ପୁଣିଥରେ ଆସିବ ମହାବାତ୍ୟା , ଯଦି ଅର୍ଚ୍ଚନା ନାଗ ଖୋଲିବେ ସମସ୍ତ ନେତା ମନ୍ତ୍ରୀ ମାନଙ୍କର ଗୁ-ମର

ବର୍ତ୍ତମାନ ସମୟରେ ନିଜ ଭୁଲ ଆଉ କଲା କର୍ମ ପାଇଁ ଜେ-ଲର ଚାରି କାନ୍ଥ ଭିତରେ ଦିନ କା-ଟୁଛନ୍ତି ଅର୍ଚ୍ଚନା । ଏତେ ଟଙ୍କାର ମାଲିକାଣୀ ନିଜର ଭୁଲ ପାଇଁ ଆଜି ଜେ-ଲ ପହଞ୍ଚି ଯାଇଛନ୍ତି । ତେବେ ଏହା ପଛର ମୁଖ୍ୟ କାରଣ ହେଉଛି ଲୋଭ , ଯାହା ଆଜି ତାଙ୍କୁ ଏଭଳି ପରିସ୍ଥିତିରେ ଆଣି ପହଞ୍ଚାଇ ଦେଇଛି । ତେବେ ନିଜେ ଅନ୍ୟ ଲୋକଙ୍କ ସହିତ ସ-ମ୍ପର୍କ ରଖି ତାକୁ କ୍ୟାମେରାରେ ରେ-କର୍ଡ କରି କିପରି ଜଣେ ମହିଳା ଅନ୍ୟ ମାନଙ୍କୁ ବ୍ଲା-କମେ-ଲ କରି ପାରୁଥିଲେ ତାହାକୁ ନେଇ ସମସ୍ତେ ଚର୍ଚ୍ଚା କରିବାରେ ଲାଗିଛନ୍ତି ।

ଅନ୍ୟ ପକ୍ଷରେ ଲୋକମାନେ ତାଙ୍କୁ ଖରାପ କହୁଥିଲେ ମଧ୍ୟ ଆଉ ଗୋଟିଏ ପଟେ କେଉଁଠି ନା କେଉଁଠି ଲୋକମାନେ ତାଙ୍କୁ କିଛି ମାତ୍ରାରେ ସହାୟତା କରିବାରେ ଲାଗିଛନ୍ତି । କାହିଁକି ନା ସେମାନେ ଅର୍ଚ୍ଚନାଙ୍କ ମୁହଁରୁ ସେହି ବଡ ବଡ ଲୋକଙ୍କ କଥା ଜାଣିବାକୁ ଚାହୁଁଛନ୍ତି , ଯେଉଁ ମାନେ ଅର୍ଚ୍ଚନା ନାଗଙ୍କ ବେଡ ରୁମ୍ କୁ ନିଜ ରୁମ୍ ବୋଲି ଭାବି ଦେଇଥିଲେ । ଆଉ ମନ ହେଲେ ଯାଇ ସେଠାରେ ପହଞ୍ଚି ଯାଉଥିଲେ । ତେଣୁ ଲୋକମାନେ ସେହି ନେତା ମନ୍ତ୍ରୀଙ୍କ ନାମ ଜାଣିବାକୁ ଚାହୁଛନ୍ତି , ଯେଉଁ ମାନେ ଲୋକଙ୍କୁ ବୋକା ବନେଇ ଦେଇପାରନ୍ତି ।

କେବଳ ସେତିକି ନୁହେଁ , ବୋକା ବନେଇ ତାଙ୍କ ଠାରୁ କୋଟି କୋଟି ଟଙ୍କା ଲୁ-ଟି ନେଇଥାନ୍ତି । ତେଣୁ କିପରି ସେମାନଙ୍କୁ ଅର୍ଚ୍ଚନା ସେମାନଙ୍କୁ ବୋକା ବନେଇ ପାରିଲେ , ଲୋକେ ସେ ବିଷୟରେ ଜାଣିବାକୁ ବହୁତ ଇଚ୍ଛୁକ ଅଛନ୍ତି । ନିଜର ଧଳା ପୋଷାକ ପଛରେ ଲୁ-ଚି ରହିଥିବା କଳା କାର-ନାମା ବିଷୟରେ ଜାଣିବାକୁ ବହୁତ ଇଚ୍ଛା ରଖିଛନ୍ତି । କେଉଁ ମାନେ ସେହି ଲୋକମାନେ ଯେଉଁ ମାନେ ଓଡ଼ିଶାକୁ ଖାଇ ସାରିଲେଣି , ସେମାନଙ୍କ ବିଷୟରେ ଲୋକେ ଜାଣିବାକୁ ଇଚ୍ଛୁକ ଅଛନ୍ତି ।

ତେବେ ଏହା ମଧ୍ୟରେ ଆଲୋଚନା ମଧ୍ୟ ହେଉଛି କି , ଯଦି ଅର୍ଚ୍ଚନା ସେହି ବଡ ବଡ ନେତା ମନ୍ତ୍ରୀ ମାନଙ୍କର ନାମ ଗଣମାଧ୍ୟମ ଆଗରେ ପ୍ରକାଶ କରି ଦିଅନ୍ତି , ତେବେ ସବୁକିଛି ଶେଷ ହୋଇଯିବ । ପୁଣିଥରେ ଆରମ୍ଭ ହେବ ଝଡ , ପୁଣି ଓଡ଼ିଶାକୁ ଆସିବ ମ-ହାବା-ତ୍ୟା । ଏପରି କିଛି କଳ୍ପନା କରିଛନ୍ତି ଲୋକମାନେ । ସେମାନେ ଅର୍ଚ୍ଚନାଙ୍କୁ କିଛି ସ୍ଥାନରେ ସହାୟତା କରୁଛନ୍ତି ଆଉ ସେମାନଙ୍କ ଠାରୁ ସବୁ ସତ କଥା ଜାଣିବା ପାଇଁ ଅନାଇ ବସିଛନ୍ତି । କିନ୍ତୁ ତାହା କେବଳ ସମୟ କହିବ କି , ଅର୍ଚ୍ଚନା ସତ କଥା ପ୍ରକାଶ କରୁଛନ୍ତି କି ନାହିଁ ।

Leave a Reply

Your email address will not be published. Required fields are marked *