ବାପା ମାଆଙ୍କୁ ଭୁଲି ଯିବ କିନ୍ତୁ ତାକୁ ଭୁଲି ପାରିବି ନାହିଁ, ୨ ପିଲାର ମାଆକୁ ବିବାହ କରିବା ପାଇଁ ଜିଦ ଧରି ବସିଲେ ଯୁବକ। ଦେଖନ୍ତୁ କଣ ଘଟିଲା।

ସୋସିଆଲ ମିଡିଆରେ ସର୍ବଦା ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ଓ ଲ-ଜ୍ୟାଜ-ନକ ଭିଡ଼ିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସମୟରେ ମଧ୍ୟ ଏକ ଲ-ଜ୍ୟାଜ-ନକ ଭିଡିଓ ଭାଇରାଲ ହେଉଛି। ତେବେ ଭିଡ଼ିଓରେ ଜଣେ ବିବାହିତ ଯୁବକ ୨ ପିଲାର ମାଆ ହୋଇଥିବା ମହିଳାଙ୍କୁ ବିବାହ କରିବା ଜିଦ ଧରି ବସିଥିବା ଦେଖିବାକୁ ପାଇବେ

ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀ-ରିକ ସମ୍ପର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସମ୍ପର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। କିନ୍ତୁ ବର୍ତ୍ତମାନ ସମୟରେ ଜଣେ ବିବାହିତା ଯୁବକ ୨ ପିଲାର ମାଆ ହୋଇ ସାରିଥିବା ମହିଳାଙ୍କୁ ବିବାହ କରିବା ପାଇଁ ଜିଦ ଧରିଛନ୍ତି। କେବଳ ସେତିକି ନୁହେଁ ଯଦି ସେ ବିବାହ ନ କରିବେ ତେବେ ନିଜ ଜୀବନ ଦେଇଦେବେ ବୋଲି ଧ-ମ-କ ଦେଇଛନ୍ତି।

ତେବେ ଏହି ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥା-ନା କେଶପୁଳା ଗାଁ ନିକଟରେ ଘଟିଛି। ମହିଳାଙ୍କ ପ୍ରେମକୁ ନେଇ ହାଇଡ୍ରାମା ରାସ୍ତା ମଝିରେ ଦେଖିବାକୁ ମିଳିଥିଲା। ଯୁବକ ଜଣକ ମହିଳାଙ୍କ ପ୍ରେମରେ ବୁଡି ଯାଇଥିଲେ। ସେ ନିଜେ ଭୁଲି ଯାଇଥିଲେ ଯେ ସେ ମଧ୍ୟ ଛଅ ମାସ ତଳେ ବିବାହ କରିଛି ବୋଲି। ତଥାପି ସେ ମହିଳାଙ୍କୁ ବିବାହ କରି ନିଜ ପାଖରେ ରଖିବାର ସ୍ୱପ୍ନ ଦେଖିଥିଲେ ଓ ସେଥିପାଇଁ ମହିଳାଙ୍କୁ ଅପ-ହରଣ କରୁଥିବାର ମଧ୍ୟ ଜଣା ପଡ଼ିଛି।

ସୂଚନା ଅନୁସାରେ, ସାକୁମା ନେଣ୍ଡି ପଞ୍ଚାୟତର କୁମପୁଡା ଗ୍ରାମର ଯୁବକ ଜଣକ ୬ ମାସ ତଳେ ବିବାହ କରିଥିଲେ। ଏହାପରେ ମଧ୍ୟ ପଡୋଶୀ ଗ୍ରାମ ଯାଜପୁର ଜିଲ୍ଲାର ସମର୍ପିଟା ଗ୍ରାମର ମହିଳାଙ୍କୁ ଭଲ ପାଉଥିଲେ। ତେବେ ମହିଳା ଜଣକ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛି। ଏହା ସତ୍ତ୍ୱେ ଯୁବକ ଜଣକ ମହିଳାଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଛନ୍ତି। ତେବେ ଯୁବକ ଜଣକ ମହିଳାଙ୍କୁ ହାଣ୍ଡିଆ ପିଇଆଇ ଅପ-ହରଣ କରିବାକୁ ଉଦ୍ୟମ କରୁଥିଲେ କିନ୍ତୁ ମହିଳା ଜଣକ ବୋତଲରେ ଯୁବବକଙ୍କୁ ଶ-କ୍ତ ଆ-ଘା-ତ କରି ନିଜ ର-କ୍ଷା କରିଥିଲେ।

ତେବେ ଏହି ସମସ୍ତ ଘଟଣା ରାସ୍ତା ଉପରେ ଘଟିଥିଲା। ତେବେ ଲୋକମାନେ ଦୁହିଁଙ୍କୁ ଅଟକ ରଖି ପୋଲିସକୁ ଡାକିଥିଲେ। ଏହାପରେ ପୋ-ଲି-ସ ଆସି ଦୁହିଁଙ୍କୁ ଥାନାକୁ ନେଇ ଅଟକ ରଖିଛି। ମହିଳାଙ୍କ କହିବାନୁଯାୟୀ ସେ ଯୁବକଙ୍କୁ ଜାଣି ନାହାଁନ୍ତି କି ତାଙ୍କୁ ପ୍ରେମ ମଧ୍ୟ କରନ୍ତି ନାହିଁ ଏବଂ ସେ ନିଜ ଘରକୁ ଫେରି ଯିବା ପାଇଁ ଜିଦ କରୁଛନ୍ତି। ଅନ୍ୟ ପଟେ ଯୁବକ ଜଣକ ମହିଳାଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଛନ୍ତି।

Leave a Reply

Your email address will not be published. Required fields are marked *