ଇନଷ୍ଟାଗ୍ରାମ ରିଲରେ ବଡ଼ ବଡ଼ ଭାଷଣ ମାରୁଥିଲେ ଏବେ କିନ୍ତୁ ଜେଲରେ।

ସବୁ ଝିଅ ଚାହାଁନ୍ତି ସେ ଭଲ ପାଉଥିବା ପୁଅଟି ସବୁ ପୁଅ ଠାରୁ ଭଲ ହେଇ ଥାଉ। ଯାହାକୁ ନେଇ ସେ ସାରା ଜୀବନ ଟିକେ ଗର୍ବ କରି ପାରିବ ଏବଂ ଖୁସିରେ ରହିବ। କିନ୍ତୁ କଥାରେ ଅଛିନା ଚୋର ମୁହଁ ଟାଣ। ଚୋ-ର ଯେତେ ଚୋ-ରି କଲେବି ସେ ନିଜକୁ କେବେ ଚୋର ବୋଲି କୁହେ ନାହିଁ। ହଁ ଆଜ୍ଞା ଇନଷ୍ଟାଗ୍ରାମରେ ଶସ୍ତା ପ୍ରବର୍ଚ୍ଚନ ଦଉଥିବା ମଦନଙ୍କ ଜୀବନର ଏମିତି କିଛି ଘ-ଟିଛି।

ମଦନ ଇନଷ୍ଟାଗ୍ରାମ ଭିଡିଓରେ ବହୁତ୍ ବଡ଼ ବଡ଼ କଥା କହି ସବୁବେଳେ ଷ୍ଟାଇଲ ମା-ରନ୍ତି। ସେ ନିଜକୁ ନେଇ ବହୁତ୍ ଗର୍ବ କରନ୍ତି। ତାଙ୍କର ଏଇ ଷ୍ଟାଇଲ ଦେଖି ଝିଅ ପିଲା ମାନେ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଆନ୍ତି। କିନ୍ତୁ କିଛି ଦିନ ହବ ତାଙ୍କ ପ୍ରେମିକା ତାଙ୍କୁ ଛାଡି ପଳେଇ ଯାଇଛି।

ସେଥିପାଇଁ ସେ କହିଛନ୍ତି ମୁଁ ମୋ ନିଜକୁ ନେଇ ବହୁତ୍ ଗର୍ବ କରେ କାରଣ ମୁଁ ଯାହା ହାତ ଗୋଟେ ଥର ଧରେ ତାକୁ କେବେ ଛାଡ଼େନି ଆଉ ଯାହାକୁ ଥରେ ଘୃଣା କରେ ତାକୁ ବାସି ବାଳରେ ବି ପଚାରେନି। ଯେତେବେଳେ ମଦନଙ୍କ ପ୍ରେମିକା ଜାଣିଲେ ସେ ଜଣେ ଚୋର ବୋଲି ସେ କେମିତି ମଦନଙ୍କୁ ଭଲ ଥାଆନ୍ତେ।

ହଁ ଆଜ୍ଞା ଦିନରେ ଇନଷ୍ଟାଗ୍ରାମରେ ବଡ଼ ବଡ଼ କଥା କହୁଥିବା ମଦନ ରାତିରେ ଚୋ-ରି କରନ୍ତି। ରାଜଧାନୀରେ ପୋ-ଲିସ୍ ମାଦନଙ୍କ ସହିତ ଆଉ ୨୦ ଜଣଙ୍କୁ ଚୋରି କରିବା ସମୟରେ ଗି-ରଫ କରିଛନ୍ତି। ତାଙ୍କ ପାଖରୁ ୨୦ ଟା ଓକିଟକି ସହିତ ବହୁତ୍ ଟଙ୍କା, ମୋବାଇଲ୍ ଏବଂ ଅ-ସ୍ତ୍ରଶ-ସ୍ତ୍ର ଜ-ବତ୍ ହେଇଛି। ପୋ-ଲିସ୍ ଏବେ ମଦନଙ୍କୁ ଇନଷ୍ଟାଗ୍ରାମ ବିଷୟରେ ସବୁ କଥା ଶିଖେଇ ଦେବେ।

Leave a Reply

Your email address will not be published. Required fields are marked *