ଟ୍ୟାଲେଣ୍ଟ ନାହିଁ ବୋଲି ଆଇଟମ ଡ୍ୟାନ୍ସରେ ଦେହ ଦେଖାଉଛନ୍ତି ।

ଆଇଟମ ଡ୍ୟାନ୍ସ ରେ ଅଶୀ-ଳତା ସିଏ କରେ ଯାହାର ପାୱାର ନଥାଏ । ଯାହାର ପାୱାର ଥାଏ ଯାହା ପାଖେ ଟ୍ୟାଲେଣ୍ଟ ଥାଏ ସେ ନିଜ ଟ୍ୟାଲେଣ୍ଟକୁ ଷ୍ଟେଜ ଉପରେ ସୋ କରେ ଆଇଟମରେ ଦେହ ଦେଖାଏ ନାହିଁ । ଏ କଥା ଆମେ ନୁହେ ଏହା କହିଛନ୍ତି ଆଇଟମ ଡ୍ୟାନ୍ସର ତଥା ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ । ରାଣୀ ପ୍ରିୟଦର୍ଶିନୀ ନିକଟରେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ କିଣି ପାରିଥିଲେ । ଓ ସେ ଓଡ଼ିଶାର ଜଣେ ବହୁ ପରିଚିତ ଯାତ୍ରା ଅଭିନେତ୍ରୀ ଭାବରେ ବେଶ ଜଣା ଶୁଣା

ସେପଟେ ଏଇ କିଛି ଦିନ ପୂର୍ବରୁ ରାଣୀ ପ୍ରିୟଦର୍ଶିନୀ ପିଣ୍ଟୁନନ୍ଦଙ୍କ ପାଇଁ ଏୟାର ପୋର୍ଟରେ ଭିକ୍ଷା ବୃତ୍ତି କରୁଥିବା ଆପଣ ମାନେ ନିହାତି ଭାବେ ଜାଣିଥିବେ । ତେବେ ପିଣ୍ଟୁନନ୍ଦଙ୍କ ପାଇଁ ଭିକ୍ଷାବୃତ୍ତି କରି ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ନିଜ ଉଦାର ହୃଦୟର ପରିଚୟ ଦେଇଥିଲେ । ଆଉ ଏହା ପରେ ପିଣ୍ଟୁନନ୍ଦ ଯେତେବେଳେ ଆର ପାରିକୁ ଚାଲିଯାଇଥିଲେ ସେତେବେଳେ ରାଣୀ ପ୍ରିୟଦର୍ଶିନୀ ମଧ୍ୟ ଦୁଃ-ଖରେ ଭା-ଙ୍ଗି ପଡ଼ିଥିଲେ ।

ତେବେ ବର୍ତ୍ତମାନ ସେହି ରାଣୀ ପ୍ରିୟଦର୍ଶିନୀ ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି । କି ଆଇଟମ ଡ୍ୟାନ୍ସରେ ଅଶୀ-ଳତା ଦେଖାଇବା ଆଦୌ ଉଚିତ ନୁହେଁ । ନିଜ ଡ୍ୟାନ୍ସ ମାଧ୍ୟମରେ ମଧ୍ୟ ଆପଣ ଦର୍ଶକଙ୍କୁ ମନୋରଞ୍ଜନ କରାଇ ପାରିବେ ମାତ୍ର ଯେତେ ଯାହା ଗାଇଡ଼ ଲାଇନ ଆସିଲେ ବି କିଛି ଅଭିନେତ୍ରୀ ଏହାକୁ ମାନୁ ନାହାଁନ୍ତି । ଯାତ୍ରା ଅଭିନେତ୍ରୀ ମାନେ ଅଶୀ-ଳତାକୁ ଭାବୁଛନ୍ତି ଆଇଟମ ଡ୍ୟାନ୍ସର ମୁଖ୍ୟ ।

