“ଲକ ଡାଉନରୁ ଆମ ପ୍ରେମ ଆରମ୍ଭ ହୋଇଛି, ତମ୍ବୁ ଭିତରେ ରଖି ମୋତେ ପ୍ରେମ କରେ।” ଟୁଙ୍ଗୁରୁ ଭୋଳ ପରେ ଶଙ୍କର କହଁର ଚର୍ଚ୍ଚାରେ। ଦେଖନ୍ତୁ ଏହି ଭିଡ଼ିଓ।

ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥାଏ। ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପର୍କ ରଖିବା। ଏହାପରେ ଦୁହିଁଙ୍କ ମଧ୍ୟ ଫାଟ ପଡିବା ଆରମ୍ଭ ହୋଇଥାଏ। ରାଜଧାନୀରେ ଟୁଙ୍ଗୁରୁ ଭୋଳ ପରି ପୁଣି ଶଙ୍କର କହଁର ନାମକ ବ୍ୟକ୍ତି ଚର୍ଚ୍ଚାକୁ ଆସିଛି।

ତେବେ ଆପଣମାନେ ଟୁଙ୍ଗୁରୁ ଭୋଳ ଓ ବର୍ଷା ବିଷୟରେ ଖୁବ ଭଲ ଭାବରେ ଜାଣିଥିବେ। ତେବେ ଟୁଙ୍ଗୁର ଭୋଳକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଶଙ୍କର କହଁର ଘ-ଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଜିଦ୍ ଯେ ମୋର ଶଙ୍କର କହଁର ଦରକାର। ଉକ୍ତ ମହିଳା ଜଣକ ସ୍ତ୍ରୀର ମାନ୍ୟତା ପାଇଁ ଥା-ନାରେ ଧାରଣାରେ ବସିଛନ୍ତି। ମହିଳାଙ୍କୁ ଶଙ୍କର କହଁର ନାମକ ବ୍ୟକ୍ତି ଜଣକ ପ୍ରଥମେ ଅସ-ଦାଚ-ରଣ ଓ ପରେ ଦୁ-ଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ଅଭି-ଯୋଗ ଆଣିଲେ। ବର୍ତ୍ତମାନ ଶଙ୍କର କହଁରକୁ ବିବାହ କରିବା ପାଇଁ ଜି-ଦ ଧରି ବସିଛନ୍ତି।

ସୂଚନା ଅନୁସାରେ, ସାଲିଆସାହିରେ ରହୁଥିବା ଏହି ମହିଳା ଜାନୁଆରି ମାସରେ ନୂଆପଲ୍ଲୀ ଥା-ନାରେ ଅଭି-ଯୋଗ କରିଥିଲେ ‌ଯେ ଉକ୍ତ ବସ୍ତିର ଶଙ୍କର କହଁର ତାଙ୍କୁ ଅସ-ଦାଚ-ରଣ କରିଥିଲା। ପୋ-ଲିସ ଶଙ୍କରକୁ ଗି-ରଫ କରି କୋ-ର୍ଟ ଚା-ଲାଣ କଲା। ଏହାପରେ ବେ-ଲ୍ ରେ ଆସିବା ପରେ ମହିଳାଙ୍କୁ ଦୁ-ଷ୍କର୍ମ କରିଥିବା ନେଇ ପୁଣି ଅଭି-ଯୋଗ ଆଣିଲେ। ବର୍ତ୍ତମାନ ମହିଳା ଜଣକ ଶଙ୍କରକୁ ବିବାହ କରିବା ପାଇଁ ଜିଦ ଧରି ବସିଛନ୍ତି। ଥାନା ଆଗରେ ଧାରଣା ମଧ୍ୟ ଦେଇଛନ୍ତି।

ମହିଳାଙ୍କ ଅଭି-ଯୋଗ ଯେ, ଶଙ୍କର କହଁର ମୋ ସହ ଶାରୀ-ରିକ ସ-ମ୍ପର୍କ ରଖିଛନ୍ତି ସେ ମୋତେ ବାହା ହେବ। ତା’ର ସ୍ତ୍ରୀ ଥିଲେ ମଧ୍ୟ ସେ ମୋତେ ବାହା ହେବ। ନଚେତ ମୁଁ ବି-ଷ ପିଇ ଆ-ତ୍ମହ-ତ୍ୟା କରିବ। ଆମ ପ୍ରେମ ଲକ ଡାଉନରୁ ଆରମ୍ଭ ହୋଇଛି। ତମ୍ବୁ ତଳୁ ଆରମ୍ଭ ହୋଇଛି। ସେ ମୋ ସହିତ ଶାରୀ-ରିକ ସଂ-ପର୍କ ରଖିଛି। ମୁଁ ତାକୁ ବାହା ହେବି।

Leave a Reply

Your email address will not be published. Required fields are marked *