ଇତିହାସର ସବୁଠୁ ସୁନ୍ଦର ରାଜକୁମାରୀ, ଦେଖିବା ପାଇଁ ଲୋକ ପାଗଳ ହେଇ ଯାଉଥିଲେ…

ବନ୍ଧୁମାନେ କଣ ଆପଣ ଜାଣନ୍ତି ଇତିହାସର ସବୁଠୁ ସୁନ୍ଦର ରାଜକୁମାରୀଙ୍କ ନାମ ହେଉଛି ଲିଓ ପାଣ୍ଡରା। ସୁନ୍ଦରତା ସହିତ ତାଙ୍କ ଜୀବନ ବହୁତ୍ ରହସ୍ୟପୂର୍ଣ୍ଣ ମଧ୍ୟ ଥିଲା। ଆଜି ମଧ୍ୟ ବହୁ ଐତିହାସିକ ବ୍ୟକ୍ତି ତାଙ୍କ ଜୀବନି ବିଷୟରେ ଜାଣିବା ପାଇଁ ବହୁ ଇଛୁକ ଥାନ୍ତି।

ଲିଓ:

ସେ ଯେତିକି ସୁନ୍ଦର୍ ଥିଲେ ସେତିକି ଷଡ଼ଯନ୍ତ୍ର କାରୀ ମଧ୍ୟ ଥିଲେ। ଏହି କୋପରେ ତାଙ୍କ ଭାଇଙ୍କୁ ରାଜ ସିଂହାସନ ମିଳିଗଲା। ସେ ନିଜର ଭାଇକୁ ରାଜ ଗାଦିରେ ବସାଇବା ପରେ ଜୁନିଅର ଶିଯାରଙ୍କୁ ନିଜ ପ୍ରେମରେ ଫସାଇ ନିଜ ଭାଇକୁ ଯୁଦ୍ଧରେ ହରାଇ ହତ୍ୟା କରି ନିଜେ ସିଂହାସନ ଅକ୍ତିଆର କରିଥିଲେ। କୁହାଯାଏ କି ତାଙ୍କ ସୁନ୍ଦରତା କୁ ବଜାଇ ରଖିବା ପାଇଁ ସେ ୭୦୦ ପଥର ଏବଂ କ୍ଷୀରରେ ଗାଧୋଉଥିଲେ।

ଜେହେରା ଖାତୁନ –

ଏହି ରାଜ କୁମାରୀଙ୍କ ମୁହଁ ଆଉ ତାଙ୍କ ଗଠନ ଦେଖିବା ପରେ ଆପଣ ମଧ୍ୟ ଭାବିବେ କି ଏହି ରାଜ କୁମାରୀଙ୍କ ମୁହଁ ଏକ ପୁରୁଷଙ୍କ ଗଠନ ପରି। ଇତିହାସ ଅନୁଯାୟୀ ଜେହରା ଖାତୁନଙ୍କ ଚେହେରା ଦେଖି ସେତେବେଳେ ଇରାନ ଦେଶର ନାଗରିକ ତାଙ୍କ ପାଇଁ ସାୟରି ବା କବିତା ଲେଖୁଥିଲେ। କେତେକ ପୁରୁଷ ତାଙ୍କ ସୁନ୍ଦରତାରେ ପାଗଳ ହୋଇ ଆତ୍ମ ହତ୍ୟା କରି ଦେଇଥିଲେ। କୁହାଯାଏ କି ସେତେବେଳେ ସେ ଇରାନ ଦେଶରେ ଫ୍ୟାସନରେ ପରିବର୍ତ୍ତନ ଆଣିଥିଲେ।

ମହାରାଣୀ ଭିକ୍ଟୋରିଆ –

ମହାରାଣୀ ସେତେବେଳେ ୧୮ ବର୍ଷ ବୟସରେ ରାଜ ଗାଦି ଅକ୍ତିଆର କରିଥିଲେ। ସେ ନିଜ ଜୀବନର ୬୩ ବର୍ଷ ପର୍ଯ୍ୟନ୍ତ ଶାସନ ସମ୍ଭାଳି ଥିଲେ। ଏଥିପାଇଁ ୟୁରୋପ ଇତିହାସରେ ତାଙ୍କ ନାମ ସବୁଠୁ ଲମ୍ବା ଶାସନ କରିଥିବା ଶାସକ ରୂପରେ ଜଣାଯାଏ। ସେ ସୁନ୍ଦର୍ ସହିତ ବହୁତ୍ ବୁଦ୍ଧିମାନ ମଧ୍ୟ ଥିଲେ। ତାଙ୍କ ହାତରେ ସେତେବେଳେ ବହୁ ପାୱାର ଥିଲା କାରଣ ସେତେବେଳେ ସେ ତାଙ୍କ ରାଜ୍ୟର ଜଣେ ବଳୁଆ ଏବଂ ବହୁ ବର୍ଷର ଶାସକ ଥିଲେ।

