ରକ୍ତ ପରୀକ୍ଷା କରିବାକୁ ନେଇ ସ୍ୱାମୀ ବିକି ଦେଲା ସ୍ତ୍ରୀ କିଡନୀ।

ଟଙ୍କା ଲୋଭି ସ୍ୱାମୀର ଅ-ଦ୍ଭୁତ କା-ଣ୍ଡ।ଯେଉଁ ସ୍ୱାମୀ ଦିନେ ପ୍ରେମ କରି ବିବାହ କରିଥିଲା ସେହି ସ୍ୱାମୀ ଟଙ୍କା ପାଇଁ ଏତେ ତଳକୁ ଖସିଗଲା। ସାମାନ୍ୟ ଟଙ୍କା ପାଇଁ ଯାହା ହାତ ଧରିଥିଲା ସ୍ୱାମୀ ତା ସହ ଛଳନା କରି ଏମିତି ଏକ କା-ଣ୍ଡ ଭିଆଇ ବସିଲା। ଯାହା ବାସ୍ତବରେ ସମସ୍ତଙ୍କ ପାଇଁ ଏକ ଆଷ୍ଟର୍ଯ୍ୟ ଜନକ ଘ-ଟଣା ଘ-ଟିଛି। ଏମିତି ଘ-ଟଣା ବୋଧେ ହୁଏ ସମସ୍ତଙ୍କ ପାଇଁ ନୂଆ। କାରଣ କେଉଁ ସ୍ୱାମୀ କେବେ ତା ସ୍ତ୍ରୀ ସହ ଏପରି କା-ଣ୍ଡ ଭିଆଇ ଥିବ ତାହା ନିହାତି ବିରଳ ବୋଲି କୁହାଯାଇ ପାରେ।

ଆଉ ଏ ଘ-ଟଣା ସାମ୍ନାକୁ ଆସିଛି ଉପାନ୍ତ ଅଞ୍ଚଳ ମାଲକାନଗିରି ଜିଲ୍ଲାରୁ। ସ୍ତ୍ରୀ ଏକ ସାଙ୍ଘା-ତିକ ଅଭି-ଯୋଗ ଆଣି ଥା-ନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ତ୍ରୀଙ୍କ କହିବା କଥା ଯେଉଁ ସ୍ୱାମୀଙ୍କୁ ସେ ପ୍ରେମ ବିବାହ କରିଥିଲେ ତାଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ପାଦରେ ପଦ ମିଶାଇ ହାତରେ ହାତକୁ ଧରି ଜୀବନ ସାରା ସାଥି ହୋଇ ରହିବାକୁ ପଣ କରିଥିଲେ

ଆଜି ସେହି ସ୍ୱାମୀ ସବୁକିଛି ଭୁଲି ଯାଇ ମୋ ସହ ଛଳନା କଲେ। ମୁଁ ପାଠ ପଢିନି ବୋଲି ମୋ ଦେହ ଅସୁସ୍ଥ ଥିବା ସମୟରେ ମୋ ସ୍ୱାମୀ ମତେ ର-କ୍ତ ପରୀକ୍ଷା ହେବ ବୋଲି କହି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ ସେଠାରେ ମୋ କିଡନୀ କୁ ବିକ୍ରି କରି ଦିଆଗଲା। ମତେ ନି-ଶା ଇଂଜେକସନ ଦେଇ ଏପରି କରାଗଲା।

ଯେତେବେଳେ ମୋ ସେନ୍ସ ଆସିଲା ସେତେବେଳେ ମୁଁ ଜାଣିଲି କି ମୋ କିଡନୀ କୁ ମୋ ରା-କ୍ଷାସ ସ୍ୱାମୀ ବିକ୍ରି କରି ଦେଇଛି ମୁଁ ସ୍ୱାମୀକୁ ପ୍ରଶ୍ନ କରିଥିଲି କାହିଁକି ମୋ ସାଥିରେ ଏପରି କଲ କି ଭୁଲ କରିଥିଲି ମୁଁ ତୁମର। ମୋ ସ୍ୱାମୀ କହିଲେ ଆମେ ଅ-ଭାବ ଅସୁବିଧାରେ ଚଳୁଥିଲେ ଏବେ ଆମେ ଶାନ୍ତିରେ ରହିବା। ଆମ ଘରେ ଆଉ କୌଣସି ଅସୁବିଧା ରହିବ ନାହିଁ। ଆମେ ସୁଖର ସଂସାର କରିବା। ସ୍ତ୍ରୀ ଗଣ ମାଧ୍ୟମ ସମ୍ମୁଖରେ କହିଛନ୍ତି କି ମୁଁ ଭାବିଲି ଯାହା ହେବା କଥା ହେଲାଣି ଯେତିକି ଦିନ ବଞ୍ଚିବି ସ୍ୱାମୀ ଆଉ ଛୁଆଙ୍କ ସହ ରହି ଖୁସିରେ ଜୀବନ କା-ଟିଦେବି।

ହେଲେ ଏତେ କିଛି ହୋଇଗଲା ପରେ ମୋ କିଡନୀକୁ ବିକ୍ରି କରି ସ୍ୱାମୀଙ୍କ ମନ ବୁଝିଲାନି ଯେ ମୋ ସ୍ୱାମୀ ଓ ତାଙ୍କ ଭଉଣୀ ମିଶି ଆଉ ଏକ ଝିଅକୁ କୋର୍ଟ ମ୍ୟାରେଜ କରିବାକୁ ବାହାରିଛନ୍ତି। ମୋ ସହ ଛଳନା କରି ମୋର ସବୁକିଛି ଲୁ-ଟି ନେଇ ସାରିବା ପରେ ମୋ ସ୍ୱାମୀ ମୋ ବିଶ୍ୱାସ ରେ ବି-ଷ ଦେଇଛନ୍ତି ତେଣୁ ମୋ ସ୍ୱାମୀଙ୍କୁ ଓ ତାଙ୍କ ଭଉଣୀଙ୍କୁ ପୋ-ଲିସ ଗି-ରଫ କରି ଜେ-ଲ ପଠାଉ ବୋଲି ମହିଳା ଜଣଙ୍କ ଅନୁରୋଧ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ମହିଳାଙ୍କୁ ନ୍ୟା-ୟ କେବେ ମିଳୁଛି।

Leave a Reply

Your email address will not be published. Required fields are marked *