ବଡ଼ବାପାର ଶୁ-ଦ୍ଧିକ୍ରି-ୟାକୁ ନଆସିବା ସ୍ତ୍ରୀକୁ ପଡ଼ିଲା ମ-ହଙ୍ଗା । ଜୀବନ ନେବାକୁ ଉଦ୍ୟମ କଲା ସ୍ୱାମୀ ।

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟେ-ରାର ଆ-ତଙ୍କ ଭଳି ଘ-ଟଣା ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ରାଜଧାନୀରେ ଦିନ ଦ୍ୱିପ୍ରହରରେ ସ୍ୱାମୀ ଆ-ତଙ୍କ ଘଟାଇଛି ଏବଂ ନିଜ ସ୍ତ୍ରୀ ଉପରେ ଆକ୍ର-ମଣ ଉପରେ ଆକ୍ର-ମଣ କରି ଚାଲିଛି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । କାରଣ ବର୍ତ୍ତମାନ ସାରା ଓଡ଼ିଶାରେ ଏହି ଘ-ଟଣା ଏତେ ଭାଇରଲ ହୋଇଛି ଯେ ଲୋକେ ଶୁଣିବା ମାତ୍ରେ ଭ-ୟ କରୁଛନ୍ତି । ଆଜ୍ଞା ହଁ ଜଣେ ସ୍ତ୍ରୀକୁ ତାର ସ୍ୱାମୀ ଅତି ନୃ-ଶଂସ ଭାବରେ ସବୁ ଅଙ୍ଗରେ ଏଭଳି ଆକ୍ର-ମଣ କରିଛି ଯେ ସ୍ତ୍ରୀ ବର୍ତ୍ତମାନ ବଞ୍ଚିବ କି ମ-ରିବ ତାହା ଜଣା ନାହିଁ ।

ସ୍ତ୍ରୀ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛି ଏବଂ ଅବସ୍ଥା ଅତ୍ୟନ୍ତ ଗୁରୁ-ତର ହୋଇ ପଡ଼ିଛି । ଆପଣ ନିଶ୍ଚୟ ଭାବୁଥିବେ ଯେ ସ୍ୱାମୀ ଏଭଳି ନାରକୀୟ କା-ଣ୍ଡ ଘଟାଇବା ପଛରେ କାରଣ କଣ । ଆଉ କାରଣ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ । କାରଣ ଏହା ଯେ ସ୍ତ୍ରୀ ବଡ଼ବାପାର ଶୁଦ୍ଧି-କ୍ରିୟାରେ ଯାଇ ପାରି ନଥିଲା ।

ଆଉ ଏତିକି କଥାରେ ରା-ଗିଯାଇ ସ୍ୱାମୀ ସ୍ତ୍ରୀକୁ ଜୀବନରୁ ମା-ରି ଦେବାର ନିଷ୍ପତ୍ତି ନେଇ ଯାଇଥିଲା । ସ୍ତ୍ରୀ ଭୁବନେଶ୍ୱରର ଏକ ପ୍ରାଇ-ଭେଟ ସଂସ୍ଥାରେ କାମ କରୁଥିଲେ । ସ୍ୱାମୀ ସପନ କର ଏବଂ ମଧୁସ୍ମିତା ସ୍ୱାମୀ ସ୍ତ୍ରୀ । ଉଭୟେ ସୋରରେ ରାହୁଥିଲେ । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କ-ଳହ ଲାଗି ରହୁଥିବାରୁ ସ୍ତ୍ରୀ ମଧୁସ୍ମିତା ଏକୁଟିଆ ରହୁଥିଲେ ।

କିନ୍ତୁ ଏଇ କିଛିଦିନ ପୂର୍ବରୁ ଭୁବନେଶ୍ୱରକୁ ଏକ ଚାକିରୀ ସନ୍ଧା-ନରେ ଆସି ବରମୁଣ୍ଡା କୃତିବାସ ଅପାର୍ଟମେଣ୍ଟରେ ଏକ ବିଲ୍ଡର କମ୍ପାନୀରେ ଚାକିରୀ ପାଇଁ ଆସିଥିଲେ । ଯାହାପରେ ସ୍ୱାମୀ ସେଠାରେ ପହଞ୍ଚି ଯାଇଥିଲା । ବଡ଼ବାପାର ଶୁଦ୍ଧି-କ୍ରିୟାକୁ ସ୍ତ୍ରୀ ଯାଇ ନଥିବାରୁ ପ୍ରଥମେ ମା-ଡ଼ ମା-ରିବା ସହିତ ମାର-ଣାସ୍ତ୍ରରେ ବାରମ୍ବାର ଆକ୍ର-ମଣ କରିଥିଲା । ଯେଉଁ କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସ୍ତ୍ରୀ ଗୁରୁ-ତର ଭାବରେ ଚିକିତ୍ସିତ ହେଉଛନ୍ତି । ସେପଟେ ଉକ୍ତ ସ୍ୱାମୀକୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ ଏବଂ ପରେ ପୋଲି-ସକୁ ଖବର ଦେଇଥିଲେ । ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ମାର-ଣାସ୍ତ୍ରକୁ ଜ-ବତ କରିବା ସହିତ ଅଭି-ଯୁକ୍ତ ସ୍ୱାମୀକୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି ।

Leave a Reply

Your email address will not be published. Required fields are marked *