ରାତିରେ ବୋହୂ ସହ ପ୍ରେମିକକୁ ଧରିଦେଲା ଶ୍ୱଶୁର । କେତେ ଥର ମୋ ବୋହୁ ସହ….ଦେଖନ୍ତୁ ଭିଡିଓ

ଏକ୍ସଟ୍ରାମେରିଟାଲ ଅଫେୟାର ଆଜିକା ସମୟରେ ଏକ ଧନ୍ଦା ପାଲଟି ଗଲାଣି । ଏପରି ବର୍ବର ସ୍ୱଭାବର ଲୋକେ ତେଣୁ ବିବାହ କରିବା ମଧ୍ୟ ଉଚିତ ନୁହେଁ । ସେଭଳି ଲୋକଙ୍କ ପାଇଁ ସମ୍ପର୍କ ଏବଂ କର୍ତ୍ତବ୍ୟ ତାଙ୍କ ଯୌନ ଲାଳସା ସାମ୍ନାରେ ସବୁକିଛି ଛୋଟ । କାରଣ ସେମାନେ ନିଜର ସମ୍ମାନ ହିଁ ଭୁଲି ଯାଆନ୍ତି । ନିଜ ଶାରୀରିକ ଭୋକ ମେଣ୍ଟାଇବା ପାଇଁ ଅନେକ ବିବାହିତ ମହିଳା ଏବଂ ପୁରୁଷ ପରିବାର ଥିବା ସତ୍ତ୍ୱେବି ପର ପୁରୁଷ ଏବଂ ନାରୀ ସହିତ ଅନୈତିକ ସମ୍ପର୍କ ରଖୁଛନ୍ତି । ଏହିସବୁ ଘଟଣା ପୁରୁଣା କାଳରେ ମଧ୍ୟ ଥିଲା । ସେତେବେଳେ କିନ୍ତୁ ଘଟଣା ବାହାରକୁ ଆସୁ ନଥିଲା ।

କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ କାରଣରୁ ଏସବୁ ଘଟଣା ଆଉ ଲୁଚି ରହୁନାହିଁ । ଅଳ୍ପ କେତେଟା ମୁହୂର୍ତ୍ତ ମଧ୍ୟରେ ହିଁ କେତେ କେତେ ବ୍ୟକ୍ତିଙ୍କ ନକଲି ଚେହେରା ସମସ୍ତଙ୍କ ସାମ୍ନାକୁ ଆସି ଯାଉଛି । ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି । ଘଟଣା ଅନୁଯାୟୀ ଜଣେ ବୋହୂ ନିଜ ବୟଫ୍ରେଣ୍ଡକୁ ଘରକୁ ଡାକିଥିବା ସମୟରେ ହଠାତ ଶ୍ୱଶୁର ସାମ୍ନାରେ ଧରା ପଡ଼ିଛି । ଆଉ ଭିଡ଼ିଓରେ ସବୁକିଛି ସ୍ପଷ୍ଟ ଭାବରେ ଶୁଣା ଯାଇଛି । ଶ୍ୱଶୁର ଏହା ମଧ୍ୟ କହିଛି ଯେ ପୁଅ ଟଙ୍କା ଦେଲେ କୁଆଡ଼େ ବୋହୂ ସଜେଇ ହୁଏ ଏବଂ ଶାଢ଼ୀ କିଣେ । ଆଉ ବର୍ତ୍ତମାନ ପର ଲୋକକୁ ଡାକି ସଜବାଜ ହୋଇ କାରନାମା କରୁଛି ।

ତେବେ ଏହା କେବଳ ଥରେ ନୁହେଁ କି ଦୁଇଥର ନୁହେଁ । ଏମିତି ଅନେକଥର ପ୍ରେମିକ ରାତିରେ ବୋହୂ ପାଖକୁ ଆସିଥିଲା । ସେ ଭାବୁଥିଲା ଯେ ଏମିତି କଲେ କେହିବି ଏସବୁ ଜାଣି ପାରିବେ ନାହିଁ । କିନ୍ତୁ ଘରେ ସବୁ ଲୋକ ଏ ବିଷୟରେ ଜାଣି ନେଇଥିଲେ ଏବଂ କେବଳ ସୁଯୋଗକୁ ଅପେକ୍ଷା କରିଥିଲେ ଯେ କେତେବେଳେ ପ୍ରେମିକ ଆସିବ ଏବଂ ପରିବାର ଲୋକେ ତାକୁ ଧରିବେ । ଥିଲା ସମୟରେ ହିଁ ଶ୍ୱଶୁର ଘର ଲୋକେ ବୋହୂ ଏବଂ ପ୍ରେମିକକୁ ଧରିଲେ । ଯେତେବେଳେ ବୋହୂ କନିଆ ବେଶରେ ସଜେଇ ହୋଇଥିଲା । ଆଉ ପ୍ରେମିକ ମଧ୍ୟ ଲୁଚି ଲୁଚି ଘରକୁ ପଶିଥିଲା ।

ଏତିକି ସମୟରେ ଶ୍ୱଶୁର ଯୁବକ ଜଣକୁ ପଚାରିଛି ଯେ ବୋହୂ ଠାରୁ ସେ କେତେ ଟଙ୍କା ନେଇଛି । ଉତ୍ତରରେ ପ୍ରେମିକ ମଧ୍ୟ କହୁଛି ଯେ ସେ ବୋହୂ ଠାରୁ କୁଆଡ଼େ ପାଞ୍ଚ ହଜାର ଟଙ୍କା ନେଇଛି । ତେବେ ଶ୍ୱଶୁର ଏହା ମଧ୍ୟ ପଚାରିଛି ଯେ ପ୍ରେମିକ କେତେଥର ତାଙ୍କ ବୋହୂଙ୍କ ପାଖକୁ ଏମିତି ଲୁଚି ଲୁଚି ଆସିଛି । ଏସବୁ ପରେ ସେ କହିଛନ୍ତି ଯେ ଉଭୟଙ୍କର ଡାକ୍ତରୀ ମଇନା କରି ଘରୁ ବିଦା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ବୋଲି । ତେବେ ଏଭଳି ଏକ ଘଟଣା ଘଟିବା ପରେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *