ନିର୍ଲଜ ପରି କରନ୍ତୁ ମହିଳାଙ୍କ ସହିତ ଏହି କାମ ହେଇଯିବେ କୋଟି ପତି। ବିଶେଷ କରି ପୁରୁଷ ମାନେ ନିଶ୍ଚିତ ଜାଣନ୍ତୁ…

ବନ୍ଧୁମାନେ ମହିଳାଙ୍କ ସହିତ ପୁରୁଷ ମାନେ କରି ନିଅନ୍ତୁ ଏପରି କାମ ଖୋଲାଯିବ ଭାଗ୍ୟ। ଆପଣଙ୍କୁ ଆମେ ଚାଣକ୍ୟ ନୀତି ଅନୁଯାୟୀ କହିବୁ କିଛି ଏପରି କାମ ଯାହାକୁ ଏକ ମହିଳା ସାଙ୍ଗରେ ପୁରୁଷକୁ ନିର୍ଲଜ ପରି କରିବା ଉଚିତ୍। ଏହା ଦ୍ଵାରା ଆପଣଙ୍କ ଜୀବନ ସ୍ବର୍ଗ ପରି ହେଇଯିବ ଓ ସଫଳତା ଆପଣଙ୍କ ପାଦ ଛୁଇଁବ।

୧. ଚାଣକ୍ୟ ନୀତି ଅନୁଯାୟୀ କେବେ ଶିକ୍ଷା ପ୍ରାପ୍ତ କରିବା ପାଇଁ ଲାଜ କରିବା ଅନୁଚିତ୍। ଯେଉଁ ବିଦ୍ୟାର୍ଥୀ ନିଜର ଦ୍ଵନ୍ଦ ନିଜେ ପଚାରିବାକୁ ଅକ୍ଷମ ଥାଏ ବା ଲାଜ କରେ ସେ ନିଜେ ନିଜର କ୍ଷତି କରିଥାଏ। ଲାଜ କରିବା ଦ୍ଵାରା ଜ୍ଞାନ ପ୍ରାପ୍ତିର ବାଧା ହୋଇଥାଏ। ଅଧା ଅଧୁରା ଜ୍ଞାନ ବ୍ୟକ୍ତିକୁ ବ-ର୍ବା-ଦ କରିଦିଏ।

୨. ଚାଣକ୍ୟ ନୀତି ଅନୁଯାୟୀ ବ୍ୟକ୍ତିକୁ ଭୋଜନ କରିବା ପାଇଁ କେବେ ବି ଲାଜ କରିବା ଉଚିତ୍ ନୁହେଁ। କିଛି ଲୋକ ଅଛନ୍ତି କି କାହା ଘରକୁ ଭୋଜନ କରିବାକୁ ଯାଇଥିବା ବ୍ୟକ୍ତି ଲାଜ କରି କୁହନ୍ତି ନାହିଁ ଓ ଭୋକିଲା ରୁହନ୍ତି। ବ୍ୟକ୍ତିକୁ କେବେ ତାର ନିଜ ଭୋକ ମାରିବା ଅନୁଚିତ୍। ଖାଲି ପେଟ ସେତାନର ଘର ହୋଇଥାଏ ଓ ଏହା ଦ୍ଵାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ।

୩. ନିଜ ପଇସା ମାଗିବାକୁ ଲାଜ କରିବା ଅନୁଚିତ୍। କିଛି ଲୋକ ଏପରି ଥାଆନ୍ତି କି ସେ ନିଜର ଉଧାର ଦେଇଥିବା ପଇସା ମାଗିବାକୁ ଲାଜ କରନ୍ତି। ଏପରି ବ୍ୟକ୍ତି ନିଜେ ନିଜର କ୍ଷତି କରନ୍ତି।

୪. ଜଣେ ପୁରୁଷ ଶୋଇବା ସମୟରେ ତା ପତ୍ନୀ ଠାରୁ ଭଲ ପାଇବା ପାଇବା ପାଇଁ କେବେ ଲାଜ କରିବା ଉଚିତ୍ ନୁହେଁ। କାରଣ ପତ୍ନୀ କେବେ ଆପଣଙ୍କୁ କହିବ ନାହିଁ କି ଆପଣ ତାଙ୍କୁ ଭଲ ପାଆନ୍ତୁ। ଏହା ଛଡ଼ା ସେ ଚାହେଁ କି ଆପଣ କେମିତି ତାକୁ ଭଲ ପାଆନ୍ତୁ। ଏହା ଜବରଦସ୍ତି ନେବାରେ ଲାଜ କରିବା ମଧ୍ୟ ଅନୁଚିତ୍। ଏହା କରିବା ଦ୍ଵାରା ଆପଣଙ୍କ ପତ୍ନୀ ଆପଣଙ୍କ ଉପରେ ବହୁତ୍ ଖୁସି ହୋଇଥାଏ। ଏହା ବଦଳରେ ଆପଣଙ୍କ ଘର ଆପଣଙ୍କୁ ସ୍ବର୍ଗ ପରି ଲାଗିବ। ଯେଉଁଠି ନାରୀ ଖୁସି ହୁଏ ସେଥି ଧନର ବର୍ଷା ହେବାକୁ ଲାଗେ। ଏହା ସବୁ ପୁରୁଷଙ୍କୁ ଭାବିବା ଉଚିତ୍।

Leave a Reply

Your email address will not be published. Required fields are marked *