ଯାଜପୁର ମାଆ ଝିଅ ହ-ତ୍ୟା ମାମଲା :- ଡ୍ରାଇଭରକୁ ଚପଲରେ ପିଟିଥିଲା ଝିଅ, ଗାଡ଼ି ଚଢ଼େଇ ମାରିଦେଲା ଡ୍ରାଇଭର… ପ୍ରତ୍ୟକ୍ଷ ଦର୍ଷି ବଖାଣିଲେ କାହାଣୀ…

ଘଟିଯାଇଛି ଏକ ଅଘ-ଟଣ । ଯାଜପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘ-ଟଣା । ଯାହା ଆପଣଙ୍କ ଛାତି ଥରାଇ ଦେବ । ପ୍ରତିଶୋଧର ନି-ଆଁ ମଣିଷର ମନରେ ଜଳିବା ପରେ ସେ ପୁରାପୁରି ବଦଳି ଯାଇଥାଏ ଆଉ ନେଇ ବସିଥାଏ ପ୍ରତି-ଶୋଧ । ରା-ଗ ତମ ତମ ହୋଇ ସେ କଣ କରିଥାଏ ଜାଣି ପାରେନାହିଁ ଆଉ କରି ବସିଥାଏ ଭୁଲ୍ କାମ । ତେବେ ଆଜିର ଦୁନିଆଁ ଏଇ ଦୁଇ ଗୋଡ଼ିଆ ମଣିଷ ହିଁ ସବୁଠାରୁ ଭ-ୟଙ୍କର ବୋଲି ଆମେ ଜାଣିଥିବା ।

ତେବେ ଏହି କଥାକୁ ସତ କରି ଦେଖାଇଛନ୍ତି ଜଣେ ଟ୍ରକ ଡ୍ରାଇଭର । ଆପଣ ସମସ୍ତେ ଜାଣିଥିବେ କାଲି ଯାଜପୁର ଜିଲ୍ଲାରୁ ଏକ ଦୁଃ-ଖମ-ୟ ଘ-ଟଣା ସାମ୍ନାକୁ ଆସିଛି । ମାଆ ଝିଅ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଉପରେ ମାଡି ଯାଇଛି ଟ୍ରକ । ତେବେ ଏ ଘଟଣା ଶୁଣିବାପରେ ସମସ୍ତଙ୍କର ଆଖିରେ ଆସି ଯାଇଥିଲା ଲୁ-ହ । ଆଉ ସମସ୍ତେ ବହୁତ ମନ ଦୁଃ-ଖ କରିଥିଲେ । ତେବେ ବର୍ତ୍ତମାନ ଏ ଘଟ-ଣାର ପ୍ରତ୍ୟକ୍ଷଦର୍ଶୀ ମାନେ ଘ-ଟଣା ପଛର ସତ୍ୟତା କହିଛନ୍ତି ।

ସୂଚନା ମୁତାବିକ , ମାଆ ଝିଅ ସ୍କୁଟିରେ ଜାତୀୟ ରାଜପଥ ଉପରେ ଯାଉଥିବା ବେଳେ ତାଙ୍କ ପାଖକୁ ଗୋଟିଏ ଗାଡି ମାଡି ଆସିଥିଲା ଆଉ ବାଟ ମଧ୍ୟ ଛାଡୁନଥିଲା । ତେବେ ଏ କଥା ପରେ ଝିଅ ଜଣକ ଅତ୍ୟନ୍ତ କ୍ରୋ-ଧିତ ହୋଇ ଯାଇଥିଲେ ଆଉ ଡ୍ରାଇଭରଙ୍କୁ ଅତ୍ୟନ୍ତ ଗା-ଳି ଗୁ-ଳଜ କରିଥିଲେ । ଝିଅର ପାଟି ଶୁଣି ପାଖ ଲୋକ ଦୌଡ଼ି ଆସିଥିଲେ ଆଉ କଥାର ସମାଧାନ କରିଥିଲେ ଆଉ କହିଥିଲେ କି , ଯାହା ହୋଇଯାଇଛି ସେ କଥା ଭୁଲି ଯାଆନ୍ତୁ ଆଉ ନିଜ ନିଜ ବାଟରେ ଯାଆନ୍ତୁ ।

ଝିଅ ପାଖରୁ ଗାଳି ଶୁଣିବା ପରେ ଡ୍ରାଇଭର ମନରେ ଜଳି ଉଠିଥିଲା ପ୍ରତି-ଶୋଧର ନି-ଆଁ । ରାସ୍ତାରେ ମାଆ ଝିଅ ଟିକିଏ ଆଗକୁ ଯିବା ପରେ ତାଙ୍କ ପଛେ ପଛେ ଏହି ଟ୍ରକ ଯାଇଥିଲା ଆଉ ତାପରେ ନିଜ ପ୍ରତି-ଶୋଧ ପୂରଣ କରିବାପାଇଁ ଏହି ଟ୍ରକ ଡ୍ରାଇଭର ମାଆ ଝିଅ ଉପରକୁ ଚଢାଇ ଦେଇଥିଲା ଗାଡି । ଆଉ ଗୋଟିଏ ମୁହୂର୍ତ୍ତରେ ସବୁକିଛି ସରି ଯାଇଥିଲା । ଘଟ-ଣା ସ୍ଥଳରେ ହିଁ ଆଖି ବୁଜି ଦେଇଥିଲେ ମାଆ ଝିଅ । ବର୍ତ୍ତମାନ ଏ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବର୍ତ୍ତମାନ ସମସ୍ତେ କହୁଛନ୍ତି ଡ୍ରାଇଭର ନିଜର ଅପ-ମାନର ପ୍ରତି-ଶୋଧ ଏଭଳି ନେଇ ନେଲା ।

Leave a Reply

Your email address will not be published. Required fields are marked *