ପ୍ରଯୋଜକଙ୍କ ବିରୁ-ଦ୍ଧରେ ତାଙ୍କ ଜେ-ଲ ରେ ରହିଥିବା ବନ୍ଧୁ କହିଲେ ଏପରି କିଛି କଥା , ଶୁଣିଲେ ହୋସ ଉଡ଼ିଯିବ

ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତି ପାଲଟି ଯାଇଛନ୍ତି । ଲୋକେ ତାଙ୍କୁ ନେଇ ଅନେକ ଆଲୋଚନା କରିବାରେ ଲାଗିଛନ୍ତି । ପିଣ୍ଟୁ ନନ୍ଦଙ୍କ କଥା ଚାରିଆଡ଼େ ଅଧିକ ଚର୍ଚ୍ଚା ହେବା ଛାଡି ତାଙ୍କୁ ନେଇ ଘରେ ଘରେ ଚର୍ଚ୍ଚା । କାହିଁକି ନା ସେ ଏପରି କିଛି କାମ କରିଛନ୍ତି , ଯେଉଁଥି ପାଇଁ ତାଙ୍କ ବିଷୟରେ ଆଲୋଚନା ନ ହେଲେ ରହି ହେବ ନାହିଁ । ସେ ସାହାଯ୍ୟ କରିବା ବାହାନାରେ ଅନ୍ୟର ଭାବନା ସହିତ ଖେଳିଛନ୍ତି

ଆଉ ତାଙ୍କୁ ଧୋ-କା ଦେଇଥିବା କଥା ନେଇ ଆଲୋଚନା ହେବାରେ ଲାଗିଛନ୍ତି । ତେବେ ଆଜ୍ଞା ହଁ ବ୍ୟକ୍ତି ଜଣକ ହେଉଛନ୍ତି ନିଜକୁ ପ୍ରଯୋଜକ ବୋଲି କହୁଥିବା ସିତାଂଶୁ ମହାନ୍ତି । ନିଜକୁ ଜଣେ କୋଟିପତିର ପରିଚୟ ଦେଉଥିବା ସିତାଂଶୁଙ୍କର ସମସ୍ତ ସତ୍ୟ ଏବେ ପଦାରେ ପଡ଼ିଲାଣି । ନିଜର ଅନେକ ବର୍ଷର ଅପ-ରାଧ ରେକ-ର୍ଡକୁ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି ।

ଆଉ ଏହାରି ମଧ୍ୟରେ ସବୁ କଥା ସାମ୍ନାକୁ ଆସିଲାଣି । ଜଣେ ପ୍ରଯୋଜକ ବୋଲି କହୁଥିବା ବ୍ୟକ୍ତି ଏତେ ତଳକୁ ଖସି ଯାଇପାରନ୍ତି ବୋଲି କେହି ବିଶ୍ବାସ କରିପାରିବେ ନାହିଁ । ଏଇ କିଛି ଦିନ ଆଗରୁ ତାଙ୍କୁ ନେଇ ଅନେକ ସତ କଥା କହିଥିଲେ ତାଙ୍କର ଜଣେ ବନ୍ଧୁ । କିପରି ସେ ତାଙ୍କର କାର ଚୋ-ରି କରି ନେଇ ଯାଇଥିଲେ ଆଉ ତାଙ୍କ ଠାରୁ ଟଙ୍କା ମା-ରି ନେଇଥିଲେ ସେ କଥା ମଧ୍ୟ କହିଥିଲେ ।

ବର୍ତ୍ତମାନ ସମୟରେ ଆଉ କିଛି କଥା ଆଲୋଚନା ହେବାରେ ଲାଗିଛି । କିପରି ଜେ-ଲ ମଧ୍ୟରେ ଦିନ ରହୁଥିବା ଠ-କ ପ୍ରଯୋଜକ ନିଜର ଜେଲ ସାଥିଙ୍କୁ ଏପରି କିଛି କଥା କହିଥିଲେ , ଯାହା ବର୍ତ୍ତମାନ ଗଣମାଧ୍ୟମ ଆଗରେ ଖୋଲି କହି ଦେଇଛନ୍ତି , ତାଙ୍କ ସହିତ ଜେ-ଲ ମଧ୍ୟରେ ରହୁଥିବା ତାଙ୍କର ସାଥି । ଆଉ ବର୍ତ୍ତମାନ ସମୟରେ ସବୁ ସତ ଧ-ରା ପଡିଯାଇଛି ।

