ପତ୍ନୀକୁ ହ-ତ୍ୟା କଲା ନୃ-ଶଂସ ସ୍ଵାମୀ , ଶ-ବ ସହ କଟାଇଲା ଗୋଟିଏ ରାତି

ବୃଦ୍ଧ କାଳେ ଏପରି କା-ଣ୍ଡ । ବୟସର ଅପରାହ୍ନରେ ପହଞ୍ଚିବା ପରେ ମଧ୍ୟ ସମ୍ପ-ର୍କରେ ଫାଟ ତିଆରି କଲା ସନ୍ଦେହ । ସ୍ତ୍ରୀକୁ ହ-ତ୍ୟା କରିଦେଲା ରା-କ୍ଷସ ସ୍ଵାମୀ । ଭୁଲି ଗଲା ସବୁକିଛି ଆଉ ବାସ୍ ଆଖି ଆଗକୁ ଯାହା ଆସିଲା , ସେଥିରେ କଲା ହ-ତ୍ୟା । ବୃଦ୍ଧ ବୟସରେ ବି ସ୍ତ୍ରୀ ଉପରୁ ହଟିଲା ନାହିଁ ସ-ନ୍ଦେହ । ଆଉ ସ୍ତ୍ରୀ ଶୋଇଥିବା ସମୟରେ ନେଇଗଲା ଜୀବନ । ବାସ୍ତବରେ ଘଟ-ଣାଟି ଅତ୍ୟନ୍ତ ଲୋ-ମଟା-ଙ୍କୁରା ଅଟେ ।

ଏପରି ଏକ ଘ-ଟଣା ଘଟିଛି ବେତନଟୀ ବ୍ଲକ ଆମ୍ବଗଡ଼ିଆ ପଞ୍ଚାୟତ ପୁରୁଣାପାଣି ଗାଆଁରେ । ମୃ-ତ ମହିଳା ଜଣକ ହେଉଛନ୍ତି ଗୌରମୋହନ ସିଂଙ୍କ ପତ୍ନୀ ବୋଇସାକ୍ଷୀ ସିଂ । ଗୌରମୋହନ ଦୀର୍ଘ ୧୪ ବର୍ଷ ହେବ ନିଜ ସମ୍ପ-ର୍କୀୟଙ୍କୁ ହ-ତ୍ୟା କରିବା ମାମ-ଲାରେ ଜେ-ଲ ଦ-ଣ୍ଡ ଭୋଗିଥିଲେ ଆଉ ମାତ୍ର କିଛି ବର୍ଷ ଆଗରୁ ଘରକୁ ଫେରିଥିଲେ । ତେବେ ଏହି ସମୟ ମଧ୍ୟରେ ହଠାତ ତାଙ୍କ ମନ ଭିତରେ ସ୍ତ୍ରୀଙ୍କ ପ୍ରତି ସନ୍ଦେ-ହ ସୃଷ୍ଟି ହୋଇଥିଲା ।

ତେବେ ଏହାପରେ ସେ ନିଜକୁ ଅଟକାଇ ପାରି ନଥିଲେ । ବୃଦ୍ଧ ବୟସରେ ବି ସେ ଏପରି କା-ଣ୍ଡ ଘଟାଇ ଥିଲେ । ଯାହା ଅତ୍ୟନ୍ତ ଲ-ଜ୍ଜାଜ-ନକ ଅଟେ । ତେବେ ଗତକାଲି ରାତିରେ ଘରେ ସମସ୍ତେ ଖାଇ ପିଇ ଶୋଇବାକୁ ଯାଇଥିଲେ । ଆଉ ଏହାପରେ ସ୍ଵାମୀ ସ୍ତ୍ରୀ ମଧ୍ୟ ଗୋଟିଏ କଠୋରିକୁ ଆସି ଶୋଇ ଥିଲେ । ଏତିକି ସମୟ ମଧ୍ୟରେ ସ୍ଵାମୀ ଗୌରମୋହନଙ୍କ ମନରେ ସ୍ତ୍ରୀଙ୍କ ପାଇଁ ଜ-ଳୁଥିବା ନି-ଆଁ ଲାଗି ଯାଇଥିଲା ।

ଆଉ ନିଜର କ୍ରୋ-ଧ ଅସମ୍ଭାଳ ଥିଲା । ତେଣୁ ଗୌରମୋହନ ପାଖରେ ଥିବା ଏକ ଧାରୁଆ ଅସ୍ତ୍ର ଆଣି ସ୍ତ୍ରୀଙ୍କ ମୁଣ୍ଡକୁ ଆ-ଘାତ କରିଥିଲେ । ଯାହା ଫଳରେ ସ୍ତ୍ରୀଙ୍କ ମୁଣ୍ଡରୁ ଅତ୍ୟନ୍ତ ର-କ୍ତସ୍ରା-ବ ହୋଇଥିଲା । ଆଉ ଘଟ-ଣା ସ୍ଥଳରେ ହିଁ ବୋଇସାକ୍ଷୀଙ୍କ ମୃ-ତ୍ୟୁ ହୋଇ ଯାଇଥିଲା । ଏହାପରେ ଗୌରମୋହନ ସ୍ତ୍ରୀଙ୍କ ଶ-ବ ପାଖରେ ବସି ସ୍ତ୍ରୀଙ୍କ ସହିତ କଟାଇ ଥିବା ସବୁ କଥା ମନେ ପକାଇଥିଲେ ଆଉ କୁଆଡେ ବି ଯାଇ ନଥିଲେ । ତେବେ ସକାଳେ ପୁଅ ଉଠି ଦେଖିଲା ବେଳକୁ ମାଆଙ୍କର ଏପରି ଅବସ୍ଥା ହୋଇଥିଲା । ତେବେ ଏହାପରେ ସେ ପୋଲି-ସକୁ ଏ ବିଷୟରେ ଜଣାଇ ଥିଲେ ।

Leave a Reply

Your email address will not be published. Required fields are marked *