ଏହି ସ୍ଥାନରେ ପଥର ବି ଦେଇଥାଏ ଅଣ୍ଡା , ଚୋ-ରୀ କରୁଥିବା ଲୋକ ହୋଇଯାଏ ଭାଗ୍ୟବାନ , ଆଖି ସାମ୍ନାରେ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ :-

ପୃଥିବୀର ପ୍ରତ୍ୟେକ ପ୍ରାକୃତିକ ଘ-ଟଣା ଗୁଡ଼ିକ ବିଷୟରେ ସମସ୍ତେ ଜାଣି ପାରିବେ ନାହିଁ । ସାରା ଦୁନିଆରେ ଆଜିବି ଏମିତି କିଛି ସ୍ଥାନ ଅଛି ଯେଉଁଠି ରହସ୍ୟମୟ ଜିନିଷ ତିଆରି ହୋଇଛି । ସାଧାରଣ ଲୋକ ଠାରୁ ବୈଜ୍ଞାନିକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ହିଁ ଦ୍ଵନ୍ଦରେ ଅଛନ୍ତି ଯେ ଏପରି ଅଦ୍ଭୁତ ଘ-ଟଣା କିପରି ସମ୍ଭବ ହୋଇପାରେ । ଆଜି ଆମେ ଆପଣଙ୍କୁ ଚୀନର ଏକ ରହ-ସ୍ୟ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଏକ ଚଟାଣ ଏପରି ଅଛି ଯାହା ବର୍ଷରେ ଥରେ ଡ୍ରଜନ ଅଣ୍ଡା ଦେଇଥାଏ ।

ଚୀନର ଗିଝୋଉ ପ୍ରାନ୍ତରେ ଏକ ଏପରି ଚଟାଣ ବିଷୟରେ ସୂଚନା ମିଳିଛି ଯାହା ପ୍ରତି ୩୦ ବର୍ଷରେ ଅଣ୍ଡା ଦେଇଥାଏ । ଏହି ଘଟ-ଣା ସମ୍ବ-ନ୍ଧରେ ଜାଣିବା ପାଇଁ ବୈଜ୍ଞାନିକ ମାନେ ନିଜ ମତ ରଖିଲେ । କିନ୍ତୁ ଲୋକେ ସେହି ପଥରର ଅଣ୍ଡା ପାଇବାକୁ କିଛିବି କରିବାକୁ ପ୍ରସ୍ତୁତ ଥିଲେ । କାରଣ ସେମାନଙ୍କ ଅନୁଯାୟୀ ତାହା ଅତ୍ୟନ୍ତ ଶୁଭ ଥିଲା ।

ସାଧରଣତଃ ସମସ୍ତେ ଜାଣିଥିବେ ଯେ କୁକୁଡ଼ା କିମ୍ବା ଅନ୍ୟ ପକ୍ଷୀ ଅଣ୍ଡା ଦେଇଥାନ୍ତି । ମାତ୍ର ‘ ଦ ମେଟ୍ରୋ ‘ ରେ ପବ୍ଲିସ ହୋଇଥିବା ଏକ ରି-ପୋର୍ଟ ମୁତାବକ ଚୀନର ଏହି ଚଟାଣ ଅଣ୍ଡା ଦେଇଥାଏ । ଏହି ଚଟାଣ ପୁରା ତିନି ବର୍ଷ ପର୍ଯ୍ୟନ୍ତ ଅଣ୍ଡାକୁ ନିଜ ପେଟ ଭିତରେ ରଖିଥାଏ ଏବଂ ତିନି ବର୍ଷ ପରେ ଅଣ୍ଡା ଚଟାଣ ଠାରୁ ଅଲଗା ହୋଇଯାଏ । ଏହି ଚଟାଣର ଉଚ୍ଚତା ୧୯ ଫୁଟ ଏବଂ ଦୈର୍ଘ୍ୟ ୬୫ ଫୁଟ ଅଟେ । ଏହି ଅ-ଦ୍ଭୁତ ଏବଂ ଅକଳ୍ପନିୟ ଘଟ-ଣାକ୍ରମକୁ ଦେଖିବା ପାଇଁ ସମଗ୍ର ଚୀନରୁ ଲୋକେ ଏଠାକୁ ଆସିଥାନ୍ତି ଏବଂ ପ୍ରାର୍ଥନା କରିଥାନ୍ତି ଯେ ସେହି ଅଣ୍ଡା ମିଳିଯାଉ ବୋଲି । ଏପରି କୁହାଯାଏ ଯେ ସେହି ଅଣ୍ଡା ଚୋ-ରି କରିବାକୁ ଭାଗ୍ୟ ମାନା ଯାଏ ।

