିଶି ଏପରି କାମ କରୁଥିଲେ , ଯାହା ସତରେ ଶୁଣିବା ପରେ ଅବାକ୍ ଲାଗିବ । ପଇସା ପାଇଁ ଏ ଦୁନିଆଁରେ ସବୁ ନାଟ । ଆଉ ପଇସା ପାଇଁ ହିଁ ମହିଳା ଜଣକ ଏପରି କାମ କରୁଥିଲେ । ତେବେ ଆମେ କାହା ବିଷୟରେ କଥାବାର୍ତା କରୁଛୁ , ସେ ବିଷୟରେ ଆପଣ ଜାଣି ସାରିଥିବେ।

ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଓଡ଼ିଶାର ଲେଡୀ ବ୍ଲା-କମେ-ଲର ଅର୍ଚ୍ଚନା ନାଗ । ତାଙ୍କ କାମ ଥିଲା ବଡ ବଡ଼ିଆ ମାନଙ୍କୁ ନିଜ ପ୍ରେମ ଜା-ଲରେ ଫ-ସାଇ ତାଙ୍କ ସହିତ ସମ୍ପ-ର୍କ ରଖିବା ଆଉ ତାପରେ ସେ ସବୁର ଭିଡିଓ କରି ତାଙ୍କୁ ବ୍ଲା-କମେ-ଲ କରିବା । ଆଉ ବ୍ଲା-କମେ-ଲ କରି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା । ବାସ୍ ଏହି କାମ କରି ସେ କୋଟିପତି ହୋଇ ଯାଇଥିଲେ । ସେ ବଞ୍ଚୁଥିଲେ ବିଳାସପୂର୍ଣ୍ଣ ଜୀବନ । ତାଙ୍କ ପାଖରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ଆଉ ରହିଥିଲା ଦାମୀ ଦାମୀ କାର ତଥା ଆସବାବପତ୍ର । ମାସକୁ ନିଜ ପାଇଁ ଖର୍ଚ୍ଚ କରୁଥିଲେ ହଜାର ହଜାର ଟଙ୍କା ଆଉ ରାଣୀ ଭଳି ରହୁଥିଲେ ।

ତେବେ ଏତେ ସବୁ କାମ ସେ ଏକୁଟିଆ କରିବା ସମ୍ଭବପର ନଥିଲା । ଏଥିରେ ତାଙ୍କର ସହାୟତା କରୁଥିଲେ ତାଙ୍କର ସହଯୋଗୀ ମାନେ । ତେବେ ଏଥି ମଧ୍ୟରେ ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁ ଆଉ ତାଙ୍କ ସହଯୋଗୀ ଖଗେଶ୍ବର ମଧ୍ୟ ରହିଥିଲେ ।ଖଗେଶ୍ବର ଅର୍ଚ୍ଚନାଙ୍କ ସହଯୋଗୀ ମଧ୍ୟରୁ ଅନ୍ୟତମ । ସେ ସବୁ କଥା ବୁଝାବୁଝି କରୁଥିଲେ। ଆଉ କାହା ଠାରୁ କେତେ ଟଙ୍କା ଆସିବ , ସେ ହିସାବ ସେ ରଖୁଥିଲେ । ଅର୍ଚ୍ଚନାଙ୍କ ଆକାଉଣ୍ଟକୁ କିପରି ଠିକ୍ ଠାକ୍ ଟଙ୍କା ଆସିବ , ସେ ବିଷୟରେ ସେ ବୁଝୁଥିଲେ । ଆଉ ସେଥିରୁ କିଛି ଟଙ୍କା ସେ ପାଇ ଯାଉଥିଲେ , ଯାହାକୁ ଅର୍ଚ୍ଚନା ତାଙ୍କୁ ଦେଉଥିଲେ ।

ଏସବୁ ପାଇ ସେ ବି ଧନୀ ହୋଇ ଯାଇଥିଲେ । କିନ୍ତୁ ବର୍ତ୍ତମାନ ସବୁ କଳା କାରନାମା ସାମ୍ନାକୁ ଆସିବା ପରେ ଖଗେଶ୍ବର ଅର୍ଥାତ ଖଗା ମଧ୍ୟ ଜେ-ଲ ମଧ୍ୟରେ ଜୀବନ କାଟୁଛନ୍ତି । ତେବେ ଏହାରି ମଧ୍ୟରେ ନୂଆ ଚରିତ୍ର ସାମ୍ନାକୁ ଆସିଛନ୍ତି ଆଉ ସେ ହେଉଛନ୍ତି ଖଗେଶ୍ବରଙ୍କର ପତ୍ନୀ । ତେବେ ଗତକାଲି ତାଙ୍କୁ ଇଡି ଅଫିସରେ ଦେଖା ଯାଇଥିଲା । ଆଉ ତାଙ୍କୁ ରିପୋ-ର୍ଟର ମାନେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ । ସେମାନେ ପଚାରିଥିଲେ କି , କାହିଁକି ଖଗେଶ୍ବର ଜେ-ଲ ମଧ୍ୟରେ ଅଛନ୍ତି । ତେବେ ଏହାର ଉତ୍ତର ଦେଇ ସେ କହିଥିଲେ କି , ତାଙ୍କ ସ୍ଵାମୀ ପୁରା ନି-ର୍ଦ୍ଦୋଷ ଅଟନ୍ତି , ସେ ପୁରା ରାମଚନ୍ଦ୍ର ଅଟନ୍ତି । ତାଙ୍କୁ ଜଗବନ୍ଧୁ ନିଜ ଜା-ଲରେ ଫ-ସାଇ ଦେଇଛି । ତେବେ ବର୍ତ୍ତମାନ ସମୟକୁ ଅପେକ୍ଷା କିଏ ଦୋ-ଷୀ ଆଉ ନି-ର୍ଦ୍ଦୋଷ ସବୁ ଜଣା ପଡ଼ିଯିବ ।

Leave a Reply

Your email address will not be published. Required fields are marked *