ସୂଚନା ଅନୁଯାୟୀ , ବ୍ୟକ୍ତି ଜଣକ ନାମରେ ଏକାଧିକ ଜେ-ଲରେ ଅପ-ରାଧ ରେ-କର୍ଡ ରହିଛି । କେଉଁଠି ଚୋ-ରି ତ ଆଉ କେଉଁଠି କାହାକୁ ହଇ-ରାଣ କରିବା ଆଉ ପୁଣି କାହା ଠାରୁ ଟଙ୍କା ଚୋ-ରି କରିବା । ଏପରି ଅନେକ କଥା ନେଇ ତାଙ୍କ ନାମରେ ଭୁବନେଶ୍ଵରର ଅନେକ ଥା-ନାରେ ମାମ-ଲା ରୁଜୁ ହୋଇଛି । ଆଉ ଏପରିକି ସେ ଜେ-ଲରେ ମଧ୍ୟ କିଛି ଦିନ ରହିଛନ୍ତି । ଏହାରି ମଧ୍ୟରେ ସେ ଜେ-ଲରେ ରହୁଥିବା ସମୟରେ ତାଙ୍କ ସହିତ ଜଣେ ବ୍ୟକ୍ତି ରହୁଥିଲେ ।

ଯାହାଙ୍କୁ ସେ ଏପରି କିଛି କଥା କହିଥିଲେ ଆଉ ଯାହାକୁ ବର୍ତ୍ତମାନ ବ୍ୟକ୍ତି କହିଛନ୍ତି। ସେ କହିଛନ୍ତି କି , ଜଣେ ସାଧାରଣ ପିଲା ହୋଇ କଥା ତାଙ୍କର ବହୁତ ବଡ ବଡ ଥିଲା । ସେ ନିଜକୁ ଜଣେ କୋଟିପତି ଭାବରେ ଦେଖନ୍ତି । କିନ୍ତୁ ତାଙ୍କ ପାଖରେ କିଛି ଟଙ୍କା ନାହିଁ । ଏପରିକି ସେ କହିଥିଲେ କି , ମୋ ପାଖରେ ଏତେ ଟଙ୍କା ଅଛି କି , ମୁଁ ଏହି ଜେ-ଲ ମଧ୍ୟରେ ରହୁଥିବା ଲୋକଙ୍କୁ ବାହାର କରିପାରିବି ।

ଆଉ ଏପରିକି ମୁଁ ଜଣେ ଭଲ ପ୍ରଯୋଜକ । ଅନେକ ନୂଆ ନୂଆ ଝିଅକୁ ମୁଁ କାମ କରିବା ପାଇଁ ସୁଯୋଗ ଦେଇଥାଏ । ତେଣୁ ମୋ ପାଖକୁ ଆସିଲେ କେହି ବି ଠ-କିବେ ନାହିଁ । ମୁଁ ସମସ୍ତଙ୍କ ପାଇଁ ବହୁତ କିଛି କରିଥାଏ । ଆଉ ଯଦି ତୁମେ ମୋ ସହିତ ମିଶିବ , ତେବେ ମୁଁ ତୁମକୁ ଝିଅ ମାନଙ୍କ ସହିତ ଶାରୀ-ରିକ ସଂ-ପର୍କ ରଖିବା ପାଇଁ ସୁଯୋଗ ଦେବି । ରାତାରାତି ଅନେକ ଝିଅ ତୁମ ପାଖକୁ ଆସିବେ ବୋଲି ସେ କହିଥିଲେ ।

ଯାହାକୁ ବର୍ତ୍ତମାନ ଖୋଲାଖୋଲି ଭାବରେ କହି ଦେଇଛନ୍ତି ବ୍ୟକ୍ତି ଜଣକ । କାହିଁକି ସେ ଏପରି କାମ କରିଥିଲେ, ସେ କଥା ସେ ଜାଣନ୍ତି ନାହିଁ କିନ୍ତୁ ଏତିକି କଥା ଜାଣିଛନ୍ତି ଯେ , ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ସେ ନିଜକୁ ଜଣେ ବଡ ଲୋକ ବୋଲି ଭାବିଥାଆନ୍ତି । ତେଣୁ ବର୍ତ୍ତମାନ ସମୟରେ ସେ ପିଣ୍ଟୁ ନନ୍ଦଙ୍କ ସହିତ ଯାହା କରିଛନ୍ତି , ସେଥିପାଇଁ ତାଙ୍କୁ ଦ-ଣ୍ଡ ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *