ଆକ୍ସିଡେଣ୍ଟ ବେଳେ ପୁରା ସୁସ୍ଥ ମେଡ଼ିକାଲ ବେଡ଼ରେ ରାଣୀ ଅସୁସ୍ଥ କେମିତି ?

ବନ୍ଧୁଗଣ ରାଣୀ ପଣ୍ଡାଙ୍କ ଗାଡି ଦୁର୍ଘ-ଟଣାରେ ଅକାଳରେ ଝଡି ପଡିଛି ଜଣଙ୍କର ଜୀବନ।ଆଉ ଗାଡି ଦୁର୍ଘ-ଟଣାରେ ଚାଲିଯାଇଛି ଏକ ଯୁବକଙ୍କ ଜୀବନ। ସବୁଦିନ ପାଇଁ ଯୁବକ ଜଣଙ୍କ ଆଖି ବୁଝି ଦେଇଛନ୍ତି। ହେଲେ ଏହି ଦୁର୍ଘ-ଟଣା ସମୟର ଭିଡିଓ ଆପଣ ମାନେ ନିହାତି ଭାବେ ଦେଖିଥିବେ। ଏହି ଦୁର୍ଘ-ଟଣା ସମୟର ଯେଉଁ ଫଟୋ ଭାଇରାଲ ହୋଇଥିଲା ତାହା ଆପଣ ମାନଙ୍କ ମନରେ ଏବେ ମଧ୍ୟ ଥିବ।

ହେଲେ ବନ୍ଧୁଗଣ ପ୍ରତିଟି ସମୟରେ ଟିକ ନିଖି ରାଣୀ ପଣ୍ଡାଙ୍କ ବିଷୟରେ ସୂଚନା ଦେଉଥିବା ରାଣୀ ପଣ୍ଡାଙ୍କ ଫ୍ୟାନ୍ସ କ୍ଳବ ରେ ଏବେ ଏକ ଫଟୋ ପୋଷ୍ଟ ହୋଇଛି ଯାହା ରାଣୀ ପଣ୍ଡାଙ୍କ ଅଗଣିତ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। କିପରି ରାଣୀ ପଣ୍ଡା ଅସୁସ୍ଥ ହେଲେ ? ଦୁର୍ଘ-ଟଣା ସମୟରେ ଯିଏ ସୁସ୍ଥ ଥିଲେ ସେ ହଟାତ କିପରି ସାଂଘା-ତିକ ଅସୁସ୍ଥ ହୋଇ ଡାକ୍ତରଖାନା ବେଡ଼ରେ ଭର୍ତ୍ତି ହେଲେ। ଆଉ ସେହି ଫଟୋକୁ ଦେଇଖିଲେ ଲାଗୁଛି ରାଣୀ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ଅଛି।

ହେଲେ ସବୁ ଠିକ ଭିତରେ ରାଣୀଙ୍କ ଫଟୋ ଭାଇରାଲ ହେବା ପରଠାରୁ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି। ଲୋକଙ୍କ ମନରେ ଏହି ଫଟୋକୁ ନେଇ ମେଞ୍ଚା ମେଞ୍ଚା ପ୍ରଶ୍ନ। କିଏ କହୁଛି ରାଣୀ ସିମ୍ପାଥି ପାଇବାକୁ ମି-ଛରେ ଏଭଳି ନାଟକ କରୁଛନ୍ତି ତ ଆଉ କିଏ କହୁଛି ମିଛରେ ରାଣୀ ସିମ୍ପାଥି ପାଇବା ପାଇଁ ଲୋକେ ତାଙ୍କ ଉପରେ ଖପା ନହେବା ପାଇଁ ରାଣୀ ପଣ୍ଡା ଏଭଳି ଅଭିନୟ କରୁଛନ୍ତି। ହେଲେ ପ୍ରକୃତରେ କିଏ ସତ କିଏ ମି-ଛ। କଣ ଠିକ କଣ ଭୁଲ ତାର ଉତ୍ତର କେବଳ ରାଣୀ ପଣ୍ଡା ହିଁ ଦେଇ ପାରିବେ।

ତେବେ ରାଣୀ ପଣ୍ଡା ଏବେ ମେଡ଼ିକାଲ ବେଡ଼ରେ ଥିବା ବେଳେ ଫଟୋରୁ ଦେଖିବାକୁ ମିଳିଛି କି ରାଣୀ ପଣ୍ଡା ସାଲାଇନ ନେଉଛନ୍ତି ଗୋଡ଼ରେ ବ୍ୟାଣ୍ଡେଡ଼ ହୋଇଛି ମୁହଁ ମଧ୍ୟ ଫାଟି ଯାଇଛି କେଉଁଠି ବ୍ୟାଣ୍ଡେଜ ହୋଇଛି ତ ଆଉ କେଉଁଠି ଫ୍ୟାକଚର ହେଲା ପରି ଦେଖିବାକୁ ମିଳୁଛି। ଆଉ ଏହି ଘଟ-ଣା ଦେଖି ଲୋକେ ଏବେ ନା ନା କଥା ଆଲୋଚନା କରୁଛନ୍ତି।