ଭିକ୍ଟୋରିଆଙ୍କ ବିବାହିତ ଜୀବନ ମାତ୍ର ୨୩ ବର୍ଷରେ ହୋଇଛି। ଆସେ ତାଙ୍କ ସ୍ବାମୀଙ୍କୁ ବହୁତ୍ ଭଲ ପାଉଥିଲେ। ହେଲେ ସ୍ବାମୀଙ୍କ ମାରିବା ପରେ ତାଙ୍କର ବହୁ ଆବେଗ ରହିଥିଲା। ଯେବେ ସେ ଭାରତରେ ଶାସନ କରୁଥିଲେ ଜଣା ଯାଏ କି ସେ ଭାରତର ଜଣେ ଲୋକକୁ ଭଲ ପାଉଥିଲେ।

ରାଣୀ ପଦ୍ମିନୀ –

ଭାରତୀୟ ସିନେମାରେ ପରିବେଷଣ ହେଉଥିବା ରାଣୀଙ୍କ ବିଷୟରେ ଆମକୁ ସୂଚନା ମିଳେ। ସେ ବିଶ୍ଵର ସୁନ୍ଦର୍ ତମ ମହିଳାଙ୍କ ମଧ୍ୟରୁ ଅନ୍ୟତମ ବୋଲି ଜଣାଯାଏ। ସେ ଅଟେ ସୁନ୍ଦର୍ ଥିଲେ ଯେ ତାଙ୍କୁ ବିବାହ କରିବା ପାଇଁ ବହୁତ୍ ଗୁଡ଼ିଏ ରାଜା ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସୁଲତାନ ଆଲାଉଦିନ ଖିଲିଜ୍ ଥିଲେ। ସେ ତାଙ୍କ ସୁନ୍ଦରତା ଉପରେ ପ୍ରଭାବିତ ହୋଇ ଚିତ୍ର ଗଡ ଉପରେ ଆକ୍ରମଣ କରିଦେଲେ। ଯୁଦ୍ଧରେ ଜିତିଲେ ମଧ୍ୟ ସେ ପଦ୍ମିନୀଙ୍କୁ ପାଇ ପାରିଲେ ନାହିଁ। ପଦ୍ମିନୀ ନିଜ ସ୍ଵାମୀଙ୍କ ମୃତ୍ୟୁ ହେବାର ଦେଖି ନିଆଁରେ ପସି ଆତ୍ମହୂତି ଦେଇଦେଲେ।

ମହାରାଣୀ ଇନ୍ଦିରା ଦେବୀ –

ସେ ବଡତରା ରାଜ୍ୟର ରାଜ କୁମାର ଥିଲେ। ସେ ଏତେ ସୁନ୍ଦର୍ ଥିଲେ ଯେ ନିଜ ସମୟର ସବୁଠୁ ସୁନ୍ଦର୍ ମହିଳା ବୋଲି ମାନା ଯାଉଥିଲେ। ତାଙ୍କ ବିବାହ ଉଚ୍ଚ ବିହାରର ରାଜା ଜିତେନ୍ଦ୍ର ନାରାୟଣଙ୍କ ସହ ହୋଇଥିଲା। କୁହାଯାଏ କି ନିଜ ବାପା ମାଙ୍କ ଦ୍ଵାରା କରା ଯାଇଥିବା ନିର୍ବନ୍ଧକୁ ଭାଙ୍ଗି ତାଙ୍କ ସାଙ୍ଗରେ ପ୍ରେମ ବିବାହ କରିଥିଲେ।

ସେ ଷ୍ଟାଇଲ ଉପରେ ବେଶୀ ଧ୍ୟାନ ଦିଅନ୍ତି। ସିଲ୍କ ଶାଢ଼ୀର ଆଗମନ ତାଙ୍କ ଠାରୁ ହିଁ ଆରମ୍ଭ ହୋଇଥାଏ। ପ୍ରଥମେ ଥରେ ସେ ଇଟାଲୀର ଜଣେ ନାମୀ ଦାମୀ କମ୍ପାନୀକୁ ୧୦୦ ହୀରା ଖଚିତ ଜୋତା ବନେଇବାକୁ କହିଥିଲେ। ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Leave a Reply

Your email address will not be published. Required fields are marked *