ହେଲେ ରାଣୀ କହିଛନ୍ତି ସେ ଭାବନ୍ତି କି ଯାହା ପାଖରେ ଟ୍ୟାଲେଣ୍ଟ ନାହିଁ ସେ ଦେହ ଦେଖାନ୍ତି । ଡ୍ୟାନ୍ସରେ ଅଶୀ-ଳତା ଦେଖାଇ ଥାନ୍ତି । ମାତ୍ର ଯାହା ପାଖରେ ଟ୍ୟାଲେଣ୍ଟ ଥାଏ ସେ କେବେ ହେଲେ ମଧ୍ୟ ଦେହ ଦେଖାନ୍ତି ନାହିଁ । କି ଦେହ ଦେଖାଇବା ମଧ୍ୟ ଆଦୌ ଉଚିତ ନୁହେଁ । ତେବେ ଖଣ୍ଡଗିରି ମେଳାରେ ଅଶୀ-ଳତା ଉପରେ ରୋକ ଲଗା ଗଲା ହେଲେ କିନ୍ତୁ ଏହାକୁ କେହି ମାନିଲେ ନାହିଁ । ଷ୍ଟେଜ ଉପରେ ଅଶୀ-ଳତାକୁ ବାରଣ ଥିବା ସତ୍ତ୍ୱେ ଷ୍ଟେଜ ଉପରେ ଅଶୀ-ଳତା ପ୍ରକାଶ କରାଗଲା । ଆଉ ଷ୍ଟେଜ ଉପରେ ଅ-ଶିଳ ଭାଷା ବି କୁହାଗଲା ।

ଆଉ ସେହି କଳାକାରଙ୍କୁ ଯାତ୍ରାକୁ କମିଟି ମେମ୍ବର ଡାକିଲେ ଷ୍ଟେଜ ଉପରେ ମାନପତ୍ର ଦେଇ ସମ୍ମାନିତ ବି କଲେ । ତେବେ ଏହି ସବୁ ମଧ୍ୟରେ ରାଣୀ ପ୍ରିୟଦର୍ଶିନୀ କାହାର ନାଁ ନନେଇ ଅନେକ କିଛି କଥା କହିଯାଇଛନ୍ତି ଯାହା ଅନେକ ଲୋକଙ୍କ ପାଇଁ ନିହାତି ଭାବେ ବାଧିଥିବ ଏ କଥା ବି କହିଛନ୍ତି । ତେବେ ଯେତେବେଳେ ଜଣେ ଯାତ୍ରା କଳାକାର ହୋଇ ଜଣେ ଅଶୀ-ଳତାକୁ ବି-ରୋଧ କରୁଛି ।

ସେତେବେଳେ କିପରି ଆଉ ଜଣେ କଳାକାର ଖଣ୍ଡଗିରି ଯାତ୍ରାରେ ଅଶୀ-ଳତା କୁ ବାରଣ ଥିବା ସତ୍ତ୍ୱେ କିପରି ଅ-ଶିଳ ଭାଷା ସହିତ ଅ-ଶିଳ ଡ୍ୟାନ୍ସ କଲେ । ତା ମାନେ ଏହାର ଅର୍ଥ ହେଉଛି ସେହି ଅଭିନେତ୍ରୀଙ୍କ ପାଖରେ ଆଦୌ ଟ୍ୟାଲେଣ୍ଟ ନାହିଁ ସେ ନିଜ ଟ୍ୟାଲେଣ୍ଟ ଯୋଗୁ ନୁହେଁ ବରଂ ଦେହ ଦେଖାଇ ଲୋକଙ୍କୁ ମନୋରଞ୍ଜନ କରିବାକୁ ଚାହାଁନ୍ତି । କାରଣ ଯାହା ପାଖରେ ପ୍ରତିଭା ଥିବ ସେ ନିଜ ଡ୍ୟାନ୍ସରେ ବି ଦର୍ଶକଙ୍କୁ ମନୋରଞ୍ଜନ କରାଇ ପାରିବ ।

ତେବେ ଏପରି କିଛି କହିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଆଉ ଗଣମାଧ୍ୟମରେ ନିଜର କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି କି ଯିଏ ଡ୍ୟାନ୍ସରେ ଅଶୀ-ଳତା ଦେଖାଉଛି ତାକୁ କେଉଁ ଭାବରେ କମିଟି ମେମ୍ବର ଡାକି ଯାତ୍ରା ମଞ୍ଚ ଉପରେ ସମ୍ମାନିତ କରାଇବା ସହିତ ମାନପତ୍ର ଦେଉଛନ୍ତି ତେବେ ଏଥିରୁ କଣ ଜଣା ପଡୁଛି କେଉଁଠି ନା କେଉଁଠି କମିଟି ମେମ୍ବର ମଧ୍ୟ ଚାହୁଁଛନ୍ତି ଆଉ ଏହାକୁ ପ୍ରସୟ ମଧ୍ୟ ଦେଉଛନ୍ତି । ତେବେ ଏପରି ପରିସ୍ଥିତିରେ ଯାତ୍ରାରେ ଅଶୀଳତା ମଧ୍ୟ ବୃଦ୍ଧି ପାଇବ ଯାହା ଉପରେ ରୋକ ଲଗାଇଲେ ମଧ୍ୟ କିଛି ଲାଭ ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ।

Leave a Reply

Your email address will not be published. Required fields are marked *