ରାଣୀ ପଣ୍ଡା ୟୁଟୁବର ସାହୁ ବାବୁଙ୍କ ବାହାଘର ଭୋଜି ସାରି ଫେରିବା ସମୟରେ ତାଙ୍କ କାର ସହ ଏକ ବାଇକର ଦୁର୍ଘ-ଟଣା ହୋଇଥିଲା। ଆଉ ଘଟଣା ସ୍ଥଳରେ ହିଁ ବାଇକ ଆରୋ-ହୀଙ୍କ ମୃ-ତ୍ୟୁ ଘଟିଥିଲା। ତେବେ ବାଇକ ଆରୋହି ଜଣଙ୍କ ଆର ପାରିକୁ ଚାଲିଯାଇଥିବା ବେଳେ ରାଣୀ ପଣ୍ଡା ଏବେ ଅସୁସ୍ଥ କିନ୍ତୁ ଏହି କଥାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଜନ ସାଧାରଣ ।

କାରଣ ପ୍ରଶ୍ନ କରିଛନ୍ତି କି ଦୁର୍ଘ-ଟଣା ସମୟରେ ରାଣୀ ପଣ୍ଡା ଏକ ଦମ ସୁସ୍ଥ ଥିବା ଫଟୋ ଦେଖିବାକୁ ମିଳିଥିଲା ହେଲେ ଦୁର୍ଘ-ଟଣା ପରେ ହଟାତ କିପରି ଅସୁସ୍ଥ ହୋଇ ପଡିଲେ। ସେପଟେ ସାହୁ ବାବୁଙ୍କ ବିବାହରେ ରାଣୀ ପଣ୍ଡା ଅନେକ ମସ୍ତି କରିଥିଲେ ଯାହାର ଫଟୋ ଭିଡିଓ ରାଣୀ ପଣ୍ଡାଙ୍କ ଇଂଷ୍ଟାଗ୍ରାମରେ ଦେଖିବାକୁ ମିଳୁଥିଲା। ରାଣୀ ପଣ୍ଡା ସାହୁ ବାବୁଙ୍କ ସାଥିରେ ଏକ ରିଲିସ ମଧ୍ୟ କରିଥିଲେ ହେଲେ ଦୁଃ-ଖର କଥା ସାହୁ ବାବୁଙ୍କ ଭୋଜି ରୁ ଫେରିବା ବେଳେ ଘଟିଥିଲା ଏଭଳି ଦୁର୍ଘ-ଟଣା।

ରାଣୀ ପଣ୍ଡା ସମସ୍ତଙ୍କ ହୃଦୟରେ ରହିଛନ୍ତି। ବିପଦ ସମୟରେ ସମସ୍ତଙ୍କ ପାଖରେ ସମୟ ଅସମୟରେ ଛିଡା ହୋଇ ଅନେକ ସାହାଯ୍ୟ ମଧ୍ୟ କରିଛନ୍ତି। ସମସ୍ତେ ରାଣୀ ପଣ୍ଡାଙ୍କୁ ଖୁବ ଭଲ ପାଆନ୍ତି କାରଣ ରାଣୀ ପଣ୍ଡା ଛୋଟ ଦିନରୁ ସଂଘର୍ଷ କରି ବଡ଼ ହୋଇଛନ୍ତି। ଆଉ ରାଣୀ ପଣ୍ଡା ଗରିବ ଅସହାୟଙ୍କ ବିପ-ଦର ବନ୍ଧୁ ହୋଇଛନ୍ତି। ଆଉ ରାଣୀ ପଣ୍ଡାଙ୍କ ଓଡ଼ିଶାର ଜନ ସାଧାରଣ ଖୁବ ଭଲ ପାଉଥିବା ବେଳେ ରାଣୀ ସମସ୍ତଙ୍କ ହୃଦୟରେ ଅଛନ୍ତି। ତେବେ ବର୍ତ୍ତମାନ ରାଣୀଙ୍କୁ ନେଇ ଯେଉଁ ଅଘ-ଟଣ ଘ-ଟିଛି ତାହା ଉପରେ ସାରା ଓଡିଶା ବାସୀଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *