ଜାଗୃତି କହିଲେ ଅନୁଭବ ଆଉ ମୁଁ ଗୋଟିଏ ପରିବାରର ।

ଅନୁଭବ ଆଉ ମୁଁ ହେଉଛୁ ଗୋଟିଏ ପରିବାରର । ମୁଁ ଜାଣିନି ପ୍ରଭୁ ଜଗନ୍ନାଥ କଣ ଚାହାଁନ୍ତି। ସେ ଜଗତର ନାଥ ସେ ଯାହା ଚାହିଁବେ ତାହା ହେବ । ମୁଁ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ବିଶ୍ୱାସ କରେ । ସେ ଯାହା କରିବେ ତାହା ଆମ ପାଇଁ ନିହାତି ଭାବେ ଭଲ ହେବ । ମୁଁ ଓଡିଶାକୁ ଭଲ ପାଏ ଆଉ ଓଡିଶା ବାସୀ ମତେ ମଧ୍ୟ ଭଲ ପାଆନ୍ତି । ଓଡିଶା ମତେ ବହୁତ ଭଲ ଲାଗେ । ଓଡିଶା ହେଉଛି ମହାପ୍ରଭୁ ଜଗନ୍ନାଥ ଙ୍କ ଧାମ ମତେ ଓଡିଶାକୁ ବହୁତ ଇଚ୍ଛା ଥାଏ ।

ଅନୁଭବ ମହାନ୍ତିଙ୍କ ପରିବାର ଲୋକେ ମତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ ଅନୁଭବ ମହାନ୍ତିଙ୍କ ପରିବାର ଲୋକଙ୍କୁ ବହୁତ ଭଲ ପାଏ । ବନ୍ଧୁଗଣ ଅନୁଭବଙ୍କ ଡାକରେ ଓଡିଶା ଆସିଛନ୍ତି ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା । ଆଉ ଓଡିଶା ପରେ ବିଭିନ୍ନ ଗଣମାଧ୍ୟମରେ ଜାଗୃତିଙ୍କ ସାକ୍ଷାତକାର ଦେଖିବାକୁ ମିଳିଛି । ଜାଗୃତି ନିଜ ମନର କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ବନ୍ଧୁଗଣ ପୂର୍ବରୁ ମଧ୍ୟ ଜାଗୃତି ଆଉ ଅନୁଭବ ମହାନ୍ତିଙ୍କୁ ନେଇ ଅନେକ ବି-ବାଦ ସୃଷ୍ଟି ହୋଇଥିଲା । ଲୋକେ ଜାଗୃତି ଶୁକ୍ଳାଙ୍କୁ ନେଇ ଅନେକ ଆଲୋଚନା ମଧ୍ୟ କରିଥିଲେ ।

ସାରା ଓଡ଼ିଶାରେ ଲୋକେ ଆଲୋଚନା କରୁଥିଲେ କି ଜାଗୃତି ଶୁକ୍ଳା କୁଆଡେ ଅନୁଭବ ମହାନ୍ତିଙ୍କ ପ୍ରେମିକା । କେବଳ ଏତିକି ନୁହେଁ ଆପଣ ମାନେ ନିହାତି ଭାବେ ଜାଣିଥିବେ କି ଏହା ମଧ୍ୟ ଚର୍ଚ୍ଚା ହେଉଥିଲା କି ଅନୁଭବ ମହାନ୍ତି କୁଆଡେ ଜାଗୃତି ଶୁକ୍ଳାଙ୍କୁ ବିବାହ ମଧ୍ୟ କରିବେ । ଏ କଥା ଆମେ ନୁହେଁ ଏ କଥା କହି ଲୋକେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଥିଲା । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ସବୁ ଘଟ-ଣାକୁ ନେଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଳା ।

ଆଉ ଜାଗୃତି ମୁହଁ ଖୋଲିବା ପରେ ଅନୁଭବ ମହାନ୍ତି ଆଉ ଜାଗୃତିଙ୍କୁ ନେଇ ଯେଉଁ ମାନେ ଗୁଜବ ସୃଷ୍ଟି କରୁଥିଲେ ଯେଉଁମାନେ ଏହି ଦୁହିଁଙ୍କୁ ବିବା-ଦକୁ ଟାଣୁଥିଲେ ସେମାନଙ୍କ ମୁହଁରେ ଜାଗୃତିଙ୍କ ପ୍ରତିକ୍ରିୟା ଦେଇଛି ଶକ୍ତ ଚା-ପୁଡ଼ା । ଜାଗୃତି କହିଛନ୍ତି ଅନୁଭବ ମହାନ୍ତି ତାଙ୍କ ପ୍ରେମିକ ନୁହେଁ ସେ ତାଙ୍କ ଭଲ ବନ୍ଧୁ । ତାଙ୍କ ଦୁହିଁଙ୍କ ମଧ୍ୟରେ ସେମିତି କିଛି ବି ନାହିଁ ଯାହା ଲୋକେ ଆଲୋଚନା କରୁଛନ୍ତି ।

କେବଳ ଏତିକି ନୁହେଁ ଜାଗୃତି ଆହୁରି ମଧ୍ୟ କହିଛନ୍ତି କି ଅନୁଭବ ଆଉ ମୋ ଭିତରେ କିଛି ହେଲେ ମଧ୍ୟ ନାହିଁ । ଆମେ ଦୁହେଁ ବହୁତ ଭଲ ସାଙ୍ଗ ଆଉ ଆମେ ହେଉଛୁ ଗୋଟିଏ ପରିବାରର । ଅନୁଭବ ମତେ ବହୁତ ଭଲ ପାଆନ୍ତି ଆଉ ମୁଁ ମଧ୍ୟ ଅନୁଭବ ମହାନ୍ତିଙ୍କୁ ବେଶ ଅଧିକ ଭଲ ପାଏ । ଆମ ଭଲ ପାଇବା ପବିତ୍ର ଆମ ଭଲ ପାଇବାରେ ନା କିଛି ସ୍ୱାର୍ଥ ଅଛି ନା ହିଁ କିଛି ସର୍ତ୍ତ ଅଛି । ଆମେ ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉ ଯେମିତି କି ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ ଯେତିକି ଭଲ ପାଆନ୍ତି ।

ଆମକୁ ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଥିଲା । ଆମ ଦୁହିଁଙ୍କୁ ନେଇ ଯେଉଁ ବି-ବାଦ ଦେଖା ଦେଇଥିଲା ସେଥିରେ କାହାର ମଧ୍ୟ ଦୋ-ଷ ନାହିଁ ଆମେ ନ ଚାହିଁବି ଆମକୁ ବି-ବାଦ ଭିତରକୁ ଟଣା ଯାଇଥିଲା । ଯେଉଁ ମାନେ ଆମେ ଆମ ଦୁହିଁଙ୍କୁ ନେଇ ଏତେ ଆଲୋଚନା କରୁଥିଲେ କରୁଥିଲେ ସେମାନେ କାନ ଖୋଲି ଶୁଣି ରଖନ୍ତୁ କି ମୁଁ ବିବାହିତା ଆଉ ମୋର ଗୋଟେ ପରିବାର ଅଛି । ଅନୁଭବ ମହାନ୍ତି କେବଳ ମୋର ଭଲ ବନ୍ଧୁ ଆଉ କିଛି ନୁହେଁ ।

ବସନ୍ତ ନାୟକଙ୍କ 86 ତମ ଜୟନ୍ତୀରେ ଅତିଥି ହୋଇ ଆସିଥିଲେ ଜାଗୃତି ଶୁକ୍ଳା । ଅନେକ ଦିନରୁ ବି-ବାଦକୁ ମୁଣ୍ଡରେ ମୁଣ୍ଡାଇଥିବା ଜାଗୃତି ଗଣମାଧ୍ୟମରେ ମନ ଖୋଲି କହିଥିଲେ ନିଜ ମନର କଥା । ଆଉ ଏହା ଶୁଣିବା ପରେ ସମସ୍ତେ ପୁଣିଥରେ ଚକିତ ହୋଇ ଯାଇଛନ୍ତି । ଜାଗୃତିଙ୍କ ମନର କଥା କହି ଜାଗୃତି ନିଜ ମନକୁ ହାଲ୍କା କରିଛନ୍ତି । ଆଉ ଜାଗୃତି ଅନୁଭବ ମହାନ୍ତି ଆଉ ତାଙ୍କ ଭିତରେ କିଛି ନଥିବା କହି ଏବେ ସମସ୍ତଙ୍କ ମନରେ ଥିବା ସନ୍ଧେ-ହକୁ ଦୁରୀଭୂତ କରିଛନ୍ତି ।

Leave a Reply

Your email address will not be published. Required fields are marked *