ଗୁଲୁଗାଁର ନିକଟସ୍ଥ ତିଆରି ହୋଇଥିବା ଏକ ଗୁମ୍ଫା ବିଷୟରେ ସେଠାକାର ଲୋକଙ୍କ କହିବା କଥା ଯେ ସେମାନେ ନିଜ ଗୁରୁଜନ ମାନଙ୍କ ଠାରୁ ଏହି ବିଷୟରେ ଜାଣିବାକୁ ପାଇଥିଲେ । ଏହାକୁ ସମସ୍ତେ ଭାଗ୍ୟ ମଣୁଥିବାରୁ ସବୁ ଲୋକ ସେହି ଅଣ୍ଡାକୁ ନେଇଯିବାକୁ ଚାହାଁନ୍ତି । ସେଠାରୁ ପ୍ରାୟ ୭୦ ଟି ଅଣ୍ଡା ଏବେ ସୁଦ୍ଧା ସଂର-କ୍ଷିତ କରାଯାଇଛି । ମାତ୍ର ବାକି ଅଣ୍ଡା କେହି କେହି ଚୋ-ରୀ କରି ନେଇ ଯାଇ ବିକ୍ରି କରି ଦେଇଛନ୍ତି ।

ଏହି ରହସ୍ୟମୟୀ ଚଟାଣଟି ଚନ ଦନ ନାମରେ ଜଣାଯାଏ । ଏହି ଅଣ୍ଡା ଦେଉଥିବା ଚଟାଣ କଳା ରଙ୍ଗର ହୋଇଥାଏ । ଏହା ନିଜେ ନିଜେ ଚଟାଣରୁ ଅଲଗା ହୋଇଯାଏ ଏବଂ ତିରିଶ ବର୍ଷ ପରେ ସମ୍ପୂର୍ଣ୍ଣ ଅଲଗା ହୋଇଯାଏ । ଯେପରିକି କୌଣସି ପ୍ରକାରର ନେଚୁରାଲ ପ୍ର-ସବ ପ୍ରକ୍ରିୟା ହୋଇଛି ।

ଏହି ଅଣ୍ଡା କଳା ଏବଂ ଥଣ୍ଡା ହୋଇଥାଏ । ଚୀନ ଲୋକଙ୍କ କହିବା କଥା ଯେ ଏହି ଅଣ୍ଡା ବଡ଼ ସୌଭଗ୍ୟର ପ୍ରତୀକ ଅଟେ । ସେଥିପାଇଁ ଲୋକେ ଏହା ପାଇବାକୁ ଚାହାଁନ୍ତି । ମାତ୍ର ଲୋକେ ତାହାକୁ କେବଳ ଦେଖି ଫେରି ଯାଆନ୍ତି କାରଣ ସମସ୍ତଙ୍କ ଭାଗ୍ୟରେ ତାହା ନଥାଏ । ସେଠାରେ ଉପସ୍ଥିତ ଥିବା ସମୟରେ ଯଦି ଅଣ୍ଡା ପଡ଼େ ତେବେ ଲୋକେ ତାହାକୁ ନେଇ ଘରକୁ ଯାଇପାରିବ ।

ଏହି ଅଣ୍ଡାର ରହ-ସ୍ୟକୁ ସମାଧାନ କରିବା ପାଇଁ ବୈଜ୍ଞାନିକ ମାନେ ଅନେକ ବର୍ଷରୁ ଲାଗିଛନ୍ତି । ଭୂ ବୈଜ୍ଞାନିକଙ୍କ ମୁତାବକ ଏହି ଚଟାଣ କୋଟି କୋଟି ବର୍ଷ ପୁରୁଣା ଅଟେ । ଏହି କ୍ଷେତ୍ରରେ କରାଯାଇଥିବା ଭୂବୈଜ୍ଞାନିକ ପରୀକ୍ଷଣରୁ ଜଣା ପଡ଼ିଥାଏ ଯେ ଚଟାଣଟି ପ୍ରାୟ ୫୦୦ ମିଲିୟନ ବର୍ଷ ପୂର୍ବରୁ କେମ୍ବ୍ରିୟନ କାଳରେ ତିଆରି ହୋଇଥିଲ ।

ତାହା ସେହି କୈଲକେରିଅସ ଚଟାଣର ଖାସ ଅଂଶ ଅଟେ । ଏହି ଚଟାଣର ଖାସ ଅଂଶ ମାଉଣ୍ଟ ଗେଣ୍ଡେଗ କ୍ଷେତ୍ରରେ ଆସିଥାଏ । ସେଠାରେ କାମ କରି ସାରିଥିବା ବିଶେଷଜ୍ଞଙ୍କ କହିବା କଥା ଯେ ଚଟାଣ ତିଆରି ହେବା ଏବଂ ନ-ଷ୍ଟ ହେବା ସମୟ ମଧ୍ୟରେ ହୋଇଥିବା କୌଣସି ପ୍ରତି-କ୍ରିୟା କାରଣରୁ ଖାସ ଅଣ୍ଡା ଆକୃତି ଅଂଶର ନିର୍ମାଣ ହୋଇଥାଇ ପାରେ ।

Leave a Reply

Your email address will not be published. Required fields are marked *