ରାତି ଅଧରେ ପଡ଼ୋଶୀ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ :-

ଏପଟେ ଋଷିଆ ଏବଂ ୟୁକ୍ରେନ ଯୁ-ଦ୍ଧରେ ଶିଥିଳତା ଦେଖାଯାଇ ନାହିଁ କିନ୍ତୁ ଆଉ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ଏବଂ ଖାଲି ଏହା କୌଣସି ଖବର ପ୍ରକାଶିତ ନୁହେଁ ବରଂ ଏହାକୁ ଦୁଇଟି ମଧ୍ୟରୁ ଗୋଟିଏ ଦେଶ ପ୍ରମାଣିତ ମଧ୍ୟ କରିଛି । ତେବେ ପୂର୍ବରୁ ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି । ଯାହାଦ୍ୱାରା ବର୍ତ୍ତମାନ ପାକିସ୍ତାନର କିଛି ଜନସାଧାରଣଙ୍କ ମୃ-ତ୍ୟୁ ହୋଇଛି ।

ବର୍ତ୍ତମାନର ଖବର ଅନୁଯାୟୀ ଏହା ଜାଣିବାକୁ ମିଳିଛି ଯେ ଆଫଗାନିସ୍ତାନ ଫୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଛି । ତେବେ ଏହା ଗତକାଲି ଘ-ଟିଛି । ସୂଚନା ଅନୁଯାୟୀ ଶୁକ୍ରବାର ରାତି ଅର୍ଥାତ ଏପ୍ରିଲ ୧୫ ତାରିଖରେ ଏହି ଆକ୍ର-ମଣ କରାଯାଇଛି । ଯେଉଁ ଆକ୍ର-ମଣରେ ଆଫଗାନିସ୍ତାନ ର ପ୍ରାୟ ୩୦ ଜଣଙ୍କ ମୃ-ତ୍ୟୁ ହୋଇଛି । ମୃ-ତ-କଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ଥିବା ଜଣା ପଡ଼ିଛି ।

ପାକିସ୍ତାନ ଯୁ-ଦ୍ଧ ବିମାନ କୋଷ୍ଟ ପ୍ରଭିଡ଼େନ୍ସର ସ୍ପୋର ଜିଲ୍ଲାରେ ଟା-ର୍ଗେ-ଟ ହିଟ କରିଥିବା ସୂଚନା ରହିଛି । ସ୍ପୋର ଜିଲ୍ଲାର କିଛି ଅଞ୍ଚଳ ଯଥା ନିରାପର , ମଣ୍ଡେସ , ସାଇବି ଏବଂ କାଇ ଗ୍ରାମରେ ପାକିସ୍ତାନର ୨୬ ଟି ଯୁ-ଦ୍ଧ ବିମାନ ଆକ୍ର-ମଣ କରିଛି । ୱାଜିସ୍ତାନ ଅଞ୍ଚଳର ଏକ ବଡ଼ ଧାର୍ମିକ ଗୋଷ୍ଠୀ କିଙ୍ଗ ଜାମଶିଦ ଗଣମାଧ୍ୟମକୁ କହିଛି ଯେ ଏହି ଆକ୍ର-ମଣରେ ଅନ୍ୟାନ୍ୟ ୩୦ ଜଣଙ୍କର ମୃ-ତ୍ୟୁ ଘ-ଟିଛି । ଅନ୍ୟ ପଟେ ଶୁକ୍ରବାର ଦିନ ରାତି ପ୍ରାୟ ୯ ଟାରେ ପାକିସ୍ତାନ ସେନା ଏବଂ ତାଲିବାନ ସୈନ୍ୟ ମୁହାଁମୁହିଁ ହୋଇଥିଲେ ଏବଂ ଯାହାର ଫଳ ସ୍ୱରୂପ ପାକିସ୍ତାନ ଏହି ଏୟାର ଷ୍ଟ୍ରାଇକ କରିଥିବା ସୂଚନା ମିଳିଛି ।

ଏହାପରେ ଶୁକ୍ରବାର ଦିନ ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ଘୋସ୍ତ ପ୍ରଦେଶର ଦୁଇଟି ଏରିଆରେ ଏୟାର ଷ୍ଟ୍ରାଇକ କାରିଥିବା ଜଣା ପଡ଼ିଛି । ସେପଟେ ଏହି ଏୟାର ଷ୍ଟ୍ରାଇକରେ ବୋହୁ ସଂଖ୍ୟକ ସରକାର ବି-ରୋ-ଧୀ ଉଗ୍ରବାଦୀଙ୍କ ମୃ-ତ୍ୟୁ ଘ-ଟିଥିବା ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ପାକିସ୍ତାନ ସରକାର କିମ୍ବା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସରକାରୀ ଭାବେ ଏବେ ପର୍ଯ୍ୟନ୍ତ କୌଣସି ପ୍ରତି-କ୍ରିୟା ଦିଆଯାଇ ନାହିଁ ।

Leave a Reply

Your email address will not be published. Required fields are marked *