ଖୋଲିଲା ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବରର ଗାଡ଼ି ସୋରୁମ୍ , ପୋ-ଲିସ କିପରି ଦେଲା ଅନୁମତି , ବଢୁଛି ସ-ନ୍ଦେହ

ଅର୍ଚ୍ଚନା ଏବଂ ଜଗବନ୍ଧୁ ମାମ-ଲାରେ ଏପରି ଅନେକ କଥା ସାମ୍ନାକୁ ଆସୁଅଛି । ଯାହା ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ଜାରି ରହିଛି । ଆଜି ପର୍ଯ୍ୟନ୍ତ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କ ବିଷୟରେ ପୋ-ଲିସ କାହିଁକି ମୁହଁ ଖୋଲୁନାହିଁ , କାହିଁକି ପୋ-ଲିସ ସବୁ ଘ-ଟଣା ଠାରୁ ଦୂରେଇ ହୋଇ ରହୁଛି । ଏପରି କିଛି କାରଣ ପାଇଁ ସମସ୍ତଙ୍କ ସ-ନ୍ଦେହ ବଢ଼ି ଚାଲିଛି । କଣ ପୋ-ଲିସ ଏ ସବୁ ଘ-ଟଣା ଉପରେ ପରଦା ପକାଇବାକୁ ଚାହିଁଛି , ଏଭଳି ପ୍ରଶ୍ନ ଲୋକଙ୍କ ମନରେ ଉଠିବାରେ ଲାଗିଛି ।

ଅନ୍ୟ ପକ୍ଷରେ ଲୋକମାନଙ୍କ ମନରେ ଏପରି ପ୍ରଶ୍ନ ଗୋଟିଏ କାରଣ ପାଇଁ ଉଠିଛି କାରଣ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ବିଷୟରେ ପଚାରିଲେ ଡିସିପି କ୍ରୋ-ଧିତ ହୋଇ ଚାଲି ଯାଉଛନ୍ତି । ଏବଂ ଆହୁରି ମଧ୍ୟ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କ ବଡ ସହଯୋଗୀ ଖଗେଶ୍ବର ଯିଏକି ସବୁବେଳେ ତାଙ୍କ ସହାୟତା କରି ଚାଲିଥିଲା ପୋ-ଲିସ ତାଙ୍କୁ ଏପର୍ଯ୍ୟନ୍ତ ଧରି ପାରିନାହିଁ । ତେବେ ଏ କଥା କେତେ ଦୂର ସତ ସେ କଥା ତ କେବଳ ପୋ-ଲିସ ଜାଣିଛି । କାହିଁକି ପୋ-ଲିସ ତାଙ୍କୁ ଧରି ପାରୁ ନାହିଁ ନା ତାଙ୍କୁ ଧରିବା ପାଇଁ ଚେଷ୍ଟା ହିଁ କରୁନାହିଁ ।

ତେବେ ଏହା ମଧ୍ୟରେ ସ-ନ୍ଦେହ ଆଉ ଏକ କାରଣ ପାଇଁ ବଢ଼ିବାରେ ଲାଗିଛି । ଖଗେଶ୍ବରଙ୍କ ଗାଡ଼ି ଶୋରୁମ୍ କୁ ପୋ-ଲିସ ଅର୍ଚ୍ଚନା ନାଗଙ୍କ ଗି-ରଫ ହେବା ଦିନ ବନ୍ଦ କରି ଦେଇଥିଲା ଆଉ ସେତେବେଳେ ମଧ୍ୟ ସମସ୍ତେ ଦେଖିଥିଲେ କି , ସୋରୁମ ବନ୍ଦ ହୋଇ ଯାଇଛି କିନ୍ତୁ ବର୍ତ୍ତମାନ ଦେଖିଲା ବେଳକୁ ଶୋରୁମ ଖୋଲା ଅଛି । ତେବେ ଏହା ମଧ୍ୟରେ ପ୍ରଶ୍ନ ଉଠିଛି କି , କାହିଁକି ପୋ-ଲିସ ବନ୍ଦ କରୁ ନାହିଁ । କିଏ ଏହି ସୋରୁମ ଦାୟିତ୍ୱରେ ରହିଛି । କିଏ ଏହାର ସବୁ କଥା ବୁଝୁଛି । ଖଗେଶ୍ବର କୁଆଡେ ଗଲେ ।

ଏପରି ଅନେକ ଆଲୋଚନା ଆଉ ପ୍ରଶ୍ନ ଲୋକଙ୍କ ଭିତରେ ଉଙ୍କି ମା-ରୁଥିବା ବେଳେ ପୋ-ଲିସ ଏସବୁ କଥାର ଉତ୍ତର ରଖିବା ପାଇଁ ପ୍ରସ୍ତୁତ ନାହିଁ । ସେ କିଛି ବି କହୁନାହିଁ । ତେବେ ଏସବୁ ପାଇଁ ଲୋକମାନେ ସ-ନ୍ଦେହ କରୁଛନ୍ତି କି , ବୋଧହୁଏ ପୋ-ଲିସ ଅର୍ଚ୍ଚନା ନାଗଙ୍କୁ ସହାୟତା କରୁଛି । ସେଥିପାଇଁ ଆଜି ପର୍ଯ୍ୟନ୍ତ କିଛି ପ୍ରମାଣ କି ଲାପଟପ୍ , ମୋବାଇଲ କିଛି ବି ଗଣମାଧ୍ୟମ ଆଗରେ ଦେଖାଉ ନାହିଁ । ପୋ-ଲିସ ମଧ୍ୟ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କଥା ଚାରିଆଡ଼େ ଆଲୋଚନା ହେବାରେ ଲାଗିଚି ।

Leave a Reply

Your email address will not be published. Required fields are marked *